ଡମ୍ବରୁ ଶିଶା

ଉଇକିପିଡ଼ିଆ‌ରୁ
ଡମ୍ବରୁ ଶିଶା
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀମମତା ମାଢ଼ୀ
ପର ଅଧିକାରୀପୂର୍ଣ୍ଣଚନ୍ଦ୍ର ବାକା
ନିର୍ବାଚନ ମଣ୍ଡଳୀଚିତ୍ରକୋଣ୍ଡା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1980-03-28) ୨୮ ମାର୍ଚ୍ଚ ୧୯୮୦ (ବୟସ ୪୪)
ଖୁରିଗୁଡ଼ା, ଓଡ଼ିଶା
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ବୃତ୍ତିରାଜନୀତିଜ୍ଞ

ଡମ୍ବରୁ ଶିଶା (ଜନ୍ମ: ୨୮ ମାର୍ଚ୍ଚ ୧୯୮୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚିତ୍ରକୋଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ସେ ପ୍ରଥମ ବଣ୍ଡା ବ୍ୟକ୍ତି ଯିଏକି ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨][୩][୪][୫]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଡମ୍ବରୁ ଶିଶା ୧୯୮୦ ମସିହାର ମାର୍ଚ୍ଚ ୨୮ ତାରିଖରେ ମାଲକାନାଗିରି ଜିଲ୍ଲାର ଖୁରିଗୁଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୬]

ରାଜନୈତିକ ଜୀବନ[ସମ୍ପାଦନା]

ଡମ୍ବରୁ ଶିଶା ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Dambaru Sisa". odishaassembly.nic.in. Odisha Assembly. Retrieved 12 April 2022.
  2. "Dambaru Sisa is first Bonda MlA". The Pioneer. 25 May 2014. Retrieved 23 November 2018.
  3. "Dambaru Sisa is first Bonda MlA". Odisha Sun Times. 24 May 2014. Retrieved 23 November 2018.
  4. "Dambaru Sisa is first Bonda MlA". Hindustan Times. 23 May 2014. Retrieved 23 November 2018.
  5. "Dambaru Sisa is first Bonda MlA". Business Standard. 23 May 2014. Retrieved 23 November 2018.
  6. "Dambaru Sisa Personal Details". MyNeta. 23 May 2014. Retrieved 23 November 2018.