ଟ୍ରାଇଆମସିନୋଲୋନ

ଉଇକିପିଡ଼ିଆ‌ରୁ
ଟ୍ରାଇଆମସିନୋଲୋନ
Clinical data
Trade namesKenalog, Nasacort, others
Synonyms
(8S,9R,10S,11S,13S,14S,16R,17S)-9-fluoro-11,16,17-trihydroxy-17-(2-hydroxyacetyl)-10,13-dimethyl-6,7,8,9,10,11,12,13,14,15,16,17-dodecahydro-3H-cyclopenta[a]phenanthren-3-one; (1R,2S,10S,11S,13R,14S,15S,17S)-1-fluoro-13,14,17-trihydroxy-14-(2-hydroxyacetyl)-2,15-dimethyltetracyclo[8.7.0.02,7.011,15]heptadeca-3,6-dien-5-one
AHFS/Drugs.comTopical: monograph
Systemic: monograph
ENT: monograph
MedlinePlusa601122
data
Pregnancy
category
  • AU: A
  • US: C (Risk not ruled out)
Routes of
administration
Oral, topical, IM, intra-articular, intrasynovial
Legal status
Legal status
Pharmacokinetic data
Protein binding68%
MetabolismLiver
Elimination half-life88 minutes
ExcretionFecal and Kidney
Identifiers
  • (11β,16α)-9-Fluoro-11,16,17,21-tetrahydroxypregna-1,4-diene-3,20-dione
ECHA InfoCard100.004.290 Edit this at Wikidata
Chemical and physical data
FormulaC21H27FO6
Molar mass୩୯୪.୪୪ g·mol−1
3D model (JSmol)
  • O=C(CO)[C@]3(O)[C@]2(C[C@H](O)[C@]4(F)[C@@]/1(\C(=C/C(=O)\C=C\1)CC[C@H]4[C@@H]2C[C@H]3O)C)C
  • InChI=1S/C21H27FO6/c1-18-6-5-12(24)7-11(18)3-4-13-14-8-15(25)21(28,17(27)10-23)19(14,2)9-16(26)20(13,18)22/h5-7,13-16,23,25-26,28H,3-4,8-10H2,1-2H3/t13-,14-,15+,16-,18-,19-,20-,21-/m0/s1 checkY
  • Key:GFNANZIMVAIWHM-OBYCQNJPSA-N checkY
  (verify)

ଟ୍ରାଇଆମସିନୋଲୋନ ହେଉଛି ଏକ ଗ୍ଲୁକୋକର୍ଟିକଏଡ ଯାହା କେତେକ ଚର୍ମ ରୋଗ, ଆଲର୍ଜି ଏବଂ ରିଉମାଟିକ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୨] ଆଜ୍‌ମା ଏବଂ ସିଓପିଡିର ଅବନତିକୁ ରୋକିବା ପାଇଁ ଏହା ମଧ୍ୟ ବ୍ୟବହୃତ ହୁଏ | [୩] ଏହାକୁ ପାଟିରେ, ଆଘ୍ରାଣ ଜରିଆରେ ଓ ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଇପାରେ | [୩]

ସାଧାରଣ‌ତଃ ଦୀର୍ଘକାଳୀନ ବ୍ୟବହାର ଯୋଗୁ ପାର୍ଶ୍ୱ ପ୍ରତିକ୍ରିୟାରେ ଓଷ୍ଟିଓପୋରୋସିସ୍, ମୋତିଆବିନ୍ଦୁ, ଥ୍ରସ ଏବଂ ମାଂସପେଶୀ ଦୁର୍ବଳତା ହୋଇପାରେ ।[୨] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ସାଇକୋସିସ୍, ସଂକ୍ରମଣର ଆଶଙ୍କା, ଆଡ୍ରେନାଲ୍ ଅଭାବ ଏବଂ ବ୍ରୋଙ୍କୋସ୍ପାଜ୍ମ ହୋଇପାରେ |[୨] ଗର୍ଭାବସ୍ଥାରେ ବ୍ୟବହାର ସାଧାରଣତଃ ନିରାପଦ ।[୪] ଏହା ପ୍ରଦାହ ଏବଂ ପ୍ରତିରକ୍ଷା ପ୍ରଣାଳୀର କାର୍ଯ୍ୟକଳାପକୁ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ | [୩]

୧୯୫୬ରେ ଟ୍ରାୟାମସିନୋଲୋନ ପେଟେଣ୍ଟ ହୋଇଥିଲା ଏବଂ ୧୯୫୮ରେ ଚିକିତ୍ସା ବ୍ୟବହାରରେ ଆସିଥିଲା |[୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୬] ଯୁକ୍ତରାଷ୍ଟ୍ରରେ କ୍ରିମ ପାଇଁ ଗ୍ରାମ ପିଛା ହୋଲସେଲ ମୂଲ୍ୟ ପ୍ରାୟ ୦.୦୬ ଆମେରିକୀୟ ଡଲାର ଅଟେ | [୭] ୨୦୧୭ରେ ଏହା ଯୁକ୍ତରାଷ୍ଟ୍ରରେ ୧୦୩ତମ ସାଧାରଣ ପ୍ରେସକ୍ରିପସନ୍ ଔଷଧ ଥିଲା, ଯେଉଁଥିରେ ସାତ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୮] [୯]

ଆଧାର[ସମ୍ପାଦନା]

  1. British national formulary : BNF 76 (76 ed.). Pharmaceutical Press. 2018. p. 1172. ISBN 9780857113382.
  2. ୨.୦ ୨.୧ ୨.୨ "Triamcinolone Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 7 August 2019. Retrieved 3 March 2019.
  3. ୩.୦ ୩.୧ ୩.୨ "Triamcinolone Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 7 August 2019. Retrieved 3 March 2019.
  4. "Triamcinolone Use During Pregnancy". Drugs.com (in ଇଂରାଜୀ). Archived from the original on 24 January 2021. Retrieved 3 March 2019.
  5. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 486. ISBN 978-3-527-60749-5. Archived from the original on 2016-12-22. Retrieved 2019-03-01.
  6. Vallerand, April Hazard (2018). Davis's Drug Guide for Nurses (in ଇଂରାଜୀ). F.A. Davis. p. 365. ISBN 978-0-8036-7000-6. Archived from the original on 2021-08-29. Retrieved 2019-03-09.
  7. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  8. "The Top 300 of 2020". ClinCalc. Archived from the original on 18 March 2020. Retrieved 11 April 2020.
  9. "Triamcinolone - Drug Usage Statistics". ClinCalc. Archived from the original on 12 April 2020. Retrieved 11 April 2020.