Jump to content

ଟୋଲନାଫଟେଟ

ଉଇକିପିଡ଼ିଆ‌ରୁ
ଟୋଲନାଫଟେଟ
Clinical data
Trade namesTinactin, Absorbine, others
Synonyms2-Naphthyl N-methyl-N-(3-tolyl)thionocarbamate[]
AHFS/Drugs.commonograph
MedlinePlusa682617
Legal status
Legal status
  • OTC
Identifiers
  • O-2-Naphthyl methyl(3-methylphenyl)thiocarbamate
ECHA InfoCard100.017.516 Edit this at Wikidata
Chemical and physical data
FormulaC19H17NOS
Molar mass୩୦୭.୪୧ g·mol−1
3D model (JSmol)
Melting point110 to 111.5 °C (230.0 to 232.7 °F)
  • S=C(Oc2ccc1c(cccc1)c2)N(c3cc(ccc3)C)C
  • InChI=1S/C19H17NOS/c1-14-6-5-9-17(12-14)20(2)19(22)21-18-11-10-15-7-3-4-8-16(15)13-18/h3-13H,1-2H3 checkY
  • Key:FUSNMLFNXJSCDI-UHFFFAOYSA-N checkY
  (verify)

ଟୋଲନାଫଟେଟ, ବିଭିନ୍ନ ବ୍ରାଣ୍ଡ ନାମରେ ଏହା ବିକ୍ରି ହେଉଥିବା ଏକ ଔଷଧ, ଯାହା ଜକ୍ ଇଚ୍, ଖେଳୁଆଡ଼ ପାଦ, ରିଙ୍ଗୱର୍ମ ଏବଂ ପିଟିରିଆସିସ ଭର୍ସିକଲର ଭଳି ବିଭିନ୍ନ କବକ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ଚର୍ମରେ ପ୍ରୟୋଗ କରାଯାଏ ।[] ଏହା କ୍ରିମ୍, ପାଉଡର, ସ୍ପ୍ରେ ଏବଂ ସଲ୍ୟୁସନ୍ ଆକାରରେ ମିଳେ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମର ଉତ୍ତେଜନା ଅନ୍ତର୍ଭୁକ୍ତ | [] ଏହା ଏକ ଥିଓକାର୍ବାମେଟ୍ ଧରଣର ଔଷଧ ।[]

ପ୍ରାୟ ୧୯୬୨ ମସିହାରେ ଟୋଲନାଫଟେଟ ବିକଶିତ ହୋଇଥିଲା ।[] ଏହା ଏକ ଜେନେରିକ୍ ଔଷଧ ଏବଂ ଦୋକାନରେ ଉପଲବ୍ଧ ।[] [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୨୮ ଗ୍ରାମ୍ ଟ୍ୟୁବ୍ ଔଷଧର ମୂଲ୍ୟ ପ୍ରାୟ ୬ଡଲାର୍ ।[] ବ୍ରିଟେନରେ ଏହା ବିନା ପ୍ରେସକ୍ରିପସନରେ ଉପଲବ୍ଧ ।[]

  1. "International Non-Proprietary Names for Pharmaceutical Preparations. Recommended International Non-Proprietary names (Rec. I.N.N.): List 6" (PDF). World Health Organization. Archived (PDF) from the original on 10 August 2020. Retrieved 12 November 2016.
  2. 1 2 3 4 5 6 "Tolnaftate Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 6 October 2021.
  3. Greenwood, David (21 February 2008). Antimicrobial Drugs: Chronicle of a Twentieth Century Medical Triumph (in ଇଂରାଜୀ). OUP Oxford. p. 360. ISBN 978-0-19-953484-5. Archived from the original on 9 October 2021. Retrieved 6 October 2021.
  4. 1 2 "Compare Tolnaftate Prices - GoodRx". GoodRx. Retrieved 6 October 2021.
  5. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1294. ISBN 978-0-85711-369-6.{{cite book}}: CS1 maint: date format (link)