Jump to content

ଟେଲମିସାର୍ଟାନ/ଆମ୍ଲୋଡିପାଇନ

ଉଇକିପିଡ଼ିଆ‌ରୁ
ଟେଲମିସାର୍ଟାନ/ଆମ୍ଲୋଡିପାଇନ
Combination of
TelmisartanAngiotensin II receptor antagonist
AmlodipineCalcium channel blocker
Clinical data
Trade namesTwynsta, others
Routes of
administration
By mouth
Legal status
Legal status
  • ℞ (Prescription only)
Identifiers
CAS Number

ଟେଲମିସାର୍ଟାନ/ଆମ୍ଲୋଡିପାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଟ୍ୱିନ୍‌ଷ୍ଟା, ଏକ ଔଷଧ ଯାହା ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [] ଏଥିରେ ଟେଲମିସାର୍ଟାନ ନାମକ ଏକଆଞ୍ଜିଓଟେନସିନ୍ ୨ ରିସେପ୍ଟର ଆଣ୍ଟାଗୋନନିଷ୍ଟ ଓ ଆମ୍ଲୋଡିପାଇନ ନାମକ ଏକ କ୍ୟାଲସିଅମ ଚାନେଲ ବ୍ଲକରର ମିଶ୍ରଣ ଥାଏ | [] ଏହା ପାଟିରେ ଦିଆଯାଏ | []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ଫୁଲିଯିବା ଏବଂ ପିଠି ଯନ୍ତ୍ରଣା ହୋଇପାରେ | [] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ବୃକ୍‌କ ସମସ୍ୟା, ଇଲେକ୍ଟ୍ରୋଲାଇଟ ସମସ୍ୟା ଏବଂ ହୃଦଘାତ ହୋଇପାରେ। [] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [] ଆଞ୍ଜିଓଟେନସିନ୍ ୨ର ପ୍ରଭାବକୁ ଅବରୋଧ କରି ଟେଲମିସାର୍ଟାନ କାମ କରୁଥିବାବେଳେ କୋମଳ ଓ ହୃତ୍‌ପିଣ୍ଡ ମାଂସପେଶୀ ମଧ୍ୟକୁ କ୍ୟାଲସିଅମ ଆୟନ ପ୍ରବେଶକୁ ଆମ୍ଲୋଡିପାଇନ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ | []

୨୦୦୯ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଯୁକ୍ତରାଷ୍ଟ୍ରରେ ଅନୁମୋଦନ କରାଯାଇଥିଲା | [] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଅଛି । [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [] ଯୁକ୍ତରାଷ୍ଟ୍ରରେ ୨୦୧୯ ସୁଦ୍ଧା ଏହାର ମୂଲ୍ୟ ପ୍ରତି ମାସରେ ଅତି କମରେ ୫୭ ଆମେରିକୀୟ ଡଲାର ଅଟେ। []

  1. ୧.୦ ୧.୧ ୧.୨ "DailyMed - TELMISARTAN AND AMLODIPINE tablet". dailymed.nlm.nih.gov. Archived from the original on 28 February 2020. Retrieved 30 October 2019.
  2. ୨.୦ ୨.୧ ୨.୨ ୨.୩ ୨.୪ "DailyMed - TELMISARTAN AND AMLODIPINE tablet". dailymed.nlm.nih.gov. Archived from the original on 28 February 2020. Retrieved 30 October 2019.
  3. "World Health Organization model list of essential medicines: 21st list 2019". 2019. {{cite journal}}: Cite journal requires |journal= (help)
  4. "Telmisartan and Amlodipine (Professional Patient Advice)". Drugs.com (in ଇଂରାଜୀ). Archived from the original on 30 October 2019. Retrieved 30 October 2019.
  5. "Amlodipine/telmisartan Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 30 October 2019. Retrieved 30 October 2019.