ଟାମସୁଲୋସିନ
Clinical data | |
---|---|
Pronunciation | /tæmˈsuːləsən/[୧] |
Trade names | Flomax, others |
AHFS/Drugs.com | monograph |
MedlinePlus | a698012 |
data |
|
Pregnancy category | |
Routes of administration | By mouth |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 100% (by mouth) |
Metabolism | Liver |
Elimination half-life | 9–13 hours |
Excretion | 76% Kidney |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.109.780 |
Chemical and physical data | |
Formula | C20H28N2O5S |
Molar mass | 408.51 |
3D model (JSmol) | |
| |
| |
(verify) |
ଟାମସୁଲୋସିନ (ଇଂରାଜୀ ଭାଷାରେ Tamsulosin, ଏକ ବିକ୍ରୟ ନାମ ଫ୍ଲୋମାକ୍ସ/ Flomax) ଏକ ଔଷଧ ଯାହା ଲକ୍ଷଣଯୁକ୍ତ ବିନାଇନ ପ୍ରୋସ୍ଟାଟିକ ହାଇପରପ୍ଲାସିଆ (benign prostatic hyperplasia/ BPH), କ୍ରନିକ ପ୍ରୋସ୍ଟାଟାଇଟିସ (chronic prostatitis) ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ ଓ ବୃକ୍କ ପଥର (kidney stones) ବାହାରିଯିବାରେ ସାହାଯ୍ୟ କରେ ।[୨][୩][୪] ବଡ଼ ଆକାରର ବୃକ୍କ ପଥର ହୋଇଥିଲେ ଅଧିକ ଉପକାର ମିଳେ ।[୪] ଏହି ଔଷଧକୁ ପାଟିରେ ଦିଆଯାଏ ।[୨]
ଟାମସୁଲୋସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ, ମୁଣ୍ଡ ବିନ୍ଧା, ନିଦ୍ରାଳୁ ଭାବ, ଅଇ, ଝାପସା ଦୃଷ୍ଟି, ଓ ଯୌନ ସମସ୍ୟା ହୋଇପାରେ । [୫][୨] ଠିଆ ହେଲେ ମୁଣ୍ଡ ହାଲୁକା ଲାଗେ (feeling lightheaded with standing) ଓ ଆଞ୍ଜିଓଇଡିମା (angioedema) ମଧ୍ୟ ହୋଇପାରେ ।[୫] ଟାମସୁଲୋସିନ ଏକ ଆଲଫା ବ୍ଲକର (alpha blocker) ଓ ଏହା ପ୍ରୋସ୍ଟେଟର ମାଂସପେଶୀକୁ ଶିଥିଳ କରିଦିଏ ।[୬] ନିର୍ଦ୍ଦିଷ୍ଟ ଭାବରେ ଏହା ଏକ ଆଲଫା-୧ ଆଡ୍ରେନର୍ଜିକ ରିସେପ୍ଟର (α1 adrenergic receptor) ବ୍ଲକର । [୨]
ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୭ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଟାମସୁଲୋସିନ ସ୍ୱୀକୃତ ହୋଇଥିଲା ।[୨] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଟାମସୁଲୋସିନର ଏକ ଡୋଜର ହୋଲସେଲ ମୂଲ୍ୟ ୦.୧୦ ଡଲାରରୁ କମ୍ ।[୭] ସନ ୨୦୧୮ରେ ସଂଯୁକ୍ତ ରାଷ୍ଟ୍ରରେ ଆଇଏନଏଚ (NHS) ଏହାର ମୂଲ୍ୟ ବାବଦକୁ ୦.୦୪ ପାଉଣ୍ଡ ଖର୍ଚ୍ଚ କରେ । [୫] ସନ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ୨୨ ନିୟୁତ ପ୍ରେସକ୍ରିପସନ ହୋଇ ୩୨ତମ ସର୍ବାଧିକ ପ୍ରେସକ୍ରିପସନ ମାନ୍ୟତା ପାଇଥିଲା । [୮]
ଆଧାର
[ସମ୍ପାଦନା]- ↑ "Tamsulosin". Merriam-Webster Dictionary.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Tamsulosin Hydrochloride Monograph for Professionals". Drugs.com (in ଇଂରାଜୀ). AHFS. Retrieved 24 December 2018.
- ↑ "Prostatitis". NHS (in ଇଂରାଜୀ). 19 October 2017. Retrieved 24 December 2018.
- ↑ ୪.୦ ୪.୧ Wang, RC; Smith-Bindman, R; Whitaker, E; Neilson, J; Allen, IE; Stoller, ML; Fahimi, J (7 September 2016). "Effect of Tamsulosin on Stone Passage for Ureteral Stones: A Systematic Review and Meta-analysis". Annals of Emergency Medicine. 69 (3): 353–361.e3. doi:10.1016/j.annemergmed.2016.06.044. PMID 27616037.
- ↑ ୫.୦ ୫.୧ ୫.୨ ୫.୩ British national formulary : BNF 76 (76 ed.). Pharmaceutical Press. 2018. p. 767. ISBN 9780857113382.
- ↑ Hutchison, Lisa C.; Sleeper, Rebecca B. (2010). Fundamentals of Geriatric Pharmacotherapy: An Evidence-Based Approach (in ଇଂରାଜୀ). ASHP. p. 209. ISBN 9781585283057.
- ↑ "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
- ↑ "The Top 300 of 2019". clincalc.com. Retrieved 22 December 2018.
ବାହ୍ୟ ଲିଙ୍କ
[ସମ୍ପାଦନା]- Flomax (drugs.com) – U.S. product information
- Product label U.S. Food and Drug Administration (FDA)
- Tamsulosin – information from USP DI Advice for the Patient