Jump to content

ଜଗତିଆଳ

ଉଇକିପିଡ଼ିଆ‌ରୁ
Jagtial
జగిత్యాల
Nickname: 
Mango city of Telangana
CountryIndia
StateTelangana
DistrictKarimnagar
RegionDeccan
Named forNamed after King Jagaddevudu of Polasa
Government
  BodyMunicipality
  M.L.AT. Jeevan Reddy
  M.PK. Kavitha
Area
  ସମୁଦାୟ45 km2 (17 sq mi)
  Rank3rd (in district)
Elevation
264 m (866 ft)
Population
 (2011)[]
  Total୯୬,୪୭୦
  Rank3rd (in district) 12th (in telangana state)
  Density2,100/km2 (5,600/sq mi)
Languages
  OfficialTelugu
Time zoneUTC+5:30 (IST)
PIN
505327
Telephone code08724
ଯାନବାହାନ ପଞ୍ଚୀକରଣTS 02
Websitewww.jagtial.com
A Tower Circle.
Tower circle in jagtial.


ଜଗତିଆଳ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର କରିମ୍‌‌ନଗର ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ଜଗତିଆଳ ୧୮.୭୯୪୭ ଉତ୍ତର ଅକ୍ଷାଂଶ ଓ ୭୮.୯୧୬୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୮୯ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଜଗତିଆଳ ସହରର ମୋଟ ଜନସଂଖ୍ୟା ୮୯୪୩୮ ଅଟେ ।[] ସେଥି ମଧ୍ୟରୁ ୪୮.୩୦% ଜଣ ପରୁଷ ହୋଇଥିବା ବେଳେ ୫୧.୭୦% ଜଣ ନାରୀ ଅଟନ୍ତି । ଜଗତିଆଳର ସାକ୍ଷରତା ହାର ୬୨.୭୦% ଅଟେ । ଏହା ଜାତୀୟ ହାରଠାରୁ ୨.୧୪% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୧୧% ପ୍ରତିଶତ ପୁରୁଷ ଓ ୨୬.୫୮% ନାରୀ ଅଟନ୍ତି । ୧୨.୦୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ତେଲୁଗୁ ଜଗତିଆଳର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ

[ସମ୍ପାଦନା]
  1. "Census 2011". The Registrar General & Census Commissioner, India. Retrieved 25 July 2014. {{cite web}}: line feed character in |publisher= at position 5 (help)
  2. "Directory of Cities, Towns, and Regions in India". Retrieved 27 September 2015.
  3. 1 2 "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]