ଜଗତିଆଳ
ଦେଖଣା
Jagtial
జగిత్యాల | |
---|---|
Nickname: Mango city of Telangana | |
Country | India |
State | Telangana |
District | Karimnagar |
Region | Deccan |
Named for | Named after King Jagaddevudu of Polasa |
Government | |
• Body | Municipality |
• M.L.A | T. Jeevan Reddy |
• M.P | K. Kavitha |
Area | |
• ସମୁଦାୟ | 45 km2 (17 sq mi) |
• Rank | 3rd (in district) |
Elevation | 264 m (866 ft) |
Population (2011)[୧] | |
• Total | ୯୬,୪୭୦ |
• Rank | 3rd (in district) 12th (in telangana state) |
• Density | 2,100/km2 (5,600/sq mi) |
Languages | |
• Official | Telugu |
Time zone | UTC+5:30 (IST) |
PIN | 505327 |
Telephone code | 08724 |
ଯାନବାହାନ ପଞ୍ଚୀକରଣ | TS 02 |
Website | www.jagtial.com |
ଜଗତିଆଳ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର କରିମ୍ନଗର ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଜଗତିଆଳ ୧୮.୭୯୪୭ ଉତ୍ତର ଅକ୍ଷାଂଶ ଓ ୭୮.୯୧୬୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୮୯ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଜଗତିଆଳ ସହରର ମୋଟ ଜନସଂଖ୍ୟା ୮୯୪୩୮ ଅଟେ ।[୩] ସେଥି ମଧ୍ୟରୁ ୪୮.୩୦% ଜଣ ପରୁଷ ହୋଇଥିବା ବେଳେ ୫୧.୭୦% ଜଣ ନାରୀ ଅଟନ୍ତି । ଜଗତିଆଳର ସାକ୍ଷରତା ହାର ୬୨.୭୦% ଅଟେ । ଏହା ଜାତୀୟ ହାରଠାରୁ ୨.୧୪% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୧୧% ପ୍ରତିଶତ ପୁରୁଷ ଓ ୨୬.୫୮% ନାରୀ ଅଟନ୍ତି । ୧୨.୦୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ତେଲୁଗୁ ଜଗତିଆଳର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census 2011". The
Registrar General & Census Commissioner, India. Retrieved 25 July 2014.
{{cite web}}
: line feed character in|publisher=
at position 5 (help) - ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.