ଛତିଶଗଡ଼ୀ ଭାଷା

ଉଇକିପିଡ଼ିଆ‌ରୁ
ଛତିଶଗଡ଼ୀ
छत्तीसगढ़ी
କେଉଁ ଅଞ୍ଚଳଭାରତ
ସ୍ଥାନଛତିଶଗଡ଼, ମଧ୍ୟ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ
Native ଭାଷାଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧]
(ସରଗୁଜିଆ ଅନ୍ତର୍ଭୁକ୍ତ)</ref>
ଜନଗଣନା ଅନୁସାରେ କିଛି ଭାଷାଭାଷୀ ହିନ୍ଦୀଭାଷୀ ଭାବେ ଗଣାଯାଇଛନ୍ତି।[୨]
ଭାଷା କୋଡ଼
ISO 639-3Either:

hne – ଛତିଶଗଡ଼ୀ

sgj – ସରଗୁଜିଆ
ଗ୍ଲୋଟୋଲୋଗchha1249[୩]
Linguasphere59-AAF-ta

ଛତିଶଗଡ଼ୀ ବା ଲରିଆ (ଇଂରାଜୀ: Chhattisgarhi; ଦେବନାଗରୀ: छत्तीसगढ़ी) ଭାରତୀୟ ରାଜ୍ୟ ଛତିଶଗଡ଼ର ରାଜଭାଷା । ଏହା ୧୭.୫ ମିଲିଅନ ଲୋକଙ୍କଦ୍ୱାରା କଥିତ । [୧] ଏହା ଏକ ପୂର୍ବ ହିନ୍ଦୀ ଭାଷାମୁଣ୍ଡା ଏବଂ ଦ୍ରାବିଡ଼ ଭାଷାସମୂହ ସହ ଅନେକାଂଶରେ ଭାଷାଭିତ୍ତିକ ସମାନ ।[୪] ଛତିଶଗଡ଼ୀ ଆଖପାଖ ପାହାଡ଼ିଆ ଅଞ୍ଚଳରେ "ଖଲତାହି" ଓ ଛତିଶଗଡ଼କୁ ଲାଗିଥିବା ଓଡ଼ିଶାର ଲୋକଙ୍କ ଭିତରେ "ଲରିଆ" ନାମରେ ଜଣା । [୫] [୬] ଏହି ଭାଷାଭାଷୀ ଲୋକେ ଛତିଶଗଡ଼, ମଧ୍ୟ ପ୍ରଦେଶଝାଡ଼ଖଣ୍ଡ ଆଦି ରାଜ୍ୟରେ ବସବାସ କରନ୍ତି । ଛତିଶଗଡ଼ୀ ଭାଷାକୁ ଭାଷାଗତ ଓ ଚଳଣିଗତ ପରିଚୟ ତଥା ଅଧିକ ଶାସନ ସୁବିଧା ଦେବା ନିମନ୍ତେ ୧୯୨୦ରେ ଚଳଣିଗତ ଓ ରାଜନୀତିକ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହାର ପ୍ରଭାବରେ ୨୦୦୦ ମସିହାରେ ମଧ୍ୟ ପ୍ରଦେଶର ୧୬ଟି ଜିଲ୍ଲାକୁ ନେଇ ଛତିଶଗଡ଼ ରାଜ୍ୟ ଗଠିତ ହେଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Chhattisgarhi at Ethnologue (16th ed., 2009)
  2. [୧]
  3. Hammarström, Harald; Forkel, Robert; Haspelmath, Martin, eds. (2017). "ଛତିଶଗଡ଼ୀ". Glottolog 3.0. Jena, Germany: Max Planck Institute for the Science of Human History. {{cite book}}: Unknown parameter |chapterurl= ignored (|chapter-url= suggested) (help)
  4. Pathak, Dewangan, Rijuka, Somesh. "Natural Language Chhattis garhi: A Literature Survey" (PDF). International Journal of Engineering Trends and Technology (IJETT) – Volume 1 2 N umber 2 - Jun 2014. Retrieved 21 March 2015.
  5. Subodh Kapoor (2002). The Indian Encyclopaedia: La Behmen-Maheya. Cosmo Publications. pp. 4220–. ISBN 978-81-7755-271-3.
  6. Subodh Kapoor (2002). The Indian Encyclopaedia: India (Central Provinces)-Indology. Cosmo Publications. pp. 3432–. ISBN 978-81-7755-268-3.