ଛତରପୁର ରାଜ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search

ଛତରପୁର
छतरपुर
ସହର
ଛତରପୁର is located in Madhya Pradesh
ଛତରପୁର
ଛତରପୁର
ଛତରପୁର is located in India
ଛତରପୁର
ଛତରପୁର
ଅବସ୍ଥିତି: 24°38′N 79°30′E / 24.63°N 79.5°E / 24.63; 79.5Coordinates: 24°38′N 79°30′E / 24.63°N 79.5°E / 24.63; 79.5
CountryIndia
StateMadhya Pradesh
DistrictChhatarpur
ନାମରେ ନାମିତChhatrasal
କ୍ଷେତ୍ରଫଳ
 • ମୋଟ km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଉଚ୍ଚତା305 m (1,001 ft)
ଜନସଂଖ୍ୟା (2011)
 • ମୋଟ୧୪୭
 • ଘନତା2,554/km2 (Bad rounding here6,600/sq mi)
Languages
 • OfficialHindi[Bundeli]
IST (UTC+5:30)
ପିନ କୋଡ଼471001
Telephone code07682
ଗାଡ଼ି ପଞ୍ଜିକରଣMP-16
Sex ratio920 /
ୱେବସାଇଟchhatarpur.nic.in

ଛତରପୁର , ଏକ ପୂର୍ବତନ ବ୍ରିଟିଶ ଅଧୀନ ଭାରତୀୟ ଏକ ରାଜ୍ୟ ଥିଲା । ଏହା ସ୍ୱାଧୀନତା ପରେ ମଧ୍ୟପ୍ରଦେଶର ଏକ ଜିଲ୍ଲା ଓ ଛତରପୁର ସହର ଏହାର ସଦର ମହକୁମା ତଥା ଏକ ମୁନିସିପାଲିଟି ଅଞ୍ଚଳ.। 

History[ସମ୍ପାଦନା]

ପ୍ରାଚୀନ ଛତରପୁର ରାଜ୍ୟର ପତାକା 

1785 ମସିହାରେ ସ୍ଥାପିତ ହେଇଥିବା ଛତରପୁର , ବୁନ୍ଦେଲାର ରାଜପୁତ ମୁଖ୍ୟ ଛତ୍ରସାଲଙ୍କ ନାମାନୁସାରେ ନମିତା ହେଇଥିଲା । ଏହି ରାଜ୍ୟ ଛତ୍ରସାଲଙ୍କ ବଂଶଜ ମାନଙ୍କଦ୍ୱାରା ଶାସିତ ହେଲା ପରେ ପୋଂବର ବଂଶ ଏହାର ଅଧିକାର କଲେ । କଂୱାର ସୋନ ସିଂହ ପୋଂବର  ଏହାକୁ ବୃତିଉଶ ମାନେ ପ୍ରଦାନ କରିଥିଲେ । ଏହି ରାଜ୍ୟ ଉତ୍ତରାଧିକାରୀ ନ ଥିବାରୁ ବ୍ରିଟିଶ ମାନଙ୍କ ଅଧୀନକୁ ସମ୍ପୂର୍ଣ ଭାବେ ଯିବା କଥା ହେଇଥିଲେ ମଧ୍ୟ ବ୍ୟତିକ୍ରମ କରି ଏହାକୁ ବ୍ରିଟିଶ ମାନେ ଜଗତ ରାଜଙ୍କୁ ଦିଆ ଯାଇଥିଲା । ଏହି ରାଜ୍ୟର ଆୟତନ 1,118 ବର୍ଗ କିଲୋମିଟର ହେଇଥିଲା ବେଳେ 1901ରେ ଏହାର ଜଣ ସଂଖ୍ୟା 156,139 ଥିଲା । 

1901 ମସିହାରେ ଛତରପୁର ସହରର ଲୋକ ସଂଖ୍ୟା 10,029 ଥିଲା । ଏହା ପୂର୍ବରୁ ବ୍ରିଟିଶ ସେନା ମାନଙ୍କ ଅବାସ ସ୍ଥଳୀ ମଧ୍ୟ ଥିଲା । [୧]

ରାଜା [ସମ୍ପାଦନା]

  • 1785 -1816 Kunwar Sone Shah(d. 1816)
  • 1816 -1854 Partab Singh(d. 1854)
  • 1854 -1867 Jaghat Singh(b. 1846 - d. 1867)
  • 1867 -1895 Vishvanath Singh(b. 1866 - d. 1932)

ମହାରାଜା [ସମ୍ପାଦନା]

  • (4 May 1649 – 20 December 1731) Maharaja Chhatrasal
  • 1895-1932 Vishvanath Singh(b. 1866 - d. 1932)
  • 1932-1947 Bhawani Singh(b. 1921 - d. 2006)

ଛତରପୁର ଦେଶ ସ୍ୱାଧିନ ହେବାର ପରେ ବିନ୍ଦ୍ୟ ପ୍ରଦେଶ ସହ ମିଶି ପରେ 1956 ମସିହାରେ ମଧ୍ୟ ପ୍ରଦେଶ ସହ ଭାରତୀୟ ରାଜ୍ୟ ସମୂହରେ ସମ୍ମିଳିତ ହେଇଥିଲା । 

ଭୌଗୋଳିକ ସ୍ଥିତି [ସମ୍ପାଦନା]

ଛତରପୁରର ଭୋଗୋଳିକ ସ୍ଥିତି 24°54′N 79°36′E / 24.9°N 79.6°E / 24.9; 79.6. ଏହାର ପତ୍ତନ 1000 ଫୁଟ । ଏହା ମଧ୍ୟ ପ୍ରଦେଶର ଉତ୍ତର ପୂର୍ବ ଦିଗରେ ଅବସ୍ଥିତ । ଏହାକୁ ଲାଗି ଝାଁସୀ , ବାନ୍ଦା ଓ ଗ୍ୱାଲିଆର ଜିଲ୍ଲା ରହିଛି । 

ଜନ ଆବାଦୀ[ସମ୍ପାଦନା]

2011 ଜନଗଣନା ଅନୁସାରେ ଛତରପୁରର ଜଣ ସଂଖ୍ୟା 147,669 ଥିଲା ଯାହା ମଧ୍ୟରୁ 53 % ପୁରୁଷ ଓ 47% ମହିଳା ଥିଲେ । 6 ବର୍ଷରୁ କମ ଆବାଦୀ 15 % ଥିଲା । ସାକ୍ଷ୍ୟରତା ହାର 69% , ଯାହା ଜାତୀୟ ହାର 59.5% ଠାରୁ ଅଧିକ ଥିଲା । 

ଆର୍ଥିକ ସ୍ଥିତି [ସମ୍ପାଦନା]

Tଏଠାରେ କୌଣସି ବୃହତ ଶିଳ୍ପ ନାହିଁ ।କୃଷି ଉପରେ ମୁଖ୍ଯତଃ ନିର୍ଭରଶୀଳ ଏହି ଅଞ୍ଚଳ ଗ୍ରାନାଇଟ ଖଣିଜ ଦ୍ରବ୍ୟ  ମିଳିଥାଏ ।  ମରୁଡି ପ୍ରବଣ ଏହି ଅଞ୍ଚଳ ଆର୍ଥିକ ଦ୍ରୁଷ୍ଟିରୁ ଦୁର୍ବଳ ରହେ । 

ପର୍ଯ୍ୟଟନ [ସମ୍ପାଦନା]

  • ଖାଜୁରାହୋ 
  • ଧୁବଳା ମିଉଜିଆମ 
  • ଜଟାଶଙ୍କର ଧର୍ମସ୍ଥଳୀ 
  • ଭୀମକୁଣ୍ଡ , ପ୍ରକୃତିକ ଜଳ କୁଣ୍ଡ ଓ ଧମସ୍ଥଳୀ 
  • ଖାଜୁରାହୋ ନିକଟସ୍ଥ ରେନାହ ଜଳପ୍ରପାତ 
  • ହନୁମାନ ଟଉରିଆ 
  • ବାମର ଅବିଆଣୀ , ପ୍ରାଚୀନ ମାଁ ଦୂର୍ଗା ମନ୍ଦିର 
  • ପାନ୍ନା ଜାତୀୟ ପାର୍କ 
  • ପାଣ୍ଡବ ପ୍ରପାତ 
  • ଲବକୁଶନଗର ହନୁମାନ ମନ୍ଦିର 

ଆଧାର ସମୂହ [ସମ୍ପାଦନା]

  1.  Chisholm, Hugh, ed. (1911). "Chhatarpur". Encyclopædia Britannica. 6 (Eleventh ed.). Cambridge University Press. p. 116.

ଜୀବନୀ [ସମ୍ପାଦନା]

ବାହ୍ୟ ସଂଯୋଗ [ସମ୍ପାଦନା]