ଛତରପୁର ରାଜ୍ୟ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଛତରପୁର
छतरपुर
ସହର
CountryIndia
StateMadhya Pradesh
DistrictChhatarpur
Named forChhatrasal
Area
 • ସମୁଦାୟ50 km2 (20 sq mi)
Elevation
305 m (1,001 ft)
Population
 (2011)
 • Total୧୪୭ ୬୬୯
 • Density2,554/km2 (6,610/sq mi)
Languages
 • OfficialHindi[Bundeli]
Time zoneUTC+5:30 (IST)
PIN
471001
Telephone code07682
ଯାନବାହାନ ପଞ୍ଚୀକରଣMP-16
Sex ratio920 /
Websitechhatarpur.nic.in

ଛତରପୁର, ଏକ ପୂର୍ବତନ ବ୍ରିଟିଶ ଅଧୀନ ଭାରତୀୟ ଏକ ରାଜ୍ୟ ଥିଲା । ଏହା ସ୍ୱାଧୀନତା ପରେ ମଧ୍ୟପ୍ରଦେଶର ଏକ ଜିଲ୍ଲା ଓ ଛତରପୁର ସହର ଏହାର ସଦର ମହକୁମା ତଥା ଏକ ମୁନିସିପାଲିଟି ଅଞ୍ଚଳ.। 

History[ସମ୍ପାଦନା]

ପ୍ରାଚୀନ ଛତରପୁର ରାଜ୍ୟର ପତାକା 

1785 ମସିହାରେ ସ୍ଥାପିତ ହେଇଥିବା ଛତରପୁର , ବୁନ୍ଦେଲାର ରାଜପୁତ ମୁଖ୍ୟ ଛତ୍ରସାଲଙ୍କ ନାମାନୁସାରେ ନମିତା ହେଇଥିଲା । ଏହି ରାଜ୍ୟ ଛତ୍ରସାଲଙ୍କ ବଂଶଜମାନଙ୍କଦ୍ୱାରା ଶାସିତ ହେଲା ପରେ ପୋଂବର ବଂଶ ଏହାର ଅଧିକାର କଲେ । କଂୱାର ସୋନ ସିଂହ ପୋଂବର  ଏହାକୁ ବୃତିଉଶମାନେ ପ୍ରଦାନ କରିଥିଲେ । ଏହି ରାଜ୍ୟ ଉତ୍ତରାଧିକାରୀ ନ ଥିବାରୁ ବ୍ରିଟିଶ ମାନଙ୍କ ଅଧୀନକୁ ସମ୍ପୂର୍ଣ୍ଣ ଭାବେ ଯିବା କଥା ହେଇଥିଲେ ମଧ୍ୟ ବ୍ୟତିକ୍ରମ କରି ଏହାକୁ ବ୍ରିଟିଶମାନେ ଜଗତ ରାଜଙ୍କୁ ଦିଆ ଯାଇଥିଲା । ଏହି ରାଜ୍ୟର ଆୟତନ 1,118 ବର୍ଗ କିଲୋମିଟର ହେଇଥିଲା ବେଳେ 1901ରେ ଏହାର ଜଣ ସଂଖ୍ୟା 156,139 ଥିଲା । 

1901 ମସିହାରେ ଛତରପୁର ସହରର ଲୋକ ସଂଖ୍ୟା 10,029 ଥିଲା । ଏହା ପୂର୍ବରୁ ବ୍ରିଟିଶ ସେନା ମାନଙ୍କ ଅବାସ ସ୍ଥଳୀ ମଧ୍ୟ ଥିଲା । [୧]

ରାଜା [ସମ୍ପାଦନା]

  • 1785 -1816 Kunwar Sone Shah(d. 1816)
  • 1816 -1854 Partab Singh(d. 1854)
  • 1854 -1867 Jaghat Singh(b. 1846 - d. 1867)
  • 1867 -1895 Vishvanath Singh(b. 1866 - d. 1932)

ମହାରାଜା [ସମ୍ପାଦନା]

  • (4 May 1649 – 20 December 1731) Maharaja Chhatrasal
  • 1895-1932 Vishvanath Singh(b. 1866 - d. 1932)
  • 1932-1947 Bhawani Singh(b. 1921 - d. 2006)

ଛତରପୁର ଦେଶ ସ୍ୱାଧୀନ ହେବାର ପରେ ବିନ୍ଦ୍ୟ ପ୍ରଦେଶ ସହ ମିଶି ପରେ 1956 ମସିହାରେ ମଧ୍ୟ ପ୍ରଦେଶ ସହ ଭାରତୀୟ ରାଜ୍ୟ ସମୂହରେ ସମ୍ମିଳିତ ହେଇଥିଲା । 

ଭୌଗୋଳିକ ସ୍ଥିତି [ସମ୍ପାଦନା]

ଛତରପୁରର ଭୋଗୋଳିକ ସ୍ଥିତି 24°54′N 79°36′E / 24.9°N 79.6°E / 24.9; 79.6. ଏହାର ପତ୍ତନ 1000 ଫୁଟ । ଏହା ମଧ୍ୟ ପ୍ରଦେଶର ଉତ୍ତର ପୂର୍ବ ଦିଗରେ ଅବସ୍ଥିତ । ଏହାକୁ ଲାଗି ଝାଁସୀ , ବାନ୍ଦା ଓ ଗ୍ୱାଲିଆର ଜିଲ୍ଲା ରହିଛି । 

ଛତ୍ରପୁର, ମଧ୍ୟପ୍ରଦେଶ ରେଳ ଷ୍ଟେସନ ପ୍ଲାଟଫର୍ମ

ଜନସଂଖ୍ୟା[ସମ୍ପାଦନା]

2011 ଜନଗଣନା ଅନୁସାରେ ଛତରପୁରର ଜଣ ସଂଖ୍ୟା 147,669 ଥିଲା ଯାହା ମଧ୍ୟରୁ 53 % ପୁରୁଷ ଓ 47% ମହିଳା ଥିଲେ । 6 ବର୍ଷରୁ କମ ସଂଖ୍ୟା 15 % ଥିଲା । ସାକ୍ଷ୍ୟରତା ହାର 69% , ଯାହା ଜାତୀୟ ହାର 59.5%ଠାରୁ ଅଧିକ ଥିଲା । 

ଆର୍ଥିକ ସ୍ଥିତି [ସମ୍ପାଦନା]

Tଏଠାରେ କୌଣସି ବୃହତ ଶିଳ୍ପ ନାହିଁ ।କୃଷି ଉପରେ ମୁଖ୍ଯତଃ ନିର୍ଭରଶୀଳ ଏହି ଅଞ୍ଚଳ ଗ୍ରାନାଇଟ ଖଣିଜ ଦ୍ରବ୍ୟ  ମିଳିଥାଏ ।  ମରୁଡି ପ୍ରବଣ ଏହି ଅଞ୍ଚଳ ଆର୍ଥିକ ଦ୍ରୁଷ୍ଟିରୁ ଦୁର୍ବଳ ରହେ । 

ପର୍ଯ୍ୟଟନ [ସମ୍ପାଦନା]

  • ଖାଜୁରାହୋ 
  • ଧୁବଳା ସଂଗ୍ରହାଳୟ 
  • ଜଟାଶଙ୍କର ଧର୍ମସ୍ଥଳୀ 
  • ଭୀମକୁଣ୍ଡ , ପ୍ରକୃତିକ ଜଳ କୁଣ୍ଡ ଓ ଧମସ୍ଥଳୀ 
  • ଖାଜୁରାହୋ ନିକଟସ୍ଥ ରେନାହ ଜଳପ୍ରପାତ 
  • ହନୁମାନ ଟଉରିଆ 
  • ବାମର ଅବିଆଣୀ , ପ୍ରାଚୀନ ମାଁ ଦୂର୍ଗା ମନ୍ଦିର 
  • ପାନ୍ନା ଜାତୀୟ ପାର୍କ 
  • ପାଣ୍ଡବ ପ୍ରପାତ 
  • ଲବକୁଶନଗର ହନୁମାନ ମନ୍ଦିର 

ଆଧାର [ସମ୍ପାଦନା]

  1. Chisholm, Hugh, ed. (1911). "Chhatarpur" . Encyclopædia Britannica Eleventh Edition. Vol. 6 (11th ed.). Cambridge University Press. p. 116.

ଜୀବନୀ [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]