ଚାତ୍ରା

ଉଇକିପିଡ଼ିଆ ରୁ
Jump to navigation Jump to search
Chatra
Chatra is located in Jharkhand
Chatra
Chatra
ଅବସ୍ଥିତି - ଝାଡ଼ଖଣ୍ଡ, ଭାରତ
ଅବସ୍ଥିତି: 24°12′14″N 84°52′13″E / 24.2038°N 84.8703°E / 24.2038; 84.8703Coordinates: 24°12′14″N 84°52′13″E / 24.2038°N 84.8703°E / 24.2038; 84.8703
ଦେଶ India
ରାଜ୍ୟଝାଡ଼ଖଣ୍ଡ
ଜିଲ୍ଲାଚତ୍ର
ଉଚ୍ଚତା1,669[୧] m (Bad rounding hereFormatting error: invalid input when rounding ft)
ଜନସଂଖ୍ୟା (2001)[୧]
 • ମୋଟ୪୧,୯୯୦
ଭାଷା
 • ସରକାରୀଓଡ଼ିଆ, ହିନ୍ଦୀ
IST (UTC+5:30)

ଚାତ୍ରା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଝାଡ଼ଖଣ୍ଡର ଚତ୍ର ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଚାତ୍ରା ୨୪.୨୦୩୮ ଉତ୍ତର ଅକ୍ଷାଂଶ ଓ ୮୪.୮୭୦୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଚାତ୍ରା ସହରର ମୋଟ ଜନସଂଖ୍ୟା ୪୧୯୯୦ ଅଟେ ।[୨] ସେଥି ମଧ୍ୟରୁ ୫୩.୧୮% ଜଣ ପରୁଷ ହୋଇଥିବା ବେଳେ ୪୬.୮୨% ଜଣ ନାରୀ ଅଟନ୍ତି । ଚାତ୍ରାର ସାକ୍ଷରତା ହାର ୬୫.୨୮% ଅଟେ । ଏହା ଜାତୀୟ ହାର ଠାରୁ ୦.୪୪% ପ୍ରତିଶତ କମ ଅଟେ । ସେଥିରୁ ୩୭.୯୯% ପ୍ରତିଶତ ପୁରୁଷ ଓ ୨୭.୨୯% ନାରୀ ଅଟନ୍ତି । ୧୬.୮୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ଓଡ଼ିଆ, ହିନ୍ଦୀ ଚାତ୍ରାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]