ଗୋଲପଡ଼ା
Goalpara | |
---|---|
city | |
ଦେଶ | ![]() |
ରାଜ୍ୟ | Assam |
ଜିଲ୍ଲା | Goalpara |
ସରକାର | |
• ପରିଚାଳନା | Goalpara Municipality Board |
Elevation | 35 m (115 ft) |
ଜନସଂଖ୍ୟା (2001) | |
• ମୋଟ | ୪୮,୯୧୧ |
ଭାଷା | |
• ସରକାରୀ | Assamese |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | |
ୱେବସାଇଟ | goalpara |
ଗୋଲପଡ଼ା ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଆସାମର ଗୋଅଲ୍ପର ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ଗୋଲପଡ଼ା ୨୬.୧୭୬୭ ଉତ୍ତର ଅକ୍ଷାଂଶ ଓ ୯୦.୬୨୬୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୧ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଗୋଲପଡ଼ା ସହରର ମୋଟ ଜନସଂଖ୍ୟା ୪୮୯୧୧ ଅଟେ ।[୨] ସେଥି ମଧ୍ୟରୁ ୫୧.୬୦% ଜଣ ପରୁଷ ହୋଇଥିବା ବେଳେ ୪୮.୪୦% ଜଣ ନାରୀ ଅଟନ୍ତି । ଗୋଲପଡ଼ାର ସାକ୍ଷରତା ହାର ୬୮.୫୦% ଅଟେ । ଏହା ଜାତୀୟ ହାରଠାରୁ ୩.୬୬% ପ୍ରତିଶତ କମ ଅଟେ । ସେଥିରୁ ୩୭.୪୭% ପ୍ରତିଶତ ପୁରୁଷ ଓ ୩୧.୦୩% ନାରୀ ଅଟନ୍ତି । ୧୨.୨୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା[ସମ୍ପାଦନା]
ଅହମିଆ ଗୋଲପଡ଼ାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.