ଗୋଧ୍ରା
ଦେଖଣା
Godhra | |
|---|---|
City | |
| Nickname: Land of Cows | |
| Country | |
| State | Gujarat |
| District | Panchmahal |
| Named for | Cows |
| Elevation | 73 m (240 ft) |
| Population (2011) | |
| • Total | ୧,୬୧,୯୨୫ |
| Languages | |
| • Spoken | Gujarati, Hindi |
| • Official | Gujarati, Hindi and English |
| Time zone | UTC+5:30 (IST) |
| PIN | 389001 |
| Telephone code | 02672 |
| ଯାନବାହାନ ପଞ୍ଚୀକରଣ | GJ-17 |
| Sex ratio | 935/1000 ♀/♂ |
| Literacy rate | 87.51 % |
| Website | godhracity |
ଗୋଧ୍ରା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଗୁଜରାଟର ପଞ୍ଚ୍ ମହଲ୍ସ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଗୋଧ୍ରା ୨୨.୭୭୫୫ ଉତ୍ତର ଅକ୍ଷାଂଶ ଓ ୭୩.୬୧୪୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଗୋଧ୍ରା ସହରର ମୋଟ ଜନସଂଖ୍ୟା ୧୨୧୮୫୨ ଅଟେ ।[୨] ସେଥି ମଧ୍ୟରୁ ୫୧.୮୨% ଜଣ ପରୁଷ ହୋଇଥିବା ବେଳେ ୪୮.୧୮% ଜଣ ନାରୀ ଅଟନ୍ତି । ଗୋଧ୍ରାର ସାକ୍ଷରତା ହାର ୭୨.୫୭% ଅଟେ । ଏହା ଜାତୀୟ ହାରଠାରୁ -୭.୭୩% ପ୍ରତିଶତ କମ ଅଟେ । ସେଥିରୁ ୪୦.୬୬% ପ୍ରତିଶତ ପୁରୁଷ ଓ ୩୧.୯୦% ନାରୀ ଅଟନ୍ତି । ୧୩.୯୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ଗୁଜରାଟୀ ଗୋଧ୍ରାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.