ଗାଟିଫ୍ଲୋକ୍ସାସିନ

ଉଇକିପିଡ଼ିଆ‌ରୁ
ଗାଟିଫ୍ଲୋକ୍ସାସିନ
Clinical data
Trade namesGatiflo, Tequin, Zymar, others
AHFS/Drugs.commonograph
MedlinePlusa605012
Routes of
administration
Eye drops, by mouth (discontinued), IV (discontinued)[୧]
Legal status
Legal status
  • ℞ (Prescription only)
Pharmacokinetic data
Protein binding20%
Elimination half-life7 to 14 hours
Identifiers
  • 1-Cyclopropyl-6-fluoro-8-methoxy-7-(3-methylpiperazin-1-yl)-4-oxo-quinoline-3-carboxylic acid
ECHA InfoCard100.190.526 Edit this at Wikidata
Chemical and physical data
FormulaC19H22FN3O4
Molar mass୩୭୫.୪0 g·mol−1
3D model (JSmol)
  • Fc1c(c(OC)c2c(c1)C(=O)C(\C(=O)O)=C/N2C3CC3)N4CC(NCC4)C
  • InChI=1S/C19H22FN3O4/c1-10-8-22(6-5-21-10)16-14(20)7-12-15(18(16)27-2)23(11-3-4-11)9-13(17(12)24)19(25)26/h7,9-11,21H,3-6,8H2,1-2H3,(H,25,26) checkY
  • Key:XUBOMFCQGDBHNK-UHFFFAOYSA-N checkY
  (verify)

ଗାଟିଫ୍ଲୋକ୍ସାସିନ (ଇଂରାଜୀ ଭାଷାରେ Gatifloxacin), ଅନ୍ୟମାନଙ୍କ ମଧ୍ୟରେ ଟେକିନ ଏକ ବିକ୍ରୟ ନାମ, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ଜୀବାଣୁ ଜନିତ ନେତ୍ରାବରଣ ପ୍ରଦାହ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖି ଯନ୍ତ୍ରଣା, ଅସ୍ୱାଭାବିକ ସ୍ୱାଦ ଏବଂ ଆଖିର ଲାଲ ରଙ୍ଗ ଅଧିକ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ [୨] ଏହା ଫ୍ଲୋରୋକ୍ୱିନୋଲୋନ ପରିବାରର ସଦସ୍ୟ ଏବଂ ଜୀବାଣୁ ଜନିତ ଏନଜାଇମ ଡିଏନଏ ଗାଇରେଜ (DNA gyrase) ଏବଂ ଟୋପୋଆଇସୋମରେଜ ଚତୁର୍ଥକୁ ପ୍ରତିରୋଧ କରି କାର୍ଯ୍ୟକ୍ଷମ ହୁଏ ।[୨]

ଗାଟିଫ୍ଲୋକ୍ସାସିନ ୧୯୮୬ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୯୯ରେ ଚିକିତ୍ସା କ୍ଷେତ୍ଋରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩] ଉଚ୍ଚ କିମ୍ବା ନିମ୍ନ ରକ୍ତରେ ଶର୍କରାର ପାର୍ଶ୍ୱ ପ୍ରତିକ୍ରିୟା ହେତୁ ୨୦୦୬ରେ ଯୁକ୍ତରାଷ୍ଟ୍ରରେ ପାଟିରେ ଦିଆଯାଉଥିବା ଏବଂ ଇଞ୍ଜେକ୍ସନ ସୂତ୍ର ପ୍ରତ୍ୟାହାର କରାଯାଇଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Determination That TEQUIN (Gatifloxacin) Was Withdrawn From Sale for Reasons of Safety or Effectiveness". Archived from the original on 10 May 2021. Retrieved 3 December 2021.
  2. ୨.୦ ୨.୧ ୨.୨ ୨.୩ ୨.୪ "Gatifloxacin (EENT) Monograph for Professionals". Drugs.com (in ଇଂରାଜୀ). Archived from the original on 25 November 2020. Retrieved 3 December 2021.
  3. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 501. ISBN 9783527607495. Archived from the original on 2021-10-31. Retrieved 2021-04-01.