ଖାଣ୍ଡୱା ଜିଲ୍ଲା

ଉଇକିପିଡ଼ିଆ‌ରୁ
ଖାଣ୍ଡୱା ଜିଲ୍ଲା
Location of ଖାଣ୍ଡୱା ଜିଲ୍ଲା district in Madhya Pradesh
ରାଜ୍ୟMadhya Pradesh, ଭାରତ
ପ୍ରଶାସନିକ ବିଭାଗଇନ୍ଦୋର
ସଦର କାର୍ଯ୍ୟାଳୟଖାଣ୍ଡୱା
କ୍ଷେତ୍ରଫଳ[convert: invalid number]
ଜନସଂଖ୍ୟା୧,୩୦୯,୪୪୩ (୨୦୧୧)
ଘନତା[convert: invalid number]
ସାକ୍ଷରତା ହାର୬୭,୫୩ %
ପୁରୁଷ-ନାରୀ ଅନୁପାତ୯୪୪
ଲୋକ ସଭା ନିର୍ବାଚନ ମଣ୍ଡଳୀଖାଣ୍ଡୱା
ୱେବସାଇଟ

ଖାଣ୍ଡୱା ଜିଲ୍ଲା (ପୂର୍ବେ ପୂର୍ବେ ନିମାର ଜିଲ୍ଲା ନାମରେ ଜଣା), କେନ୍ଦ୍ରୀୟ ଭାରତର ମଧ୍ୟ ପ୍ରଦେଶର ମୋଟ ୫୦ଟି ଜିଲ୍ଲା ମଧ୍ୟରୁ ଗୋଟିଏ । ଖାଣ୍ଡୱା ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ଏହି ଜିଲ୍ଲାର ଅନ୍ୟାନ୍ୟ ସହରମାନ ହେଲେ ମୁଣ୍ଡି, ହରସଦ, ପଧାନ ଏବଂ ଓଁକାରେଶ୍ୱର

ଭୂଗୋଳ[ସମ୍ପାଦନା]

ଇତିହାସ[ସମ୍ପାଦନା]

ପର୍ଯ୍ୟଟନ[ସମ୍ପାଦନା]

ଅର୍ଥନୀତି[ସମ୍ପାଦନା]

୨୦୦୬ରେ ପଞ୍ଚାୟତି ରାଜ ମନ୍ତ୍ରଣାଳୟ ଖାଣ୍ଡୱାକୁ ଦେଶର ୬୪୦ଟି ଜିଲ୍ଲା ମଧ୍ୟରୁ ୨୫୦ ଦରିଦ୍ରତମ ଜିଲ୍ଲା ମଧ୍ୟରେ ତାଲିକାଭୁକ୍ତ କରିଛନ୍ତି ।[୧] ଏହା ଅଧୁନା ମଧ୍ୟ ପ୍ରଦେଶର ୨୪ଟି ଜିଲ୍ଲା ମଧ୍ୟରୁ ଅନ୍ୟତମ ଯାହା ବ୍ୟାକୱାର୍ଡ଼ ରିଜିଅନ୍ସ ଗ୍ରାଣ୍ଟ ଫଣ୍ଡ ପ୍ରୋଗ୍ରାମରୁ ଅନୁଦାନପ୍ରାପ୍ତ ।[୧]

ବିଭାଜନ[ସମ୍ପାଦନା]

୨୦୧୧ର ଜନଗଣନା ଅନୁସାରେ ଖାଣ୍ଡୱାର ଜନସଂଖ୍ୟା ୧,୩୦୯,୪୪୩ ।[୨]

ଭାଷା[ସମ୍ପାଦନା]

ଏଠାରେ ଏକ ପ୍ରକାର ଭିଲ ଭାଷା, ନିମାଡ଼ି ଭାଷା କଥିତ ଯାହା ହାରାଃଆଋଈ ୬୪,୦୦୦ ଲୋକଙ୍କଦ୍ୱାରା କଥିତ । ଏହି ଭାଷା ଦେବନାଗରୀ ଲିପିରେ ଲେଖା ଯାଇଥାଏ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ Ministry of Panchayati Raj (September 8, 2009). "A Note on the Backward Regions Grant Fund Programme" (PDF). National Institute of Rural Development. Archived from the original (PDF) on April 5, 2012. Retrieved September 27, 2011.
  2. "District Census 2011". Census2011.co.in. 2011. Retrieved 2011-09-30.
  3. M. Paul Lewis, ed. (2009). "Bareli, Rathwi: A language of India". Ethnologue: Languages of the World (16th edition ed.). Dallas, Texas: SIL International. Retrieved 2011-09-28. {{cite encyclopedia}}: |edition= has extra text (help)

ବାହାର ତଥ୍ୟ[ସମ୍ପାଦନା]