ନିମାଡ଼ି ଭାଷା
Nimadi | |
---|---|
କେଉଁ ଅଞ୍ଚଳ | India |
ସ୍ଥାନ | Nimar in Madhya Pradesh |
Native ଭାଷାଭାଷୀ | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧] Census results conflate some speakers with Hindi. |
ଭାଷା କୋଡ଼ | |
ISO 639-3 | noe |
ଗ୍ଲୋଟୋଲୋଗ | nima1243 [୨] |
ନିମାଡି ଏକ ଭାରତୀୟ ଭାଷା । ଏହାକୁ ପଶ୍ଚିମ ଭାରତର ଇଣ୍ଡୋ- ଆର୍ଜୟନ ଭାଷା ଭାବରେ ମଧ୍ୟପ୍ରଦେଶର ନିମାଦୀ ତଥା ମହାରାଷ୍ଟ୍ରର ଓ ଦକ୍ଷିଣ ମାଳବ ଅଞ୍ଚଳରେ ପ୍ରଚଳିତ । ବରବାଣୀ,ଖଣ୍ଡବା,ବରବାହ , ବୁରହାନପୁର ବେଦିଆ ସନାବାଦ, ଧରର କିଛି ଅଂଶ, ହରଦା ଜିଲ୍ଲାରେ ବିଦେଶ ଭାବରେ ଏହି ଭାଷା କହୁଥିବା ଲୋକ ସଂଖ୍ୟା ଅଧିକ । ଏହି ଭାଷାରେ ଗୌରିଶଙ୍କର ଶର୍ମା , ରାମାୟଣ ଉପଧ୍ୟାୟଙ୍କ ବହୁ ଲେଖା ରହିଛି । [୩]
ଏହା ମୁଖ୍ଯତଃ ଏକ କଥିତ ଭାଷା ଭାବରେ ବ୍ୟବହାର ହୋଇଥିଲେ ମଧ୍ୟ ଅନେକ ଗ୍ରନ୍ଥ ଏହି ଭାଷାରେ ଲେଖା ଯାଇଛି । ଭଗବତ ଗୀତାର ଅନୁବାଦ ମଧ୍ୟ ଏହି ଭାଷାରେ ଉପଲବ୍ଧ । ଏହା ମହାଦେୟ ପ୍ରସାଦ ଚତୁର୍ବେଦିଙ୍କଦ୍ୱାରା ରଚିତ ।
ଆଧାର [ସମ୍ପାଦନା]
- ↑ "Statement 1: Abstract of speakers' strength of languages and mother tongues - 2011". www.censusindia.gov.in. Office of the Registrar General & Census Commissioner, India. Retrieved 2018-07-07.
- ↑ Hammarström, Harald; Forkel, Robert; Haspelmath, Martin, eds. (2017). "Nimadi". Glottolog 3.0. Jena, Germany: Max Planck Institute for the Science of Human History.
{{cite book}}
: Unknown parameter|chapterurl=
ignored (|chapter-url=
suggested) (help) - ↑ https://web.archive.org/web/20131203040331/http://www.sumania.com/lang/allindi9.html