Jump to content

କାର୍ବାକୋଲ

ଉଇକିପିଡ଼ିଆ‌ରୁ
କାର୍ବାକୋଲ
Clinical data
Trade namesMiostat, others
SynonymsCarbamylcholine
AHFS/Drugs.commonograph
data
Pregnancy
category
  • AU: B2
  • US: C (Risk not ruled out)
    Routes of
    administration
    By mouth (tablets)
    Solution for injection
    Eye drop
    Legal status
    Legal status
    • ℞ (Prescription only)
    Pharmacokinetic data
    BioavailabilityLow
    Identifiers
    • 2-[(Aminocarbonyl)oxy]-N,N,N-trimethylethanaminium chloride
    ECHA InfoCard100.000.117 Edit this at Wikidata
    Chemical and physical data
    FormulaC6H15ClN2O2
    Molar mass୧୮୨.୬୫ g·mol−1
    3D model (JSmol)
    • [Cl-].O=C(OCC[N+](C)(C)C)N
    • InChI=1S/C6H14N2O2.ClH/c1-8(2,3)4-5-10-6(7)9;/h4-5H2,1-3H3,(H-,7,9);1H checkY
    • Key:AIXAANGOTKPUOY-UHFFFAOYSA-N checkY
      (verify)

    କାର୍ବାକୋଲ, ଏକ ବେପାର ନାମ ମାୟୋଷ୍ଟାଟ, ଏକ ଔଷଧ ଯାହା ଗ୍ଲୁକୋମା ଚିକିତ୍ସା ପାଇଁ କିମ୍ବା ଚକ୍ଷୁ ଅସ୍ତ୍ରୋପଚାର ସମୟରେ ବ୍ୟବହୃତ ହୁଏ । [] ସାଧାରଣଃ ପାଇଲୋକାର୍ପନ୍ କିମ୍ବା ଆସେଟିଲକୋଲିନ୍ ଅଧିକ ପସନ୍ଦ କରାଯାଏ । [] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ କିମ୍ବା ଆଖିରେ ଇଞ୍ଜେକ୍ସନ ଦିଆଯାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖି ଅସ୍ୱାଭାବିକତା, ମୁଣ୍ଡବିନ୍ଧା, ଅସ୍ପଷ୍ଟ ଦୃଷ୍ଟିଶକ୍ତି, କମ୍ ଆଲୋକରେ ଦେଖିବାରେ ଅସୁବିଧା ଏବଂ ନାଲି ଆଖି ହୋଇପାରେ । [] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ରେଟିନାଲ୍ ବିଚ୍ଛିନ୍ନତା, ତରଝାଡ଼ା, ନିମ୍ନ ରକ୍ତଚାପ, ଝାଳ ଏବଂ ଆରିଥମିଆ ଅନ୍ତର୍ଭୁକ୍ତ ହୋଇପାରେ । [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [] ଏହା ଏକ କୋଲିନରଜିକ୍ ଆଗୋନିଷ୍ଟ ଯାହା ଆସେଟିଲକୋଲିନ୍ ରିସେପ୍ଟରଗୁଡ଼ିକୁ ବାନ୍ଧେ ଏବଂ ସକ୍ରିୟ କରିଥାଏ | []

    ୧୯୭୨ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ କାର୍ବାକୋଲ୍ ଅନୁମୋଦିତ ହୋଇଥିଲା[] [] ଯୁକ୍ତରାଷ୍ଟ୍ରରେ ଆଖିରେ ଇଞ୍ଜେକ୍ସନ ଦେବାର ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୭ ଡଲାର ଥିଲା ।[]

    1. 1 2 3 4 5 6 7 8 "Carbachol Monograph for Professionals". Drugs.com (in ଇଂରାଜୀ). Archived from the original on 29 April 2021. Retrieved 29 December 2021.
    2. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
    3. "Miostat Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 January 2021. Retrieved 29 December 2021.