Jump to content

କାଦୁଆ ନଦୀ

ଉଇକିପିଡ଼ିଆ‌ରୁ

କାଦୁଆ ନଦୀ, ଭାରତୀୟ ରାଜ୍ୟ ଓଡ଼ିଶାରେ ପ୍ରବାହିତ ଏକ ନଦୀ । ଏହା ଚାରିଗାଁଠାରେ ଦୁଇଟି ନାଳର ସମ୍ମିଶ୍ରଣରେ ସୃଷ୍ଟି ହୋଇଛି ।[] ଏହା ପ୍ରାଚୀ ନଦୀକୁଶଭଦ୍ରା ନଦୀର ଅଭ୍ୟନ୍ତର ସ୍ଥାନର ଜଳକୁ ଗ୍ରହଣ କରି ୨୨ କିଲୋମିଟର ପଥ ଅତକ୍ରାନ୍ତ କରି ବଙ୍ଗୋପସାଗରରେ ପତିତ ହେଇଥାଏ ।[][]

ଆଧାର 

[ସମ୍ପାଦନା]
  1. L.S.S. O'malley (2007). Bengal District Gazetteer : Puri. Concept Publishing Company. pp. 13–. ISBN 978-81-7268-138-8.
  2. Puri. p. 13. {{cite book}}: Cite uses deprecated parameter |authors= (help)
  3. "The graveyard of the turtles". The Hindu. 27 March 2004. Archived from the original on 5 July 2004. Retrieved 4 December 2016.

ବାହାର ଲିଙ୍କ 

[ସମ୍ପାଦନା]