Jump to content

କନ୍‌କସନ ପର ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
Post-concussion syndrome
Postconcussive syndrome; persistent post-concussive symptoms (PPCS)
ଫାଇଲ:PMC3139069 234 2010 774 Fig2 HTML.png
Increased diffusion on MRI is associated with the severity of post-concussive symptoms
ବିଭାଗNeurology, physical medicine and rehabilitation
ଲକ୍ଷଣHeadache, dizziness, irritability, trouble sleeping, cognitive difficulties[][]
ଅବଧି> weeks[]
କାରଣTraumatic brain injury[]
ବିପଦ କାରକMental health problems, multiple concussions, history of migraines[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms after ruling out other causes[]
ସଠିକ ରୋଗ ନିର୍ଣ୍ଣୟPost-traumatic stress disorder, chronic pain, fibromyalgia[][]
ପ୍ରତିକାରReturn to activity after no more than a brief period of rest[]
ଚିକିତ୍ସାNSAIDs; SSRIs; physical or behavioral therapy[][]
PrognosisMost resolve after a few weeks[]
ପୁନଃପୌନିକ30 to 80% post concussion[]

କନ୍‌କସନ ପର ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Post-concussion syndrome/ PCS ) ହେଉଛି ସାମାନ୍ୟ ମସ୍ତିଷ୍କ ଆଘାତ (TBI); [] ଲକ୍ଷଣଗୁଡିକ ଅଧିକ ସମୟ ରହିଲେ ଅଧିକାଂଶ ଲୋକ ଏହି ଶବ୍ଦ ବ୍ୟବହାର କରନ୍ତି ।[] [] ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ଅସ୍ଥିର ଲାଗିବ, ବିରକ୍ତିକରତା, ଶୋଇବାରେ ଅସୁବିଧା କିମ୍ବା ବୋଧଶକ୍ତି ଅସୁବିଧା ହୋଇପାରେ ।[] [] ରୋଗ ଜଟିଳ ହେଲେ ଉଦାସୀନତା, ଉଦ୍‌ବେଗ, ଏବଂ ଅତ୍ୟଧିକ ଔଷଧ ବ୍ୟବହାର ମୁଣ୍ଡବିନ୍ଧା ଅନ୍ତର୍ଭୁକ୍ତ ହୋଇପାରେ।[୧୦] []

ସାଧାରଣତଃ ଏହା ସାମାନ୍ୟ ଆଘାତଜନିତ ମସ୍ତିଷ୍କ ଆଘାତ ପରେ ଘଟିଥାଏ, ଏହା ମଧ୍ୟମ କିମ୍ବା ଗୁରୁତର ଆଘାତ ପରେ ମଧ୍ୟ ହୋଇପାରେ ।[] ବିପଦ ସଙ୍କଟଗୁଡ଼ିକ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା, ଏକାଧିକ କନ୍‌କସିନ ଏବଂ ଅଧକପାଳି ଇତିହାସ ହୋଇପାରେ ।[] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପରେ ଏହାର ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରାଯାଏ ।[] ଦୀର୍ଘସ୍ଥାୟୀ କିମ୍ବା ସ୍ଥାୟୀ ଲକ୍ଷଣଗୁଡିକର ସଂଜ୍ଞା ୧୦ ଦିନରୁ ଅଧିକ ଓ ୩ ମାସ ମଧ୍ୟରେ ପରିବର୍ତ୍ତନ ହୋଇଥାଏ ।[] ଚେତନା ହରାଇବା ରୋଗ ନିର୍ଣ୍ଣୟ ଆବଶ୍ୟକ ନୁହେଁ ।[]

ଅଧିକାଂଶ ଥର ଦିନେ ଦୁଇ ଦିନ ବିଶ୍ରାମ ପରେ ଶାରୀରିକ କାର୍ଯ୍ୟକଳାପକୁ ଫେରିଲେ ରୋଗ ପ୍ରତିରୋଧ ହୋଇପାରେ ।[] ଆଘାତର ପ୍ରାରମ୍ଭିକ ୫ ଦିନ ପାଇଁ କମ୍ ଶିକ୍ଷାଗତ କାର୍ଯ୍ୟ ଯୁକ୍ତିଯୁକ୍ତ ଅଟେ ।[] ଯଦିଓ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ, ତେବେ ଲକ୍ଷଣଗୁଡିକ ଉନ୍ନତି ହୋଇପାରିବ ଯଦି ନନଷ୍ଟେରଏଡାଲ ଆଣ୍ଟି-ଇନଫ୍ଲାମେଟୋରୁ ଔଷଧ, ଶାରୀରିକ କିମ୍ବା ଆଚରଣବିଧି ଚିକିତ୍ସା କରାଯାଏ ।[୧୦] [] [] ଲକ୍ଷଣ ନ ଯିବା ପର୍ଯ୍ୟନ୍ତ କ୍ରୀଡାକୁ ଫେରିବାକୁ ସୁପାରିଶ କରାଯାଏ ନାହିଁ।[] ଦୁଇ ସପ୍ତାହ ପରେ ଅଧିକାଂଶ ମାମଲାର ସମାଧାନ ହୁଏ; [] ଯଦିଓ ବେଳେବେଳେ ମାସାଧିକ କିମ୍ବା ବର୍ଷାଧିକ କାଳ ରହିପାରେ ।[]

କନ୍‌କସନ ପର ସିଣ୍ଡ୍ରୋମ ୩୦ରୁ ୮୦% ଲୋକଙ୍କୁ ପ୍ରଭାବିତ କରେ ।[] ପ୍ରାୟ ୧୫–୨୦% ଲକ୍ଷଣଗୁଡିକ ୪ ସପ୍ତାହରୁ ଅଧିକ ସମୟ ଧରି ଚାଲିଥାଏ ।[] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି ।[] ଅନ୍ତତ ପକ୍ଷେ ୧୮୦୦ ଦଶକରୁ ଏହାର ବର୍ଣ୍ଣନା ଚାଲି ଆସିଛି ଓ ୧୯୩୪ ମସିହାରୁ ପ୍ରଚଳିତ ଶବ୍ଦ ବର୍ଣ୍ଣନା ଅଛି ।[୧୧]

  1. 1 2 3 4 5 6 7 8 9 10 Mullally, WJ (August 2017). "Concussion". The American journal of medicine. 130 (8): 885–892. doi:10.1016/j.amjmed.2017.04.016. PMID 28502817.
  2. 1 2 Dhandapani, TPM; Garg, I; Tara, A; Patel, JN; Dominic, JL; Yeon, J; Memon, MS; Gergal Gopalkrishna Rao, SR; Bugazia, S (September 2021). "Role of the Treatment of Post-Concussion Syndrome in Preventing Long-Term Sequela Like Depression: A Systematic Review of the Randomized Controlled Trials". Cureus. 13 (9): e18212. doi:10.7759/cureus.18212. PMID 34722025.
  3. "Traumatic Brain Injury" (PDF). NINDS. Archived (PDF) from the original on 19 August 2022. Retrieved 13 August 2023.
  4. 1 2 3 4 5 6 Permenter, Cara M.; Fernández-de Thomas, Ricardo J.; Sherman, Andrew l (2023). "Postconcussive Syndrome". StatPearls. StatPearls Publishing. Archived from the original on 14 August 2023. Retrieved 12 August 2023.
  5. 1 2 "Diagnosis/Assessment of Prolonged Symptoms | Living Concussion Guidelines". concussionsontario.org (in ଇଂରାଜୀ). Archived from the original on 1 June 2023. Retrieved 12 August 2023.
  6. 1 2 3 4 "Post-concussion syndrome – Symptoms and causes". mayoclinic.org. Archived from the original on 2017-07-16. Retrieved 2022-04-16.
  7. 1 2 3 Kim, K; Priefer, R (September 2020). "Evaluation of current post-concussion protocols". Biomedicine & pharmacotherapy = Biomedecine & pharmacotherapie. 129: 110406. doi:10.1016/j.biopha.2020.110406. PMID 32768934.
  8. 1 2 3 "Concussion - Injuries and Poisoning". Merck Manuals Consumer Version. Archived from the original on 19 July 2023. Retrieved 12 August 2023.
  9. 1 2 3 Leddy, JJ; Baker, JG; Willer, B (May 2016). "Active Rehabilitation of Concussion and Post-concussion Syndrome". Physical medicine and rehabilitation clinics of North America. 27 (2): 437–54. doi:10.1016/j.pmr.2015.12.003. PMID 27154855.
  10. 1 2 Broshek, DK; De Marco, AP; Freeman, JR (2015). "A review of post-concussion syndrome and psychological factors associated with concussion". Brain injury. 29 (2): 228–37. doi:10.3109/02699052.2014.974674. PMID 25383595.
  11. Anderson, SD (1996). "Postconcussional disorder and loss of consciousness". The Bulletin of the American Academy of Psychiatry and the Law. 24 (4): 493–504. PMID 9001747.