କଡ଼ି, ଗୁଜରାଟ
ଦେଖଣା
(କଡ଼ି, ଗୁଜୁରାଟରୁ ଲେଉଟି ଆସିଛି)
କଡ଼ି | |
---|---|
ଦେଶ | ଭାରତ |
ରାଜ୍ୟ | ଗୁଜରାଟ |
ଜିଲ୍ଲା | ମେହସାଣା |
Elevation | 183[୧] m ( Formatting error: invalid input when rounding ft) |
Population (2001)[୧] | |
• Total | ୫୬,୨୪୧ |
ଭାଷା | |
• ସରକାରୀ | ଗୁଜରାଟୀ ଭାଷା |
Time zone | UTC+5:30 (IST) |
କଡ଼ି ଏକ ଭାରତୀୟ ନଗରପାଳିକା ସହର ଅଟେ । ଏହା ଗୁଜରାଟର ମହେସାଣା ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]କଡ଼ି ୨୩.୨୯୯୧ ଉତ୍ତର ଅକ୍ଷାଂଶ ଓ ୭୨.୩୩୩୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୮୩ ଫୁଟ ଉଚ୍ଚତାରେ ରହିଛି ।[୧]
ଇତିହାସ
[ସମ୍ପାଦନା]ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ,କଡ଼ି ସହରର ମୋଟ ଜନସଂଖ୍ୟା ୫୬୨୪୧ ଅଟେ ।[୨] ସେଥି ମଧ୍ୟରୁ ୫୨.୮୫% ଜଣ ପରୁଷ ହୋଇଥିବା ବେଳେ ୪୭.୧୫% ଜଣ ନାରୀ ଅଟନ୍ତି । କଡ଼ିର ସାକ୍ଷରତା ହାର ୭୪.୧୩% ଅଟେ । ଏହା ଜାତୀୟ ହାରଠାରୁ ୯.୨୯% ପ୍ରତିଶତ କମ ଅଟେ । ସେଥିରୁ ୪୧.୯୬% ପ୍ରତିଶତ ପୁରୁଷ ଓ ୩୨.୧୭% ନାରୀ ଅଟନ୍ତି । ୧୧.୮୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ପର୍ଯ୍ୟଟନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
ବାହାର ଲିଙ୍କ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |