କଡ଼ି, ଗୁଜରାଟ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କଡ଼ି
ଦେଶ ଭାରତ
ରାଜ୍ୟଗୁଜରାଟ
ଜିଲ୍ଲାମେହସାଣା
Elevation
183[୧] m (Bad rounding hereFormatting error: invalid input when rounding ft)
Population
 (2001)[୧]
 • Total୫୬,୨୪୧
ଭାଷା
 • ସରକାରୀଗୁଜରାଟୀ ଭାଷା
Time zoneUTC+5:30 (IST)

କଡ଼ି ଏକ ଭାରତୀୟ ନଗରପାଳିକା ସହର ଅଟେ । ଏହା ଗୁଜରାଟର ମହେସାଣା ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

କଡ଼ି ୨୩.୨୯୯୧ ଉତ୍ତର ଅକ୍ଷାଂଶ ଓ ୭୨.୩୩୩୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୮୩ ଫୁଟ ଉଚ୍ଚତାରେ ରହିଛି ।[୧]

ଇତିହାସ[ସମ୍ପାଦନା]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ,କଡ଼ି ସହରର ମୋଟ ଜନସଂଖ୍ୟା ୫୬୨୪୧ ଅଟେ ।[୨] ସେଥି ମଧ୍ୟରୁ ୫୨.୮୫% ଜଣ ପରୁଷ ହୋଇଥିବା ବେଳେ ୪୭.୧୫% ଜଣ ନାରୀ ଅଟନ୍ତି । କଡ଼ିର ସାକ୍ଷରତା ହାର ୭୪.୧୩% ଅଟେ । ଏହା ଜାତୀୟ ହାରଠାରୁ ୯.୨୯% ପ୍ରତିଶତ କମ ଅଟେ । ସେଥିରୁ ୪୧.୯୬% ପ୍ରତିଶତ ପୁରୁଷ ଓ ୩୨.୧୭% ନାରୀ ଅଟନ୍ତି । ୧୧.୮୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ପର୍ଯ୍ୟଟନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]