ଓଡ଼ିଶା ଟେକ୍ସଟାଇଲ ମିଲ୍ସ
ଦେଖଣା
ପ୍ରକାର | ସରକାରୀ |
---|---|
ଶିଳ୍ପ | ସୁତାକଳ |
ପ୍ରତିଷ୍ଠିତ ସ୍ଥାନ | ୧୯୪୭ |
ପ୍ରତିଷ୍ଠାତା | ବିଜୁ ପଟ୍ଟନାୟକ |
ମୁଖ୍ୟ କାର୍ଯ୍ୟାଳୟ | ଚୌଦ୍ୱାର, କଟକ |
ଉତ୍ପାଦ | ସୁତା |
ଓଡ଼ିଶା ଟେକ୍ସଟାଇଲ ମିଲ୍ସ(ଓଟିଏମ)ଚୌଦ୍ୱାରଠାରେ[୧] ଥିବା ଏକ ସୁତାକଳ । ୧୯୪୭ ମସିହାରେ ବିଜୁ ପଟ୍ଟନାୟକ[୨] ଏହି ସୁତାକଳର ପ୍ରତିଷ୍ଠା କରିଥିଲେ । ବ୍ୟାପକ କ୍ଷତି ଯୋଗୁ ୧୯୮୩ ମସିହାରେ ଓଡ଼ିଶା ସରକାର ଏହାର ପରିଚାଳନା ନିଜ ହାତକୁ ନେଇଥିଲେ ।[୩] ୨୦୦୦ ମସିହା ଅକ୍ଟୋବର ମାସରୁ ଏହି ମିଲ ବନ୍ଦ ଅଛି । କର୍ମଚାରୀମାନେ ସେମାନାଙ୍କ ବକୈୟା ପ୍ରାପ୍ତ ପାଇବାକୁ ୨୦୦୦ ମସିହାରୁ ଆନ୍ଦୋଳନ କରି ଆସୁଛନ୍ତି ।[୪] କମ୍ପାନୀର ପୁନରୁଦ୍ଧାର ପାଇଁ କର୍ମଚାରୀମାନେ ଦାବୀ କରି ଆସୁଛନ୍ତି ।[୫]
ଆଧାର
[ସମ୍ପାଦନା]- ↑ 50 Years in the Service of the People: Loka Sevaka Mandala Svarṇa Jayantt Smārikā; Servants of the People Society Golden Jubilee Souvenir. Servants of the People Society. 1972.
- ↑ https://timesofindia.indiatimes.com/news/Odisha-Textile-Mills-revival-focus-of-Choudwar-Cuttack-battle/articleshow/33775168.cms
- ↑ Muktikanta Mohanty (1 January 2003). Trade union movement in Orissa. R. N. Bhattacharya.
- ↑ http://www.thehindu.com/todays-paper/tp-national/tp-otherstates/Fate-of-Orissa-Textile-Mills-employees-hangs-in-the-balance/article14718574.ece
- ↑ "ଆର୍କାଇଭ୍ କପି". Archived from the original on 2021-09-22. Retrieved 2017-10-23.
{{cite web}}
: Cite has empty unknown parameter:|1=
(help)