ଓଡ଼ିଶା ଟେକ୍ସଟାଇଲ‌ ମିଲ୍ସ

ଉଇକିପିଡ଼ିଆ ରୁ
(Odisha Textile Millରୁ ଲେଉଟି ଆସିଛି)
Jump to navigation Jump to search
ଓଡ଼ିଶା ଟେକ୍ସଟାଇଲ‌ ମିଲ୍ସ‌
ପ୍ରକାରସରକାରୀ
ସଂସ୍ଥାର ପ୍ରକାରସୁତାକଳ
ତିଆରି କରାଯାଇଥିଲା୧୯୪୭
ପ୍ରତିଷ୍ଠାତାବିଜୁ ପଟ୍ଟନାୟକ
ମୂଖ୍ୟାଳୟଚୌଦ୍ୱାର, କଟକ
ପ୍ରଡକ୍ଟସୁତା

ଓଡ଼ିଶା ଟେକ୍ସଟାଇଲ‌ ମିଲ୍ସ(ଓଟିଏମ)ଚୌଦ୍ୱାରଠାରେ[୧] ଥିବା ଏକ ସୁତାକଳ । ୧୯୪୭ ମସିହାରେ ବିଜୁ ପଟ୍ଟନାୟକ[୨] ଏହି ସୁତାକଳର ପ୍ରତିଷ୍ଠା କରିଥିଲେ । ବ୍ୟାପକ କ୍ଷତି ଯୋଗୁ ୧୯୮୩ ମସିହାରେ ଓଡ଼ିଶା ସରକାର ଏହାର ପରିଚାଳନା ନିଜ ହାତକୁ ନେଇଥିଲେ ।[୩] ୨୦୦୦ ମସିହା ଅକ୍ଟୋବର ମାସରୁ ଏହି ମିଲ ବନ୍ଦ ଅଛି । କର୍ମଚାରୀମାନେ ସେମାନାଙ୍କ ବକୈୟା ପ୍ରାପ୍ତ ପାଇବାକୁ ୨୦୦୦ ମସିହାରୁ ଆନ୍ଦୋଳନ କରି ଆସୁଛନ୍ତି ।[୪] କମ୍ପାନୀର ପୁନରୁଦ୍ଧାର ପାଇଁ କର୍ମଚାରୀମାନେ ଦାବୀ କରି ଆସୁଛନ୍ତି ।[୫]

ଆଧାର[ସମ୍ପାଦନା]

  1. 50 Years in the Service of the People: Loka Sevaka Mandala Svarṇa Jayantt Smārikā; Servants of the People Society Golden Jubilee Souvenir. Servants of the People Society. 1972.
  2. https://timesofindia.indiatimes.com/news/Odisha-Textile-Mills-revival-focus-of-Choudwar-Cuttack-battle/articleshow/33775168.cms
  3. Muktikanta Mohanty (1 January 2003). Trade union movement in Orissa. R. N. Bhattacharya.
  4. http://www.thehindu.com/todays-paper/tp-national/tp-otherstates/Fate-of-Orissa-Textile-Mills-employees-hangs-in-the-balance/article14718574.ece
  5. http://www.samanyakathan.com/readmore.php?sid=2155