ଓଡ଼ିଶା ଟେକ୍ସଟାଇଲ‌ ମିଲ୍ସ

ଉଇକିପିଡ଼ିଆ‌ରୁ
(Odisha Textile Millରୁ ଲେଉଟି ଆସିଛି)
ଓଡ଼ିଶା ଟେକ୍ସଟାଇଲ‌ ମିଲ୍ସ‌
ପ୍ରକାରସରକାରୀ
ଶିଳ୍ପସୁତାକଳ
ପ୍ରତିଷ୍ଠିତ ସ୍ଥାନ୧୯୪୭
ପ୍ରତିଷ୍ଠାତାବିଜୁ ପଟ୍ଟନାୟକ
ମୁଖ୍ୟ କାର୍ଯ୍ୟାଳୟଚୌଦ୍ୱାର, କଟକ
ଉତ୍ପାଦସୁତା

ଓଡ଼ିଶା ଟେକ୍ସଟାଇଲ‌ ମିଲ୍ସ(ଓଟିଏମ)ଚୌଦ୍ୱାରଠାରେ[୧] ଥିବା ଏକ ସୁତାକଳ । ୧୯୪୭ ମସିହାରେ ବିଜୁ ପଟ୍ଟନାୟକ[୨] ଏହି ସୁତାକଳର ପ୍ରତିଷ୍ଠା କରିଥିଲେ । ବ୍ୟାପକ କ୍ଷତି ଯୋଗୁ ୧୯୮୩ ମସିହାରେ ଓଡ଼ିଶା ସରକାର ଏହାର ପରିଚାଳନା ନିଜ ହାତକୁ ନେଇଥିଲେ ।[୩] ୨୦୦୦ ମସିହା ଅକ୍ଟୋବର ମାସରୁ ଏହି ମିଲ ବନ୍ଦ ଅଛି । କର୍ମଚାରୀମାନେ ସେମାନାଙ୍କ ବକୈୟା ପ୍ରାପ୍ତ ପାଇବାକୁ ୨୦୦୦ ମସିହାରୁ ଆନ୍ଦୋଳନ କରି ଆସୁଛନ୍ତି ।[୪] କମ୍ପାନୀର ପୁନରୁଦ୍ଧାର ପାଇଁ କର୍ମଚାରୀମାନେ ଦାବୀ କରି ଆସୁଛନ୍ତି ।[୫]

ଆଧାର[ସମ୍ପାଦନା]

  1. 50 Years in the Service of the People: Loka Sevaka Mandala Svarṇa Jayantt Smārikā; Servants of the People Society Golden Jubilee Souvenir. Servants of the People Society. 1972.
  2. https://timesofindia.indiatimes.com/news/Odisha-Textile-Mills-revival-focus-of-Choudwar-Cuttack-battle/articleshow/33775168.cms
  3. Muktikanta Mohanty (1 January 2003). Trade union movement in Orissa. R. N. Bhattacharya.
  4. http://www.thehindu.com/todays-paper/tp-national/tp-otherstates/Fate-of-Orissa-Textile-Mills-employees-hangs-in-the-balance/article14718574.ece
  5. http://www.samanyakathan.com/readmore.php?sid=2155