ଓଡ଼ିଆ ଚଉତିଶା ଗୁଡ଼ିକର ତାଲିକା
ଦେଖଣା
ଓଡ଼ିଆ ସାହିତ୍ୟର ପ୍ରାଥମକି ସ୍ତରରେ ଅନେକ ଚଉତିଶା ରଚନା ହୋଇଛି । ଚଉତିଶାଗୁଡ଼ିକୁ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥଙ୍କ ପ୍ରଭୃତି ପ୍ରସିଦ୍ଧ କବିମାନଙ୍କ ସଙ୍ଗେ ସଙ୍ଗେ ବହୁତ ଅଜଣା ଅଶୁଣା କବିମାନେ ମଧ୍ୟ ରଚନା କରିଯାଇଛନ୍ତି । ଏହା ଓଡ଼ିଆ ଭାଷାରେ ଲିଖିତ ଚଉତିଶା ଶ୍ରେଣୀୟ ରଚନାଗୁଡ଼ିକର ଏକ ସୂଚୀ ।[୧][୨][୩]
|
|
| ଓଡ଼ିଆ ସାହିତ୍ୟର ଇତିହାସ |
|
ଓଡ଼ିଆ ସାହିତ୍ୟର ବିଭାଗ |
| ଓଡ଼ିଆ ଭାଷାର ଲେଖକ |
|
ସମୟ ଅନୁସାରେ ତାଲିକା
ଲେଖକଗଣ -
ଔପନ୍ୟାସିକ |
| ପ୍ରକାରଭେଦ |
|
ଚଉତିଶା - ଚଉପଦୀ - ଛାନ୍ଦ - ଚମ୍ପୂ |
| ସଙ୍ଗଠନ |
| ଆନ୍ଦୋଳନ |
| ସମାଲୋଚନା ଓ ସମ୍ମାନ |
| ଓଡ଼ିଶା ପୋର୍ଟାଲ |
| ସାହିତ୍ୟ ପୋର୍ଟାଲ |
| ଉଇକିପାଠାଗାର |
| ଚଉତିଶା | କବି | ବୃତ୍ତ/ରାଗ | ଶତାବ୍ଦୀ | ବିଷୟ |
|---|---|---|---|---|
| ଅନୁଚିନ୍ତା ଚଉତିଶା | ଲୋକନାଥ ପଟ୍ଟନାୟକ | ୧୮ | ||
| ଆର୍ତ୍ତତ୍ରାଣ (ଆରତତ୍ରାଣ) ଚଉତିଶା | ଦୀନକୃଷ୍ଣ ଦାସ | କାମୋଦୀ | ୧୭ | |
| ବା ଚଉତିଶା | ଲୋକନାଥ ଦାସ | ୧୮ | ||
| ବା ଚଉତିଶା | କପିଳ ମୁନି | ୧୭ | ||
| ବାଳ ଚଉତିଶା | ଆହାରୀ | |||
| ଭଲମନ୍ଦ ଚଉତିଶା | ନିଧି ରଥ | ୧୮ | ||
| ଭୃଙ୍ଗଦୂତ ଚଉତିଶା | ଲୋକନାଥ ଭାଗୀରଥି | ୧୮ | ||
| ବିପ୍ରସିଂହା ଚଉତିଶା | ବିପ୍ର ସିଂହ | ପଞ୍ଚମ ବରାଡ଼ି | ||
| ବୀର ସିଂଘ ଚଉତିଶା | ବୀର ସିଂଘ | ୧୬ | ||
| ବିରହୀ ଚଉତିଶା | ବଳଦେବ ରଥ | ଆଷାଢ଼ଶୁକ୍ଳ | ୧୮ | |
| ଚନ୍ଦ୍ରମୁଖୀ ଚଉତିଶା | ବିଷ୍ଣୁ ଦାସ | କାମୋଦୀ | ୧୬ | |
| ଛନ୍ଦା ଚଉତିଶା | ଭଉଁରୀ ଦାସ | |||
| ଦୂତୀ ଚଉତିଶା | ରସାନନ୍ଦ | ୧୮ | ||
| ଗୋପ ବିଳାସ ଚଉତିଶା | ରାହାସ ନୃପ ନନ୍ଦିନୀ | ୧୭ | ||
| ଗୋପଲୀଳା ସପ୍ତରଙ୍ଗ ଚଉତିଶା | ଲୋକନାଥ ବିଦ୍ୟାଧର | ୧୭ | ||
| ଗୋପୀଜୀବନ ଚଉତିଶା | ଶ୍ରୀକର | ପଞ୍ଚମ ବରାଡ଼ି | ୧୮ | |
| ଜ୍ଞାନ ଚଉତିଶା | ଲୋକନାଥ ପଟ୍ଟନାୟକ | ୧୮ | ||
| ଜ୍ଞାନଉଦେ ଚଉତିଶା | କହ୍ନାଇ ଖୁଣ୍ଟିଆ | ୧୬ | ||
| ଜ୍ଞାନଉଦେ ଚଉତିଶା | ରଘୁ ଅରକ୍ଷିତ | |||
| ଜ୍ଞାନଉଦେ ଚଉତିଶା | ବଳରାମ ଦାସ | |||
| ହଂସଦୂତ ଚଉତିଶା | ଶ୍ୟାମଘନ ହରିଚନ୍ଦନ | ୧୯ | ||
| ହଂସଦୂତ ଚଉତିଶା | ଶିଶୁ ଯଦୁ ଦାସ | ୧୮ | ||
| ହନୁମାନ ଚଉତିଶା | ରାମାନନ୍ଦ ଦାସ | ୧୮ | ||
| ହନୁମାନ ଚଉତିଶା | ଶିଶୁ ଶଙ୍କର | |||
| ଜଗବନ୍ଧୁ ଓଲଟ ଚଉତିଶା | ଜଗବନ୍ଧୁ | ୨୦ | ||
| ଯମକସାର ଚଉତିଶା | ଲୋକନାଥ ଦାସ | ୧୮ | ||
| ଯମକରାଜ ଚଉତିଶା | ଉପେନ୍ଦ୍ର ଭଞ୍ଜ | ୧୭ | ||
| ଜାନକୀ ବିଚ୍ଛେଦ ଚଉତିଶା | ରାମାନନ୍ଦ ଦାସ | ୧୮ | ||
| ଜାନୁଭଗ୍ନ ଚଉତିଶା | ଶିଶୁ ଦାସ | ୧୮ | ||
| କଳା କଳେବର ଚଉତିଶା | ଭକ୍ତଚରଣ ଦାସ | ରାମକେରୀ | ୧୮ | |
| କମଳଲୋଚନ ଚଉତିଶା | ବଳରାମ ଦାସ | ନବାକ୍ଷରୀ | ୧୫ | |
| କଳସା ଚଉତିଶା | ବଚ୍ଛା ଦାସ | କଳସା | ୧୫ | |
| କଳିଗମନ ଚଉତିଶା | ଉଦ୍ଧବ ଦାସ | ୧୬ | ||
| କାମଦୁହାଁ ଚଉତିଶା | ବଳଦେବ ରଥ | ପୂରବୀ | ୧୮ | |
| କାମଦୁଃଖ ଚଉତିଶା | ଲଡ଼ୁକେଶ | ୧୯ | ||
| କମଳବଦନୀ ଚଉତିଶା | ପତିତପାବନ | ୧୮ | ||
| କମଳ ଗୁରୁମୁଖୀ ଚଉତିଶା | ଦିବ୍ୟସିଂହ ଛୋଟରାୟ | ୧୮ | ||
| କରୁଣା ସାଗର ଚଉତିଶା | ବିପ୍ର କାଶୀ ଦାସ | ୧୮ | ||
| କରୁଣାକର ଚଉତିଶା | ||||
| ଖଡ଼ିପଥ ଚଉତିଶା | ଦିବାକର | ୧୮ | ||
| କୋକିଳ ଚଉତିଶା | କୁଞ୍ଜ ମଙ୍ଗରାଜ | ୧୮ | ||
| କୋଟାଇତ ଚଉତିଶା | ବିପ୍ର କାଶୀ ଦାସ | ୧୮ | ||
| କୁନ୍ଦଫୁଲ ଚଉତିଶା | ଭଗବାନ ଦାସ | ୧୮ | ||
| ଉଦ୍ଧବ ଚଉତିଶା | ଭୂପତି ପଣ୍ଡିତ | |||
| ନୀଳଗିରି ଚଉତିଶା | ଅଚ୍ୟୁତାନନ୍ଦ ଦାସ | |||
| ଭଲମନ୍ଦ ଚଉତିଶା | ବଜୁରୀ ଦାସ | |||
| କଳାକର ଚଉତିଶା | କରୁଣାକର ଦାସ | |||
| ଜଗନ୍ନାଥ ତତ୍ତ୍ୱ ଚଉତିଶା | ଅଚ୍ୟୁତାନନ୍ଦ ଦାସ | |||
| ଶରୀରଭେଦ ଚଉତିଶା | ଅଚ୍ୟୁତାନନ୍ଦ ଦାସ | |||
| ମିଳନ ଚଉତିଶା | ଅର୍ଜ୍ଜୁନ ଦାସ | |||
| କେଳି କଳ୍ପଦ୍ରୁମ ଚଉତିଶା | ଧନଞ୍ଜୟ ଭଞ୍ଜ | |||
| ସପ୍ତରାଗ ଚଉତିଶା | କ୍ଷତ୍ରିବର ଭଞ୍ଜ | |||
| ଦୀନଜନ ଜଣାଣ ଚଉତିଶା | ଅଭିମନ୍ୟୁ ସାମନ୍ତସିଂହାର | |||
| କୋକିଳ ଚଉତିଶା | ଅଭିମନ୍ୟୁ ସାମନ୍ତସିଂହାର | |||
| କମଳାକାନ୍ତ ଚଉତିଶା | ଦୀନକୃଷ୍ଣ ଦାସ | |||
| ଉଦ୍ଧବ ଚଉତିଶା | ଦୀନକୃଷ୍ଣ ଦାସ | |||
| ବାନ୍ଧବୀ ଚଉତିଶା | ଦୀନକୃଷ୍ଣ ଦାସ | |||
| ଶ୍ରୀରାଧିକାସ୍ମରଣ ଚଉତିଶା | ଦୀନକୃଷ୍ଣ ଦାସ | |||
| ଗୋପୀ ସନ୍ଦେଶ ଚଉତିଶା | ଦୀନକୃଷ୍ଣ ଦାସ | |||
| ବଉଳ ଚଉତିଶା | ଦୀନକୃଷ୍ଣ ଦାସ | |||
| ନବଘନ ଚଉତିଶା | ଦୀନକୃଷ୍ଣ ଦାସ | |||
| ଘନଶ୍ୟାମ ଚଉତିଶା | ଦୀନକୃଷ୍ଣ ଦାସ | |||
| ଗୁଣ୍ଡିଚା ଭାବନା ଚଉତିଶା | ଦୀନକୃଷ୍ଣ ଦାସ | |||
| ରାଧାଦର୍ଶନ ଚଉତିଶା | ଦୀନକୃଷ୍ଣ ଦାସ | |||
| ଦୃଷ୍ଟାନ୍ତ ଚଉତିଶା | ଦୀନକୃଷ୍ଣ ଦାସ | |||
| ପ୍ରାଣସଖୀ ଚଉତିଶା | ଦୀନକୃଷ୍ଣ ଦାସ | |||
| ସ୍ନାନୋତ୍ସବ ଚଉତିଶା | ଦୀନକୃଷ୍ଣ ଦାସ | |||
| ରାଧାକୃଷ୍ଣ ଚଉତିଶା | ଦୀନକୃଷ୍ଣ ଦାସ | |||
| ମହାବାହୁ ଚଉତିଶା | ବଳଦେବ ରଥ | |||
| ସଖୀ ଚଉତିଶା | ବଳଦେବ ରଥ | |||
| ଜାଈଫୁଲ ଚଉତିଶା | ଗୋପାଳକୃଷ୍ଣ ପଟ୍ଟନାୟକ | |||
| ଜଳଦ ଚଉତିଶା | ଗୋପାଳକୃଷ୍ଣ ପଟ୍ଟନାୟକ | |||
| ବିଳାପ ଚଉତିଶା | ଗୋପାଳକୃଷ୍ଣ ପଟ୍ଟନାୟକ | |||
| ଓଳାଶୁଣୀ ଚଉତିଶା | ଅରକ୍ଷିତ ଦାସ | |||
| ଦୂତୀବୋଧିନୀ ଚଉତିଶା | ଅରକ୍ଷିତ ଦାସ | |||
| କ୍ଷିତି ମଣ୍ଡଳେ ଚଉତିଶା | ଭୀମ ଭୋଇ | |||
| କରତାପୁରୁଷ ଚଉତିଶା | ଭୀମ ଭୋଇ | |||
| କଳିଯୁଗ ହେଉଅଛି ଶେଷ | ଭୀମ ଭୋଇ | |||
| କାନ୍ଦି ମୁଁ ଜଣାଉଛି | ଭୀମ ଭୋଇ | |||
| ଜାଈଫୁଲ ଚଉତିଶା | ଭୀମ ଭୋଇ | |||
| କଳାନିଧି ଚଉତିଶା | ସିଂହ ଭ୍ରମରବର ରାୟ | |||
| ଉଦ୍ଧବ ଚଉତିଶା | ସିଂହ ଭ୍ରମରବର ରାୟ | |||
| ହରି ଅର୍ଜ୍ଜୁନ ଚଉତିଶା | ଭକ୍ତ ଜୟୀ | |||
| କର୍ଣ୍ଣଲୋଚନ ମନ ସ୍ଥିର | ଭକ୍ତ ଜୟକୃଷ୍ଣ | |||
| କ୍ଷମା ମହିମା ଥାଉଁ ଥାଉଁ | ଭକ୍ତ ଜୟକୃଷ୍ଣ | |||
| କରୁଣା କୃପାସିନ୍ଧୁ ବାନା | ଭକ୍ତ ଜୟକୃଷ୍ଣ | |||
| କରୁଣାସାଗର ଅନାଦି ଈଶ୍ୱର | ଭକ୍ତ ଜୟକୃଷ୍ଣ | |||
| କ୍ଷମା ସାଗର ଶ୍ରୀଗୁରୁ | ଭକ୍ତ ଜୟକୃଷ୍ଣ | |||
| ଫୁଲବଉଳବେଣୀ ଚଉତିଶା | ବୈଷ୍ଣବ ଦାସ | |||
| ଭାନୁମତୀ ଚଉତିଶା | ନରହରି ବିପ୍ର | |||
| ପ୍ରୀତି ଚିନ୍ତାମଣି ଚଉତିଶା | ବୈଷ୍ଣବ ଦାସ | |||
| କଥାଏ କହୁଛି ମୁହିଁ | ଭକ୍ତ ସୁଦର୍ଶନ | |||
| କର ଯୋଡ଼ି ଭକତଙ୍କୁ | ଭକ୍ତ ନାରଣ | |||
| କଳି ଲୋକ ବଡ଼ ଧନ୍ୟ | ଭକ୍ତ ନାରଣ | |||
| କଳିଯୁଗେ ରବିତଳେ | ଭକ୍ତ ମଧୁକର | |||
| କହୁଛିରେ ମୂର୍ଖ ବାଇ | ଭକ୍ତ ପ୍ରେମାନନ୍ଦ | |||
| ଶରୀରଭେଦ ଚଉତିଶା | ବଲ୍ଲଭ ଦାସ | |||
| ସଜନୀ ଚଉତିଶା | କାଶୀନାଥ କର | |||
| ଚିଟାଉ ଚଉତିଶା | ଲକ୍ଷ୍ମୀନାରାୟଣ | |||
| ପହଳୀ ଚଉତିଶା | ଦନେଇ ଦାସ | |||
| ବାଲୁଙ୍କେଶ୍ୱର ଜଣାଣ ଚଉତିଶା | କୃତ୍ତିବାସ | |||
| ଅଲେଖ ଚଉତିଶା | ଭକ୍ତ ସୁଦର୍ଶନ | |||
| ଜୀବନ ଚଉତିଶା | ସୁଦର୍ଶନ ପଟ୍ଟନାୟକ | |||
| ମରୁଆଫୁଲ ଚଉତିଶା | ଦ୍ୱାରକା ଦାସ | |||
| ବଉଳ ଚଉତିଶା | ବଂଶୀଧର ଦାସ | |||
| ରାଧାବିରହ ଚଉତିଶା | ପାର୍ବତୀ ବୈଷ୍ଣବୀ | |||
| ରାଧାକୃଷ୍ଣ ମିଳନ ଚଉତିଶା | ସୁଦର୍ଶନ ପଟ୍ଟନାୟକ | |||
| ଭେଟି ଚଉତିଶା | ଦୟାମାଧବ | |||
| ଫୁଲତୋଳା ଚଉତିଶା | ଜଗନ୍ନାଥ ଦାସ | |||
| ଯଶୋଦା ଶୋକ ଚଉତିଶା | ହରିମାତା | |||
| ମନ୍ଦୋଦରୀ ଶୋକ ଚଉତିଶା | ପ୍ରହଲ୍ଲାଦ ଶବର | |||
| ମାନିନୀ ଚଉତିଶା | କୃଷ୍ଣ ଦାସ | |||
| ଅଭିନ୍ନା ଚଉତିଶା | ଦାଶରଥି ଦାସ | |||
| ନୀଳଗିରି ଚଉତିଶା | ଜଗନ୍ନାଥ | |||
| ଚାଟୁତରଙ୍ଗ ଚଉତିଶା | ||||
| ମାଲ୍ୟବନ୍ତ ଚଉତିଶା | ||||
| ସଙ୍ଗିନୀ ଚଉତିଶା | ||||
| ରସାଳ ଚଉତିଶା | ||||
| ଷଟ୍ ସାଗର ଚଉତିଶା | ||||
| ଶଶିମୁଖୀ ଚଉତିଶା | ||||
| ଭ୍ରମରବର ଚଉତିଶା | ||||
| ପଣ୍ଡିତବୋଧ ଚଉତିଶା | ||||
| ବଡ଼ ଉଦ୍ଧବ ଚଉତିଶା | ||||
| ଗୁରୁମଣ୍ଡନ ଚଉତିଶା | ||||
| ଦିଶମେଘ ଚଉତିଶା | ||||
| ପୂରବୀ ଚଉତିଶା | ||||
| ମାନିନୀ ଚଉତିଶା | ||||
| ଅନୁରାଗ ରତ୍ନାକର ଚଉତିଶା | ||||
| ଶ୍ରୀ ରାଧାବିରହ ଚଉତିଶା | ||||
| କଳିଗମନ ଚଉତିଶା | ||||
| ଚୋଖୀ ଚଉତିଶା | ||||
| କରୁଣାସାଗର ଚଉତିଶା | ||||
| ଜଗବନ୍ଧୁ ଚଉତିଶା | ||||
| ରସକଳା ଚଉତିଶା | ||||
| ଜଗବନ୍ଧୁ ଚଉତିଶା |
ଶ୍ରୀକୃଷ୍ଣଙ୍କ ଜଣାଣ ଚଉତିଶା ଜଗନ୍ନାଥ ପଧାନ ୨୦୨୦
