Jump to content

ଏସ୍ଥର ଡଫ୍ଲୋ

ଉଇକିପିଡ଼ିଆ‌ରୁ
ଏସ୍ଥର ଡଫ୍ଲୋ
ଏସ୍ଥର ଡଫ୍ଲୋ ୨୦୦୯ରେ
ଜନ୍ମ (1972-10-25) ୨୫ ଅକ୍ଟୋବର ୧୯୭୨ (ବୟସ ୫୩)
ଜାତୀୟତାଫରାସୀ, ଆମେରିକୀୟ
ବୈବାହିକ-ସାଥୀଅଭିଜିତ ବାନର୍ଜୀ (୨୦୧୫–ବର୍ତ୍ତମାନ)
ପୁରସ୍କାରJohn Bates Clark Medal (2010)
Calvó-Armengol International Prize (2010)
Dan David Prize (2013)
Nobel Prize in Economics (2019)
ବିଜ୍ଞାନୀ ଜୀବନ
କର୍ମାନୁଷ୍ଠାନମାସାଚୁସେଟ୍ସ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ
ଡକ୍ଟରୀ ଉପଦେଷ୍ଟାଅଭିଜିତ ବାନର୍ଜୀ[]
Joshua Angrist[]
ପ୍ରଭାବିତ କରିଥିଲେଅମର୍ତ୍ୟ ସେନ[]
Michael Kremer
ଆଦର୍ଶବାରାକ ଓବାମା[]

ଏସ୍ଥର ଡଫ୍ଲୋ (French: [dyflo]; ଜନ୍ମ ୨୫ ଅକ୍ଟୋବର ୧୯୭୨) ଜଣେ ଫରାସୀ-ଆମେରିକୀୟ ଅର୍ଥଶାସ୍ତ୍ରୀ । ସେ ମାସାଚୁସେଟ୍ସ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟରେ "ଅବ୍ଦୁଲ ଲତିଫ ଜମିଲ ଦାରିଦ୍ର ଦୂରୀକରଣ ଓ ବିକାଶ ଅର୍ଥଶାସ୍ତ୍ରର" ଅଧ୍ୟାପକ । ସେ ଡଫ୍ଲୋ ଅବ୍ଦୁଲ ଲତିଫ ଜମିଲ ପୋଭର୍ଟି ଆକ୍ସନ ଲ୍ୟାବର ସ‌ହ-ପ୍ରତିଷ୍ଠାତା ଅଟନ୍ତି ।

ଡଫ୍ଲୋ ନ୍ୟାସନାଲ ବ୍ୟୁରୋ ଅଫ ଏକୋନୋମିକ ରିସର୍ଚର ଜଣେ ସ‌ହଯୋଗୀ, ବ୍ୟୁର ଅଫ୍ ରିସର୍ଚ ଓ ଏକୋନୋମିକ ଆନାଲିସିସର ବୋର୍ଡର ସଦସ୍ୟ ଅଟନ୍ତି । ଡଫ୍ଲୋଙ୍କୁ ୨୦୧୯ ମସିହାରେ ଅଭିଜିତ ବାନାର୍ଜୀ ଓ ମାଇକେଲ କ୍ରେମେରଙ୍କ ସ‌ହ "ବିଶ୍ୱରେ ଦାରିଦ୍ର ଦୂରୀକରଣ କରିବାର ପ୍ରୟାସକୁ" ନେଇ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ମିଳିଛି । ସେ ସବୁଠୁ କନିଷ୍ଠତମ ଓ ଦ୍ୱିତୀୟ ମହିଳା ଭାବେ ଏହି ପୁରସ୍କାର ପ୍ରାପ୍ତ କରିଛନ୍ତି ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଡଫ୍ଲୋ ୧୯୭୨ ମସିହାରେ ପ୍ଯାରିସରେ ଜନ୍ମଗ୍ରହଣ କରିଥିଲେ । ପିତା ମାଇକେଲ ଡଫ୍ଲୋ ଜଣେ ଗଣିତ ଅଧ୍ୟାପକ ଓ ମାଆ ଭାଓଲେନ ଡଫ୍ଲୋ ଜଣେ ଶିଶୁରୋଗ ବିଶେଷଜ୍ଞ ଅଟନ୍ତି ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଡଫ୍ଲୋ ୨୦୧୫ ମସିହାରେ ଏମ ଆଇ ‌ଟି ଅଧ୍ୟାପକ ଅଭିଜିତ ବାନାର୍ଜୀଙ୍କୁ ବିବାହ କରିଥିଲେ ।[] ବାନର୍ଜୀ ୧୯୯୯ ମସିହାରେ ଡଫ୍ଲୋଙ୍କ ଅର୍ଥଶାସ୍ତ୍ରରେ ପିଏଛଡି ପର୍ଯ୍ୟବେକ୍ଷକ ଥିଲେ ।

  1. 1 2 Duflo, Esther (1999), Essays in empirical development economics. Ph.D. dissertation, Massachusetts Institute of Technology.
  2. "Esther Duflo, première économiste du développement honorée de la médaille Clark — Sciences économiques et sociales". ses.ens-lyon.fr. Retrieved 14 October 2017.
  3. "Renowned French economist to join Obama's team". 1 June 2013. Archived from the original on 8 May 2014. Retrieved 7 May 2014.
  4. Gapper, John (16 March 2012). "Lunch with the FT: Esther Duflo". Financial Times. Archived from the original on 5 November 2018. Retrieved 28 April 2019.
  5. American Academy of Arts and Sciences Book of Members, 1780–2010 Chapter D page.25
  6. "American Economic Association". www.aeaweb.org. Retrieved 14 October 2017.
  7. "Class of 2009 - MacArthur Foundation". www.macfound.org. Retrieved 14 October 2017.
  8. "NBER Research Associates and Faculty Research Fellows in Economics of Education". www.nber.org. Retrieved 14 October 2017.
  9. "Announcement for Recipient of the 2002 Elaine Bennett Research Prize". Archived from the original on 1 October 2011. Retrieved 14 October 2017.