ଏସ୍ଥର ଡଫ୍ଲୋ

ଉଇକିପିଡ଼ିଆ‌ରୁ
ଏସ୍ଥର ଡଫ୍ଲୋ
ଏସ୍ଥର ଡଫ୍ଲୋ ୨୦୦୯ରେ
ଜନ୍ମ (1972-10-25) ୨୫ ଅକ୍ଟୋବର ୧୯୭୨ (ବୟସ ୫୧)
ଜାତୀୟତାଫରାସୀ, ଆମେରିକୀୟ
ବୈବାହିକ-ସାଥୀଅଭିଜିତ ବାନର୍ଜୀ (୨୦୧୫–ବର୍ତ୍ତମାନ)
ପୁରସ୍କାରJohn Bates Clark Medal (2010)
Calvó-Armengol International Prize (2010)
Dan David Prize (2013)
Nobel Prize in Economics (2019)
ବିଜ୍ଞାନୀ ଜୀବନ
କର୍ମାନୁଷ୍ଠାନମାସାଚୁସେଟ୍ସ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ
ଡକ୍ଟରୀ ଉପଦେଷ୍ଟାଅଭିଜିତ ବାନର୍ଜୀ[୧]
Joshua Angrist[୧]
ପ୍ରଭାବିତ କରିଥିଲେଅମର୍ତ୍ୟ ସେନ[୨]
Michael Kremer
ଆଦର୍ଶବାରାକ ଓବାମା[୩]

ଏସ୍ଥର ଡଫ୍ଲୋ (French: [dyflo]; ଜନ୍ମ ୨୫ ଅକ୍ଟୋବର ୧୯୭୨) ଜଣେ ଫରାସୀ-ଆମେରିକୀୟ ଅର୍ଥଶାସ୍ତ୍ରୀ । ସେ ମାସାଚୁସେଟ୍ସ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟରେ "ଅବ୍ଦୁଲ ଲତିଫ ଜମିଲ ଦାରିଦ୍ର ଦୂରୀକରଣ ଓ ବିକାଶ ଅର୍ଥଶାସ୍ତ୍ରର" ଅଧ୍ୟାପକ । ସେ ଡଫ୍ଲୋ ଅବ୍ଦୁଲ ଲତିଫ ଜମିଲ ପୋଭର୍ଟି ଆକ୍ସନ ଲ୍ୟାବର ସ‌ହ-ପ୍ରତିଷ୍ଠାତା ଅଟନ୍ତି ।

ଡଫ୍ଲୋ ନ୍ୟାସନାଲ ବ୍ୟୁରୋ ଅଫ ଏକୋନୋମିକ ରିସର୍ଚର ଜଣେ ସ‌ହଯୋଗୀ, ବ୍ୟୁର ଅଫ୍ ରିସର୍ଚ ଓ ଏକୋନୋମିକ ଆନାଲିସିସର ବୋର୍ଡର ସଦସ୍ୟ ଅଟନ୍ତି । ଡଫ୍ଲୋଙ୍କୁ ୨୦୧୯ ମସିହାରେ ଅଭିଜିତ ବାନାର୍ଜୀ ଓ ମାଇକେଲ କ୍ରେମେରଙ୍କ ସ‌ହ "ବିଶ୍ୱରେ ଦାରିଦ୍ର ଦୂରୀକରଣ କରିବାର ପ୍ରୟାସକୁ" ନେଇ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ମିଳିଛି । ସେ ସବୁଠୁ କନିଷ୍ଠତମ ଓ ଦ୍ୱିତୀୟ ମହିଳା ଭାବେ ଏହି ପୁରସ୍କାର ପ୍ରାପ୍ତ କରିଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଡଫ୍ଲୋ ୧୯୭୨ ମସିହାରେ ପ୍ଯାରିସରେ ଜନ୍ମ ଗ୍ରହଣ କରିଥିଲେ । ପିତା ମାଇକେଲ ଡଫ୍ଲୋ ଜଣେ ଗଣିତ ଅଧ୍ୟାପକ ଓ ମାଆ ଭାଓଲେନ ଡଫ୍ଲୋ ଜଣେ ଶିଶୁରୋଗ ବିଶେଷଜ୍ଞ ଅଟନ୍ତି ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଡଫ୍ଲୋ ୨୦୧୫ ମସିହାରେ ଏମ ଆଇ ‌ଟି ଅଧ୍ୟାପକ ଅଭିଜିତ ବାନାର୍ଜୀଙ୍କୁ ବିବାହ କରିଥିଲେ । [୪] ବାନର୍ଜୀ ୧୯୯୯ ମସିହାରେ ଡଫ୍ଲୋଙ୍କ ଅର୍ଥଶାସ୍ତ୍ରରେ ପିଏଛଡି ପର୍ଯ୍ୟବେକ୍ଷକ ଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Duflo, Esther (1999), Essays in empirical development economics. Ph.D. dissertation, Massachusetts Institute of Technology.
  2. "Esther Duflo, première économiste du développement honorée de la médaille Clark — Sciences économiques et sociales". ses.ens-lyon.fr. Retrieved 14 October 2017.
  3. "Renowned French economist to join Obama's team". 1 June 2013. Archived from the original on 8 May 2014. Retrieved 7 May 2014.
  4. Gapper, John (16 March 2012). "Lunch with the FT: Esther Duflo". Financial Times. Archived from the original on 5 November 2018. Retrieved 28 April 2019.

ଆଧାର ଭୁଲ: <references>ରେ ଦିଆଯାଇଥିବା "AAAS" ନାମ ସହ ଥିବା <ref> ଚିହ୍ନ ଦରକାରୀ ଲେଖାରେ ବ୍ୟବହାର ହୋଇନାହିଁ ।
ଆଧାର ଭୁଲ: <references>ରେ ଦିଆଯାଇଥିବା "JBCL" ନାମ ସହ ଥିବା <ref> ଚିହ୍ନ ଦରକାରୀ ଲେଖାରେ ବ୍ୟବହାର ହୋଇନାହିଁ ।
ଆଧାର ଭୁଲ: <references>ରେ ଦିଆଯାଇଥିବା "MacArthur" ନାମ ସହ ଥିବା <ref> ଚିହ୍ନ ଦରକାରୀ ଲେଖାରେ ବ୍ୟବହାର ହୋଇନାହିଁ ।
ଆଧାର ଭୁଲ: <references>ରେ ଦିଆଯାଇଥିବା "NBER" ନାମ ସହ ଥିବା <ref> ଚିହ୍ନ ଦରକାରୀ ଲେଖାରେ ବ୍ୟବହାର ହୋଇନାହିଁ ।

ଆଧାର ଭୁଲ: <references>ରେ ଦିଆଯାଇଥିବା "EBRP" ନାମ ସହ ଥିବା <ref> ଚିହ୍ନ ଦରକାରୀ ଲେଖାରେ ବ୍ୟବହାର ହୋଇନାହିଁ ।