ବାରାକ ଓବାମା

ଉଇକିପିଡ଼ିଆ‌ରୁ
ବାରାକ ଓବାମା
୪୪ତମ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି
କାର୍ଯ୍ୟକାଳ
୨୦ଜାନୁଆରୀ ୨୦୦୯ – January 20, 2017
Vice Presidentଜୋସେଫ ବାଇଡେନ
ପୂର୍ବ ଅଧିକାରୀଜୋର୍ଜ ବୁଶ
ପର ଅଧିକାରୀଡୋନାଲ୍ଡ ଟ୍ରମ୍ପ
United States Senator
from ଇଲିନୋଇ
କାର୍ଯ୍ୟକାଳ
୩ ଜାନୁଆରୀ ୨୦୦୫ – ୧୬ ନଭେମ୍ବର ୨୦୦୮
ପୂର୍ବ ଅଧିକାରୀପିଟର ଫିଟଜରାଲ୍ଡ
ପର ଅଧିକାରୀରୋନାଲ୍ଡ ବୁରିସ
Member of the ଇଲିନୋଇ Senate
from the ୧୩ତମ district
କାର୍ଯ୍ୟକାଳ
୮ ଜାନୁଆରୀ ୧୯୯୭ – ୪ ନଭେମ୍ବର ୨୦୦୪
ପୂର୍ବ ଅଧିକାରୀଅଲିସ ପଲମର
ପର ଅଧିକାରୀକ୍ୱମେ ରାଉଓଲ
ବ୍ୟକ୍ତିଗତ ସବିଶେଷ
ଜନ୍ମ
ବାରାକ ହୁସେନ ଓବାମା II

(1961-08-04) ୪ ଅଗଷ୍ଟ ୧୯୬୧ (ବୟସ ୬୨)
ହନଲୁଲୁ, ହବାଇ, ଯୁକ୍ତରାଷ୍ଟ୍ର ଆମେରିକା
ରାଜନୀତିକ ଦଳଡେମୋକ୍ରେଟିକ
ଜୀବନ ସାଥୀମିଶେଲ ଓବାମା
(୧୯୯୨ରୁ ଆଜି ପର୍ଯ୍ୟନ୍ତ)
ସନ୍ତାନମଲିଅ
ସଶ
ଘରହ୍ୱାଇଟ ହାଉସ
ଶିକ୍ଷାପୁନହୌ ବିଦ୍ୟାଳୟ
ଶିକ୍ଷାନୁଷ୍ଠାନଓକ୍ସିଡେଣ୍ଟାଲ କଲେଜ
କଲମ୍ବିଆ ବିଶ୍ୱବିଦ୍ୟାଳୟ
ହାବାର୍ଡ ଆଇନ ବିଦ୍ୟାଳୟ
ସନ୍ତକ
ୱେବସାଇଟସରକାରୀ ୱେବସାଇଟ

ବାରାକ ହୁସେନ ଓବାମା (/bəˈrɑːk hˈsn [invalid input: 'ɵ']ˈbɑːmə/ (listen); ଜନ୍ମ : ୪ ଅଗଷ୍ଟ ୧୯୬୧[୧]) ଯୁକ୍ତରାଷ୍ଟ୍ର ଆମେରିକାର ୪୪ତମ ରାଷ୍ଟ୍ରପତି ଏବଂ ପ୍ରଥମ ଆଫ୍ରିକୀୟ-ଆମେରିକୀୟ ରାଷ୍ଟ୍ରପତି । ତାଙ୍କର ଜନ୍ମ ହବାଇ ରାଜ୍ୟର ହନଲୁଲୁଠାରେ ହୋଇଥିଲା । ଓବାମା କଲମ୍ବିଆ ବିଶ୍ୱବିଦ୍ୟାଳୟ ଓ ହାବାର୍ଡ ଆଇନ ବିଦ୍ୟାଳୟରୁ ସ୍ନାତକୋତର ଡିଗ୍ରୀ ହାସଲ କରିଛନ୍ତି । ସେ ହାବାର୍ଡ ଆଇନ ବିଦ୍ୟାଳୟରେ ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପରିବାର ଓ ନିଜସ୍ୱ ଜୀବନ[ସମ୍ପାଦନା]

ରାଷ୍ଟ୍ରପତି ନିର୍ବାଚନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "President Barack Obama". Washington, D.C.: The White House. 2008. Retrieved December 12, 2008.

ବାହାର ତଥ୍ୟ[ସମ୍ପାଦନା]

ସରକାରୀ

ଅନ୍ୟାନ୍ୟ