Jump to content

ଏଷ୍ଟ୍ରାମଷ୍ଟାଇନ ଫସଫେଟ

ଉଇକିପିଡ଼ିଆ‌ରୁ
ଏଷ୍ଟ୍ରାମଷ୍ଟାଇନ ଫସଫେଟ
Clinical data
Trade namesEmcyt, Estracyt, others
SynonymsEstradiol normustine phosphate; EMP; Leo 299; NSC-89199; Ro 21-8837/001; Estradiol 3-normustine 17β-phosphate; Estradiol 3-(bis(2-chloroethyl)carbamate) 17β-(dihydrogen phosphate)
AHFS/Drugs.commonograph
MedlinePlusa608046
data
Pregnancy
category
  • AU: D
  • US: X (Contraindicated)
Routes of
administration
By mouth
Legal status
Legal status
Pharmacokinetic data
Bioavailability44–75% (as estramustine and estromustine)[୨]
Protein binding• Estradiol: 98%[୪]
• Estrone: 96%[୪]
MetabolismLiver, intestines[୧][୨][୩]
Metabolites• Estramustine[୧][୨]
Estromustine[୧][୨]
Estradiol[୧][୨]
Estrone[୧][୨]
Phosphoric acid[୧][୨]
Normustine[୫]
Elimination half-life• EMP: 1.27 hours[୬]
• Estromustine: 10–14 hrs[୨]
• Estrone: 15–17 hours[୨]
ExcretionBile, feces (2.9–4.8%)[୨][୩]
Identifiers
  • [(8R,9S,13S,14S,17S)-13-methyl-17-phosphonooxy-6,7,8,9,11,12,14,15,16,17-decahydrocyclopenta[a]phenanthren-3-yl] N,N-bis(2-chloroethyl)carbamate
ECHA InfoCard100.023.193 Edit this at Wikidata
Chemical and physical data
FormulaC23H32Cl2NO6P
Molar mass୫୨୦.୩୮ g·mol−1
3D model (JSmol)
  • C[C@]12CC[C@H]3[C@H]([C@@H]1CC[C@@H]2OP(=O)(O)O)CCC4=C3C=CC(=C4)OC(=O)N(CCCl)CCCl
  • InChI=1S/C23H32Cl2NO6P/c1-23-9-8-18-17-5-3-16(31-22(27)26(12-10-24)13-11-25)14-15(17)2-4-19(18)20(23)6-7-21(23)32-33(28,29)30/h3,5,14,18-21H,2,4,6-13H2,1H3,(H2,28,29,30)/t18-,19-,20+,21+,23+/m1/s1
  • Key:ADFOJJHRTBFFOF-RBRWEJTLSA-N

ଏଷ୍ଟ୍ରାମଷ୍ଟାଇନ ଫସଫେଟ (ଇଂରାଜୀ ଭାଷାରେ Estramustine phosphate/ EMP ), ଅନ୍ୟମାନଙ୍କ ମଧ୍ୟରେ ଏମ୍ସିଟ ଏକ ବିକ୍ରୟ ନାମ, ହେଉଛି ପ୍ରୋଷ୍ଟେଟ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୭] ଏହି ରୋଗ ବିଶେଷ ଭାବରେ ହରମୋନ୍ ପ୍ରତିକ୍ରିୟାଶୀଳ ଥିଲେ ଏହା ବ୍ୟବହୃତ ହୁଏ ।[୭] ଏହାକୁ ଦିନକୁ ତିନିରୁ ଚାରିଥର ପାଟିରେ ଦିଆଯାଏ ।[୭]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ହୃଦ୍‌ପାତ, ସ୍ୱଳ୍ପ ଲାଲ ରକ୍ତ କଣିକା, ସ୍ତନ ବୃଦ୍ଧି, ଯକୃତ ସମସ୍ୟା, ରକ୍ତ ଜମାଟ ବାନ୍ଧିବା ଏବଂ ଅଇ ହୋଇପାରେ ।[୮] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯୌନ ଅସୁବିଧା, ଉଚ୍ଚ ରକ୍ତଚାପ ଏବଂ ଆଞ୍ଜିଓଇଡିମା ଅନ୍ତର୍ଭୁକ୍ତ ହୋଇପାରେ ।[୭] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୭] ଏକ ନାଇଟ୍ରୋଜେନ ମଷ୍ଟାର୍ଡ଼ ସହିତ ଏକ ଏଷ୍ଟ୍ରାଡିଓଲ ଯୋଗ କରି ଏହା ପ୍ରସ୍ତୁତ କରାଯାଏ । [୯]

୧୯୭୦ ଦଶକର ଆରମ୍ଭରେ ଡାକ୍ତରୀ ବ୍ୟବହାର ପାଇଁ ଏଷ୍ଟ୍ରାମଷ୍ଟାଇନ୍ ଫସଫେଟ ପ୍ରଚଳନ କରାଯାଇଥିଲା ।[୧] ଏହା ଆମେରିକା, କାନାଡ଼ା, ଯୁକ୍ତରାଜ୍ୟ ଏବଂ ଅନ୍ୟାନ୍ୟ ୟୁରୋପୀୟ ଦେଶମାନଙ୍କରେ ଉପଲବ୍ଧ ।[୧୦] ଯୁକ୍ତରାଜ୍ୟରେ ଏହାର ୧୪୦ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୭୦ ପାଉଣ୍ଡ ଥିଲା ।[୮] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୬୦୦ ଡଲାର ଅଟେ ।[୧୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Kitamura T (February 2001). "Necessity of re-evaluation of estramustine phosphate sodium (EMP) as a treatment option for first-line monotherapy in advanced prostate cancer". Int. J. Urol. 8 (2): 33–6. doi:10.1046/j.1442-2042.2001.00254.x. PMID 11240822.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ଆଧାର ଭୁଲ: ଅଚଳ <ref> ଚିହ୍ନ; pmid9515186 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. ୩.୦ ୩.୧ "Emcyt (estramustine) dosing, indications, interactions, adverse effects, and more". Medscape Reference. WebMD. Archived from the original on 21 February 2014. Retrieved 8 February 2014.
  4. ୪.୦ ୪.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; pmid16112947 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. ଆଧାର ଭୁଲ: ଅଚଳ <ref> ଚିହ୍ନ; Inoue2018 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. ଆଧାର ଭୁଲ: ଅଚଳ <ref> ଚିହ୍ନ; pmid7579781 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  7. ୭.୦ ୭.୧ ୭.୨ ୭.୩ ୭.୪ "Estramustine Monograph for Professionals". Drugs.com (in ଇଂରାଜୀ). Archived from the original on 7 January 2022. Retrieved 16 December 2021.
  8. ୮.୦ ୮.୧ BNF 81: March-September 2021. BMJ Group and the Pharmaceutical Press. 2021. p. 940. ISBN 978-0857114105.
  9. "Drug Information Portal - U.S. National Library of Medicine - Quick Access to Quality Drug Information". druginfo.nlm.nih.gov (in ଇଂରାଜୀ). Archived from the original on 11 January 2022. Retrieved 16 December 2021.
  10. Index Nominum 2000: International Drug Directory. Taylor & Francis. January 2000. pp. 406–407. ISBN 978-3-88763-075-1. Archived from the original on 2021-06-07. Retrieved 2021-08-24.
  11. "Estramustine Phosphate Sodium Prices, Coupons & Savings Tips - GoodRx". GoodRx. Retrieved 16 December 2021.