Jump to content

ଏର୍ଲୋଟିନିବ

ଉଇକିପିଡ଼ିଆ‌ରୁ
ଏର୍ଲୋଟିନିବ
Clinical data
Trade namesTarceva
SynonymsErlotinib hydrochloride
AHFS/Drugs.commonograph
MedlinePlusa605008
data
Pregnancy
category
    Routes of
    administration
    By mouth tablets
    Legal status
    Legal status
    Pharmacokinetic data
    Bioavailability59%
    Protein binding95%
    MetabolismLiver (mainly CYP3A4, less CYP1A2)
    Elimination half-life36.2 hrs (median)
    Excretion>98% as metabolites, of which >90% via feces, 9% via urine
    Identifiers
    • N-(3-ethynylphenyl)-6,7-bis(2-methoxyethoxy)
      quinazolin-4-amine
    ECHA InfoCard100.216.020 Edit this at Wikidata
    Chemical and physical data
    FormulaC22H23N3O4
    Molar mass୩୯୩.୪୪ g·mol−1
    3D model (JSmol)
    • COCCOc1cc2c(cc1OCCOC)ncnc2Nc3cccc(c3)C#C
    • InChI=1S/C22H23N3O4/c1-4-16-6-5-7-17(12-16)25-22-18-13-20(28-10-8-26-2)21(29-11-9-27-3)14-19(18)23-15-24-22/h1,5-7,12-15H,8-11H2,2-3H3,(H,23,24,25) checkY
    • Key:AAKJLRGGTJKAMG-UHFFFAOYSA-N checkY
      (verify)

    ଏର୍ଲୋଟିନିବ, ଅନ୍ୟମାନଙ୍କ ମଧ୍ୟରେ ଏକ ବ୍ୟବସାୟୀକ ନାମ ଟାର୍ସେଭା/Tarceva, ହେଉଛି ଏକ ଔଷଧ ଯାହା ଅଗ୍ନାଶୟ କର୍କଟ ଓ ଅଣ-ଛୋଟ କୋଷ ଫୁସଫୁସ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [] ନିର୍ଦ୍ଦିଷ୍ଟ ଭାବରେ ଏହା ଏପିଡର୍ମାଲ ଅଭିବୃଦ୍ଧି ଫ୍ୟାକ୍ଟର ରିସେପ୍ଟରରେ (EGFR)ରେ ହେଉଥିବା ମ୍ୟୁଟେସନ - ଏକ ଏକ୍ସନ୍ ୧୯ ବିଲୋପ (del19) କିମ୍ବା ଏକ୍ସନ୍ 21 (L858R) ପ୍ରତିସ୍ଥାପନ ମ୍ୟୁଟେସନ୍ - ରୋଗ ପାଇଁ ଦିଆଯାଏ ଯାହା ଶରୀରର ଅନ୍ୟ ସ୍ଥାନ‌କୁ ବ୍ୟାପିଥାଏ ।[] ଏହା ପାଟିରେ ଦିଆଯାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାଶ, ତରଳ ଝାଡ଼ା, ମାଂସପେଶୀ ଯନ୍ତ୍ରଣା, ଗଣ୍ଠି ଯନ୍ତ୍ରଣା ଏବଂ କାଶ ଅନ୍ତର୍ଭୁକ୍ତ | [] [] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଫୁସଫୁସ ସମସ୍ୟା, ବୃକ୍‌କ ସମସ୍ୟା, ଯକୃତ ବିଫଳତା, ଜଠରାନ୍ତ୍ର ଛିଦ୍ର, ଷ୍ଟ୍ରୋକ୍ ଏବଂ କର୍ଣ୍ଣିଆ ଘାଆ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [] ଏହା ଏକ ରିସେପ୍ଟର ଟାଇରୋସିନ କାଇନେଜ ଇନହିବିଟର ଯାହା ଏପିଡର୍ମାଲ ବୃଦ୍ଧି ଫ୍ୟକ୍ଟର (EGFR) ଉପରେ କାର୍ଯ୍ୟ କରେ | []

    ଯୁକ୍ତରାଷ୍ଟ୍ରରେ ୨୦୦୪ ମସିହାରେ ଡାକ୍ତରୀ ବ୍ୟବହାର ପାଇଁ ଏର୍ଲୋଟିନିବ ଅନୁମୋଦିତ ହୋଇଥିଲା। [] [] [] ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ତାଲିକାରେ ଏହାର ନାମ ଅଛି । ଯୁକ୍ତରାଷ୍ଟ୍ରରେ, ୨୦୧୯ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୮,୮୩୨ ଆମେରିକୀୟ ଡଲାର୍ ଥିଲା | [] ଯୁକ୍ତରାଜ୍ୟରେ ପ୍ରତି ମାସରେ ଏହା ପିଛା ୧,୬୩୨ ପାଉଣ୍ଡ ଖର୍ଚ୍ଚ ହୋଇଥାଏ | []

    1. 1 2 "Erlotinib (Tarceva) Use During Pregnancy". Drugs.com. 1 November 2019. Retrieved 23 December 2019.
    2. 1 2 3 "Erlotinib Monograph for Professionals". Drugs.com. Retrieved 12 November 2019.
    3. 1 2 3 4 5 "Erlotinib Monograph for Professionals". Drugs.com. Retrieved 12 November 2019.
    4. 1 2 "Tarceva- erlotinib hydrochloride tablet". DailyMed. 12 December 2018. Retrieved 23 December 2019.
    5. "Drug Approval Package: Tarceva (Erlotinib) NDA #021743". U.S. Food and Drug Administration (FDA). 28 March 2005. Archived from the original on 23 December 2019. Retrieved 23 December 2019.
    6. "Tarceva Prices, Coupons & Patient Assistance Programs". Drugs.com.
    7. British national formulary : BNF 76 (76 ed.). Pharmaceutical Press. 2018. p. 950. ISBN 9780857113382.