ଏଭି-ନୋଡାଲ ରିଏଣ୍ଟ୍ରାଣ୍ଟ ଦୃତ‌ହୃଦ୍‌ଗତି

ଉଇକିପିଡ଼ିଆ‌ରୁ
AV-nodal reentrant tachycardia
Atrioventricular nodal reentrant tachycardia, atrioventricular nodal reentry tachycardia
ECG tracing of typical AV nodal reentrant tachycardia. Highlighted in yellow is the P wave that falls after the QRS complex.
ବିଭାଗCardiology
ଲକ୍ଷଣPalpitations, neck pounding, lightheadedness, shortness of breath, chest discomfort[୧][୨]
ଆକ୍ରାନ୍ତ ସମୟSudden[୩]
ଅବଧିEpisodic[୪]
ରୋଗ ନିର୍ଣ୍ଣୟ ପଦ୍ଧତିElectrocardiogram (ECG), electrophysiology studies[୧][୫]
ସଠିକ ରୋଗ ନିର୍ଣ୍ଣୟAtrioventricular reentrant tachycardia, focal atrial tachycardia, junctional ectopic tachycardia, atrial flutter[୧]
ଚିକିତ୍ସାVagal maneuvers, adenosine, electrical cardioversion, ablation[୧]
PrognosisGenerally good[୧]

ଏଭି-ନୋଡାଲ ରିଏଣ୍ଟ୍ରାଣ୍ଟ ଦୃତ‌ହୃଦଗତି (AV-nodal reentrant tachycardia/ AVNRT) ହେଉଛି ଏକ ପ୍ରକାର ଅସ୍ୱାଭାବିକ ଏହା ଏକ ଦୃତ ହୃତ୍‌ପିଣ୍ଡ ଗତି ରୋଗ ।। [୬] ଏହାର ଲକ୍ଷଣରେ ପାଲପିଟେସନ, ବେକ ଧକ ଧକ ହେବା, ହାଲୁକା ମୁଣ୍ଡ, ଅଣନିଶ୍ୱାସ, ପରିସ୍ରା ବୃଦ୍ଧି ଏବଂ ଛାତି ଅସ୍ୱାଭାବିକତା ହୋଇପାରେ । [୭] [୮] [୯] ଆରମ୍ଭ ସାଧାରଣତଃ ହଠାତ୍ ହୋଇଥାଏ । [୧୦] ଜଟିଳତାରେ ପୂର୍ବରୁ ଥିବା କରୋନାରୀ ଧମନୀ ରୋଗରେ ହୃଦଘାତ ହୋଇପାରେ । [୧]

ଏହା ସାଧାରଣତଃ ଅନ୍ତର୍ନିହିତ ହୃଦରୋଗ ସହିତ ଜଡିତ ନୁହେଁ । [୭] ଅନ୍ତର୍ନିହିତ କାର୍ଯ୍ୟରେ ଏଭି ନୋଡରେ ଦୁଇଟି ପଥ ଅନ୍ତର୍ଭୂକ୍ତ ଥାଏ ବୋଲି ବିଶ୍ୱାସ କରାଯାଏ ଯାହା ବିଭିନ୍ନ ବେଗରେ ଚାଲିଥାଏ । ଏକ ଇସିଜିରେ (ECG) [୧୦] ପ୍ରତି ମିନିଟରେ ୧୪୦ରୁ ୨୮୦ ବିଟ୍ ଏବଂ ଏକ ସଂକୀର୍ଣ୍ଣ କ୍ୟୁଆରଏସ କମ୍ପଲେକ୍ସ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । [୧] ପି ତରଙ୍ଗ ସାଧାରଣତଃ ଦେଖାଯାଏ ନାହିଁ ।[୩]

ଚିକିତ୍ସାରେ ନିର୍ଦ୍ଦିଷ୍ଟ ଶାରୀରିକ କ୍ରିୟା, ଔଷଧ କିମ୍ବା ଇଲେକ୍ଟ୍ରିକାଲ କାର୍ଡ଼ିଓଭର୍ସନ କରାଯାଏ । [୭] ବ୍ୟବହୃତ ଔଷଧ ମଧ୍ୟରେ ଆଡେନୋସିନ କିମ୍ବା ଡିଲଟାୟାଜେମ୍ ଅନ୍ତର୍ଭୁକ୍ତ ହୋଇପାରେ । [୧] କାର୍ଡିଓଭର୍ସନ ପାଇଁ ପ୍ରାରମ୍ଭିକ ପରାମର୍ଶରେ ୫୦ରୁ ୧୦୦ଜେ ଦିଆଯାଏ ।[୧୦] ବାରମ୍ବାର ଆକ୍ରମଣ ହେଉଥିଲେ ରେଡିଓଫ୍ରିକ୍ୱେନ୍ସି ଆବ୍ଲାସନ ଚିକିତ୍ସା କରାଯାଇପାରେ । [୧] ଯଦି ଏହା ଏକ ବିକଳ୍ପ ନୁହେଁ ତେବେ ବିଟା ବ୍ଲକର କିମ୍ବା ଡିଲଟାୟଜେମ୍ ଦୀର୍ଘକାଳ ଧରି ବ୍ୟବହୃତ ହୋଇପାରେ । [୯] ଫଳାଫଳ ସାଧାରଣତ ଭଲ ଅଟେ । [୧]

ପାରାକ୍ସାଇସମାଲ୍ ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡିଆ (SVT)ର ପ୍ରାୟ ୬୦% ମାମଲାକୁ ଏଭି-ନୋଡାଲ ରିଏଣ୍ଟ୍ରାଣ୍ଟ ଦୃତ‌ହୃଦଗତି ପ୍ରତିନିଧିତ୍ୱ କରେ । [୭] ୧୪ରୁ ୫୦ ବର୍ଷ ବୟସ୍କ ଲୋକଙ୍କ ମଧ୍ୟରେ ଆରମ୍ଭ ହୁଏ । [୯] ମହିଳାମାନେ ପୁରୁଷଙ୍କ ତୁଳନାରେ ଦୁଇଗୁଣ ପ୍ରଭାବିତ ହୁଅନ୍ତି। [୧୦] ଅନ୍ତର୍ନିହିତ କାର୍ଯ୍ୟବିଧି ପ୍ରଥମେ ୧୯୭୩ ମସିହାରେ ଡେନସ୍ଦ୍ୱାରା ବର୍ଣ୍ଣନା କରାଯାଇଥିଲା । [୧୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Hafeez, Y; Armstrong, TJ (January 2020). "Atrioventricular Nodal Reentry Tachycardia". PMID 29763111. {{cite journal}}: Cite journal requires |journal= (help)
  2. Page, Richard L.; Joglar, José A.; Caldwell, Mary A.; Calkins, Hugh; Conti, Jamie B.; Deal, Barbara J.; Estes, N. A. Mark; Field, Michael E.; Goldberger, Zachary D. (May 2016). "2015 ACC/AHA/HRS Guideline for the Management of Adult Patients With Supraventricular Tachycardia: A Report of the American College of Cardiology/American Heart Association Task Force on Clinical Practice Guidelines and the Heart Rhythm Society". Journal of the American College of Cardiology. 67 (13): e27–e115. doi:10.1016/j.jacc.2015.08.856. ISSN 1558-3597. PMID 26409259.
  3. ୩.୦ ୩.୧ Helton, MR (1 November 2015). "Diagnosis and Management of Common Types of Supraventricular Tachycardia". American family physician. 92 (9): 793–800. PMID 26554472.
  4. Shenasa, Mohammad (2014). Electrocardiography of Complex Arrhythmias, An Issue of Cardiac Electrophysiology Clinics, E-Book (in ଇଂରାଜୀ). Elsevier Health Sciences. p. 483. ISBN 978-0-323-31210-3. Archived from the original on 2021-08-27. Retrieved 2021-02-09.
  5. Katritsis, Demosthenes G; Camm, A. John (1 January 2006). "Classification and differential diagnosis of atrioventricular nodal re-entrant tachycardia". EP Europace. 8 (1): 29–36. doi:10.1093/europace/euj010.
  6. Katritsis, Demosthenes G.; Camm, A. John (24 August 2010). "Atrioventricular Nodal Reentrant Tachycardia". Circulation. 122 (8): 831–840. doi:10.1161/CIRCULATIONAHA.110.936591.
  7. ୭.୦ ୭.୧ ୭.୨ ୭.୩ Hafeez, Y; Armstrong, TJ (January 2020). "Atrioventricular Nodal Reentry Tachycardia". PMID 29763111. {{cite journal}}: Cite journal requires |journal= (help)
  8. Shenasa, Mohammad (2014). Electrocardiography of Complex Arrhythmias, An Issue of Cardiac Electrophysiology Clinics, E-Book (in ଇଂରାଜୀ). Elsevier Health Sciences. p. 483. ISBN 978-0-323-31210-3. Archived from the original on 2021-08-27. Retrieved 2021-02-09.
  9. ୯.୦ ୯.୧ ୯.୨ Page, Richard L.; Joglar, José A.; Caldwell, Mary A.; Calkins, Hugh; Conti, Jamie B.; Deal, Barbara J.; Estes, N. A. Mark; Field, Michael E.; Goldberger, Zachary D. (May 2016). "2015 ACC/AHA/HRS Guideline for the Management of Adult Patients With Supraventricular Tachycardia: A Report of the American College of Cardiology/American Heart Association Task Force on Clinical Practice Guidelines and the Heart Rhythm Society". Journal of the American College of Cardiology. 67 (13): e27–e115. doi:10.1016/j.jacc.2015.08.856. ISSN 1558-3597. PMID 26409259.
  10. ୧୦.୦ ୧୦.୧ ୧୦.୨ ୧୦.୩ Helton, MR (1 November 2015). "Diagnosis and Management of Common Types of Supraventricular Tachycardia". American family physician. 92 (9): 793–800. PMID 26554472.
  11. Katritsis, Demosthenes G; Camm, A. John (1 January 2006). "Classification and differential diagnosis of atrioventricular nodal re-entrant tachycardia". EP Europace. 8 (1): 29–36. doi:10.1093/europace/euj010.