ଋତପର୍ଣ୍ଣା ପଣ୍ଡା
Appearance
ଋତପର୍ଣ୍ଣା ପଣ୍ଡା | |
---|---|
ବ୍ୟକ୍ତିଗତ ତଥ୍ୟ | |
ଜନ୍ମ | ନୂଆବଜାର, କଟକ, ଓଡ଼ିଶା, ଭାରତ | ୭ ମଇ ୧୯୯୯
ଦେଶ | ଭାରତ |
ମହିଳା ଏକଳ ଓ ମିକ୍ସଡ଼ ଡବଲ୍ସ | |
ସର୍ବୋଚ୍ଚ ରାଙ୍କ | 166 (WD 28 June 2018) 640 (XD 31 September 2018) |
BWF Profile |
ଋତପର୍ଣ୍ଣା ପଣ୍ଡା (ଜନ୍ମ: ୭ ମଇ ୧୯୯୯) ଓଡ଼ିଶାରେ ଜନ୍ମିତ ଜଣେ ବ୍ୟାଡ଼ମିଣ୍ଟନ ଖେଳାଳି । ସେ ୨୦୧୮ ଏସିୟାନ ଗେମ୍ସରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ।[୧][୨][୩] ବର୍ତ୍ତମାନ ସେ ହାଇଦ୍ରାବାଦସ୍ଥିତ ଗୋପିଚାନ୍ଦ ଏକାଡେମୀରେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି । ବାଙ୍ଗାଲୁରୁଠାଅରେ ଅନୁଷ୍ଠିତ ହୋଇଥିବା ଅଖିଳ ଭାରତୀୟ ସିନିୟର ର୍ୟାଙ୍କିଙ୍ଗ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ସେ ମହିଳା ଡବଲ୍ସ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଥିଲେ । ସେ ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ଏମବିଏ ପଢିଛନ୍ତି ।[୪]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଏକଲବ୍ୟ ପୁରସ୍କାର - ୨୦୨୧[୫]
ଆଧାର
[ସମ୍ପାଦନା]- ↑ "Badminton: Srikanth, Sindhu lead 20-member squad for Asian Games". The Times of India. 27 June 2018. Retrieved 27 July 2018.
- ↑ "Asian Games 2018: Here's the list of Indian squads". Mumbai Mirror. 26 July 2018. Retrieved 27 July 2018.
- ↑ "Odisha's budding shuttler Rutuparna eyes for Olympics". Odisha Sun Times. 9 August 2017. Retrieved 27 July 2018.
- ↑ "Shuttler Rutuparna Panda speaks about her expectation from Asian Games". www.eenaduindia.com. Ushodaya Enterprises Pvt. Ltd. 6 August 2018. Archived from the original on 21 October 2018. Retrieved 21 October 2018.
- ↑ "ଋତୁପର୍ଣ୍ଣା ପଣ୍ଡାଙ୍କୁ ଏକଲବ୍ୟ ପୁରସ୍କାର: ସ୍ବସ୍ତି ସିଂହ, ପ୍ୟାରୀ ଖାଖାଙ୍କୁ ମିଳିବ ସମ୍ମାନ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 25 October 2021. Retrieved 25 October 2021.
- ଋତପର୍ଣ୍ଣା ପଣ୍ଡା at BWF.tournamentsoftware.com