ଉଦୟନାଥ ସାହୁ (ଗାୟକ)
ଦେଖଣା
(ଉଦୟନାଥ ସାହୁ (ସଙ୍ଗୀତ)ରୁ ଲେଉଟି ଆସିଛି)
ଉଦୟନାଥ ସାହୁ ଜଣେ ଓଡ଼ିଆ-ଭାଷୀ ପ୍ରଛଦପଟ୍ଟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଥିଲେ । ଆକାଶବାଣୀ କଟକରୁ ତାଙ୍କର ଗୀତସବୁ ପ୍ରଚାରିତ ହୋଇଥିଲା । ୧୯୫୧ରେ ମୁକ୍ତିଲାଭ କରିଥିବା ସପ୍ତଶଯ୍ୟା ଓ ୧୯୬୩ରେ ମୁକ୍ତିଲାଭ କରିଥିବା ନାରୀ କଥାଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଗୀତ ମଧ୍ୟ ବୋଲିଥିଲେ ।[୧][୨][୩] ସେ କଲିକତା ରେଡ଼ିଓ ଷ୍ଟେସନରେ ଜଣେ ସ୍ୱୀକୃତିପ୍ରାପ୍ର କଣ୍ଠଶିଳ୍ପୀ ଥିଲେ ।[୪]
ଗୀତ ତାଲିକା
[ସମ୍ପାଦନା]କଥାଚିତ୍ର
[ସମ୍ପାଦନା]| କ୍ରମ | ଗୀତ | ଗୀତିକାର | ସଙ୍ଗୀତ ନିର୍ଦ୍ଦେଶକ | କଥାଚିତ୍ର | ମନ୍ତବ୍ୟ/ଆଧାର |
|---|---|---|---|---|---|
| ୧ | ଆରେ ସଙ୍ଗିନୀ ଆରେ | ଅନନ୍ତ ପଟ୍ଟନାୟକ | ଉଦୟନାଥ ସାହୁ | ସପ୍ତଶଯ୍ୟା (୧୯୫୧) | |
| ୨ | ତୁମ ଶିରେ ଶୋହେ ଫୁଲ | ଅନନ୍ତ ପଟ୍ଟନାୟକ | ଉଦୟନାଥ ସାହୁ | ସପ୍ତଶଯ୍ୟା (୧୯୫୧) | |
| ୩ | ବାରି ଝରେ | କାଳୀଚରଣ ପଟ୍ଟନାୟକ | ଉଦୟନାଥ ସାହୁ ଓ | ନାରୀ (୧୯୬୩)[୫] |
ଅନ୍ୟାନ୍ୟ
[ସମ୍ପାଦନା]| କ୍ରମ | ଗୀତ | ଗୀତିକାର | ସଙ୍ଗୀତ ନିର୍ଦ୍ଦେଶକ | ମନ୍ତବ୍ୟ/ଆଧାର |
|---|---|---|---|---|
| ୧ | ଧୋରେ ବାଇଆ ଧୋ | ଉଦୟନାଥ ସାହୁ | ଉଦୟନାଥ ସାହୁ | |
| ୨ | ପାଲକି ଯାଏ | ଉଦୟନାଥ ସାହୁ | ଉଦୟନାଥ ସାହୁ | |
| ୩ | ଶାଶୁଘରେ ଯାଏ ଝିଅ | ଉଦୟନାଥ ସାହୁ | ଉଦୟନାଥ ସାହୁ | |
| ୪ | ଲବଙ୍ଗଲତା କହନା କଥା | ଉଦୟନାଥ ସାହୁ | ଉଦୟନାଥ ସାହୁ | |
| ୫ | ପଥର ଦେଉଳେ ପଥର[୬] | |||
| (ଗାୟିକା: ଗ୍ଲୋରିଆ ରାଉତ) | ||||
| ୧ | ଆଜି କୁଆଁର ପୁନେଇଁ | ଉଦୟନାଥ ସାହୁ | ଉଦୟନାଥ ସାହୁ |
ଆଧାର
[ସମ୍ପାଦନା]- ↑ Delhi, All India Radio (AIR),New (1949-08-07). THE INDIAN LISTENER: Vol. XIV. No. 18. (7th AUGUST 1949) (in ଇଂରାଜୀ). All India Radio (AIR),New Delhi.
{{cite book}}: CS1 maint: multiple names: authors list (link) - ↑ Delhi, All India Radio (AIR), New (1973-04-08). AKASHVANI: Vol. XXXVIII, No. 15 ( 8 APRIL, 1973 ) (in ଇଂରାଜୀ). All India Radio (AIR),New Delhi.
{{cite book}}: CS1 maint: multiple names: authors list (link) - ↑ Sāhu, Lakshmīnārāẏaṇa (1968). Mo bārabulā jībana. Lakshmīnārāẏaṇa Sāhu Smr̥tirakshā Samiti.
- ↑ Patnaik, Sanjoy (2023-08-24). Of Reels, Romance and Retakes: Social Narratives of Cinema in Odisha (in ଇଂରାଜୀ). Taylor & Francis. ISBN 978-1-000-99406-3.
- ↑ 'Bari Jhare Adina Ghora Ghana Gheri......' in Odia Movie 'Nari'(1963), retrieved 2023-12-05
- ↑ Vintage 78 RPM Odia Recordings...Pathara Deule.... sung by Uday Nath Sahu, retrieved 2023-12-05
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |