ଉଦିତ ପ୍ରତାପ ଦେଓ
ଉଦିତ ପ୍ରତାପ ଦେଓ | |
---|---|
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପୂର୍ବ ଅଧିକାରୀ | ତ୍ରିନାଥ ସରାବ |
ପର ଅଧିକାରୀ | ମହେଶ୍ୱର ବରାଡ଼ |
ନିର୍ବାଚନ ମଣ୍ଡଳୀ | ଜୁନାଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୧ ଅଗଷ୍ଟ ୧୯୪୮ |
ମୃତ୍ୟୁ | ୨ ସେପ୍ଟେମ୍ବର ୨୦୧୯ | (ବୟସ ୭୧)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ପଦ୍ମା ମଞ୍ଜରୀ ଦେବୀ |
ସମ୍ପର୍କ | ବିକ୍ରମ କେଶରୀ ଦେଓ (ସାନ ଭାଇ) କୃଷ୍ଣା ଦେବୀ (ଭଉଣୀ) କାମାକ୍ଷା ପ୍ରସାଦ ସିଂହଦେଓ (ଭିଣୋଇ) |
ବାପା/ବୋଉ | ପ୍ରତାପ କେଶରୀ ଦେଓ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଉଦିତ ପ୍ରତାପ ଦେଓ (୨୧ ଅଗଷ୍ଟ ୧୯୪୮ – ୨ ସେପ୍ଟେମ୍ବର ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଉଦିତ ପ୍ରତାପ ଦେଓ ୧୯୪୮ ମସିହାର ଅଗଷ୍ଟ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରତାପ କେଶରୀ ଦେଓ ଓ ପତ୍ନୀଙ୍କ ନାମ ପଦ୍ମା ମଞ୍ଜରୀ ଦେବୀ ।[୨] ତାଙ୍କ ବାପା, ଭାଇ ବିକ୍ରମ କେଶରୀ ଦେଓ ଓ ଭିଣୋଇ କାମାକ୍ଷା ପ୍ରସାଦ ସିଂହଦେଓ ମଧ୍ୟ ଜଣେ ଜଣେ ରାଜନେତା । କଳାହାଣ୍ଡିର ୩୨ ତମ ରାଜା ଭାବରେ ୨୦୦୧ ମସିହାରେ ତାଙ୍କର ଅଭିଷେକ କରାଯାଇଥିଲା ।[୩]
ରାଜନୈତିକ ଜୀବନ
[ସମ୍ପାଦନା]ଉଦିତ ପ୍ରତାପ ଦେଓ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୨]
ମୃତ୍ୟୁ
[ସମ୍ପାଦନା]ଉଦିତ ପ୍ରତାପ ଦେଓ ୨୦୧୯ ମସିହାର ସେପ୍ଟେମ୍ବର ୨ ତାରିଖରେ ୭୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୪]
ଆଧାର
[ସମ୍ପାଦନା]- ↑ "Former Kalahandi king Udit Pratap Deo passes away". OrissaPOST (in English). Bhubaneswar. 3 September 2019. Archived from the original on 14 June 2021. Retrieved 14 June 2021.
{{cite news}}
: CS1 maint: unrecognized language (link) - ↑ ୨.୦ ୨.୧ "Shri Udit Pratap Deo". odishaassembly.nic.in. Odisha Assembly. Retrieved 12 June 2021.
- ↑ "Odisha: Maharaja of Kalahandi Udit Pratap Deo passes away | Sambad English". Sambad English (in English). sambadenglish.com. 2 September 2019. pp. Bhubaneswar. Archived from the original on 14 June 2021. Retrieved 14 June 2021.
{{cite news}}
: CS1 maint: unrecognized language (link) - ↑ "Ex-MLA Swatantra party from Junagarh Assembly Udit Pratap passes away". The New Indian Express (in English). BHAWANIPATNA. 3 September 2019. Retrieved 14 June 2021.
{{cite news}}
: CS1 maint: unrecognized language (link)