ଉଦିତ ପ୍ରତାପ ଦେଓ

ଉଇକିପିଡ଼ିଆ‌ରୁ
ଉଦିତ ପ୍ରତାପ ଦେଓ
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀତ୍ରିନାଥ ସରାବ
ପର ଅଧିକାରୀମହେଶ୍ୱର ବରାଡ଼
ନିର୍ବାଚନ ମଣ୍ଡଳୀଜୁନାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1948-08-21)୨୧ ଅଗଷ୍ଟ ୧୯୪୮
ମୃତ୍ୟୁ୨ ସେପ୍ଟେମ୍ବର ୨୦୧୯(2019-09-02) (ବୟସ ୭୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀପଦ୍ମା ମଞ୍ଜରୀ ଦେବୀ
ସମ୍ପର୍କବିକ୍ରମ କେଶରୀ ଦେଓ (ସାନ ଭାଇ)
କୃଷ୍ଣା ଦେବୀ (ଭଉଣୀ)
କାମାକ୍ଷା ପ୍ରସାଦ ସିଂହଦେଓ (ଭିଣୋଇ)
ବାପା/ବୋଉପ୍ରତାପ କେଶରୀ ଦେଓ (ବାପା)
ବୃତ୍ତିରାଜନୀତିଜ୍ଞ

ଉଦିତ ପ୍ରତାପ ଦେଓ (୨୧ ଅଗଷ୍ଟ ୧୯୪୮ – ୨ ସେପ୍ଟେମ୍ବର ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଉଦିତ ପ୍ରତାପ ଦେଓ ୧୯୪୮ ମସିହାର ଅଗଷ୍ଟ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରତାପ କେଶରୀ ଦେଓ ଓ ପତ୍ନୀଙ୍କ ନାମ ପଦ୍ମା ମଞ୍ଜରୀ ଦେବୀ ।[୨] ତାଙ୍କ ବାପା, ଭାଇ ବିକ୍ରମ କେଶରୀ ଦେଓ ଓ ଭିଣୋଇ କାମାକ୍ଷା ପ୍ରସାଦ ସିଂହଦେଓ ମଧ୍ୟ ଜଣେ ଜଣେ ରାଜନେତା । କଳାହାଣ୍ଡିର ୩୨ ତମ ରାଜା ଭାବରେ ୨୦୦୧ ମସିହାରେ ତାଙ୍କର ଅଭିଷେକ କରାଯାଇଥିଲା ।[୩]

ରାଜନୈତିକ ଜୀବନ[ସମ୍ପାଦନା]

ଉଦିତ ପ୍ରତାପ ଦେଓ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୨]

ମୃତ୍ୟୁ[ସମ୍ପାଦନା]

ଉଦିତ ପ୍ରତାପ ଦେଓ ୨୦୧୯ ମସିହାର ସେପ୍ଟେମ୍ବର ୨ ତାରିଖରେ ୭୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୪]

ଆଧାର[ସମ୍ପାଦନା]

  1. "Former Kalahandi king Udit Pratap Deo passes away". OrissaPOST (in English). Bhubaneswar. 3 September 2019. Archived from the original on 14 June 2021. Retrieved 14 June 2021.{{cite news}}: CS1 maint: unrecognized language (link)
  2. ୨.୦ ୨.୧ "Shri Udit Pratap Deo". odishaassembly.nic.in. Odisha Assembly. Retrieved 12 June 2021.
  3. "Odisha: Maharaja of Kalahandi Udit Pratap Deo passes away | Sambad English". Sambad English (in English). sambadenglish.com. 2 September 2019. pp. Bhubaneswar. Archived from the original on 14 June 2021. Retrieved 14 June 2021.{{cite news}}: CS1 maint: unrecognized language (link)
  4. "Ex-MLA Swatantra party from Junagarh Assembly Udit Pratap passes away". The New Indian Express (in English). BHAWANIPATNA. 3 September 2019. Retrieved 14 June 2021.{{cite news}}: CS1 maint: unrecognized language (link)