ଉଇକିପିଡ଼ିଆ ଆଲୋଚନା:ମୁଣ୍ଡିଆ ପ୍ରସଙ୍ଗ ତାଲିକା/ଜୁନ ୨୦୧୪

Page contents not supported in other languages.
ଉଇକିପିଡ଼ିଆ‌ରୁ

ଏବେ ମୁଣ୍ଡିଆ ପାଇଁ କଣ ମାନକ ଅଛି ? କେଉଁ ଲେଖାକୁ ମୁଣ୍ଡିଆ କୁହାଯିବ ? ଧନ୍ୟବାଦ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୬:୨୩, ୧୧ ଜୁନ ୨୦୧୪ (UTC)

ଓଡ଼ିଆ ଉଇକିପିଡ଼ିଆରେ ଏବେ ବି ଇଂରାଜୀ ଉଇକିର ମାନକ ଅନୁସାରେ ଏଇଟି ତିଆରି କରାଯାଇଛି (୨ କେବି) । ତେବେ ଉଇକିପିଡ଼ିଆ:ନିୟମାବଳୀରେ ଏହା ଆଲୋଚନା କରି ସ୍ଥିର କଲେ ଭଲ ହେବ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୭:୪୨, ୧୧ ଜୁନ ୨୦୧୪ (UTC)
ପୂର୍ବରୁ ଏ ବାବଦରେ ହେଇଥିବା ଆଲୋଚନା ମୁଣ୍ଡିଆ ବା ଷ୍ଟବ ନିର୍ଦ୍ଧିଷ୍ଟ ଭାବେ ଆମେ କାହାକୁ କହିବା ? ପୃଷ୍ଠାରେ ଦେଖି ନିଜ ମତ ଦିଅନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୭:୩୬, ୧୨ ଜୁନ ୨୦୧୪ (UTC)
  • ମନୋଜ ପଟ୍ଟନାୟକ ପ୍ରସଙ୍ଗଟିର ଆକାର କେତେ ? ସାଇତିଲା ବେଳକୁ ୩୪୧୯ ବାଇଟ ଦେଖଉଥିଲା ।

https://or.wikipedia.org/w/index.php?title=%E0%AC%AE%E0%AC%A8%E0%AD%8B%E0%AC%9C_%E0%AC%AA%E0%AC%9F%E0%AD%8D%E0%AC%9F%E0%AC%A8%E0%AC%BE%E0%AD%9F%E0%AC%95&action=history --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୮:୫୯, ୧୨ ଜୁନ ୨୦୧୪ (UTC)

ସେଠାରେ ଦେଖାଯାଉଥିବା ଆକାରଟି ପ୍ରସଙ୍ଗର ସର୍ବମୋଟ ଆକାର (ବିଷୟବସ୍ତୁ + ଉଇକିକୋଡ଼+ ଆଧାର) ଅଟେ । କେବଳ ବିଷୟବସ୍ତୁର ଆକାର ଜାଣିବା ନିମନ୍ତେ ଯେକୌଣସି ଉଇକିପିଡ଼ିଆ ପୃଷ୍ଠାର ଖୋଜିବା ସ୍ଥାନରେ "inline:ପ୍ରସଙ୍ଗ ନାମ" ଲେଖି ଖୋଜିଲେ ଜାଣିହେବ । ଉଦାହରଣ ସ୍ଵରୂପ ମନୋଜ ପଟ୍ଟନାୟକ ପ୍ରସଙ୍ଗଟିରେ ଥିବା ବିଷୟବସ୍ତୁର ଆକାର ଜାଣିବା ନିମନ୍ତେ "inline:ମନୋଜ ପଟ୍ଟନାୟକ" ଲେଖି ଖୋଜନ୍ତୁ । ପ୍ରସଙ୍ଗ ଆକାର ବାବଦରେ ଅଧିକ ଜାଣିବା ପାଇଁ ପ୍ରସଙ୍ଗ ଆକାର ପୃଷ୍ଠାଟି ଦେଖନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୪୨, ୧୨ ଜୁନ ୨୦୧୪ (UTC)
ମୃତ୍ୟଞ୍ଜୟ ଭାଇ ଯେଉଁ କଥା କହିଲେ ତାକୁ ମୁଁ ବି ଏବେ ବୁଝିଲି । ଅସଲ କଥା ହେଲା ଯାହା ବାହାରକୁ ଦେଖାଯାଉଛି ସେତକ ହିସାବକୁ ନେଲେ ୧.୯ କେବି ହେଉଛି । ହେଲେ ଉଇକିକୋଡ଼, ଇନଫୋବକ୍ସ ଆଦିରେ ଥିବା ବାକି ସବୁ କୋଡ଼ ମିଶିଲେ ୩୪୧୯ ବାଇଟ । ତେବେ ମୃତ୍ୟୁଞ୍ଜୟ ଭାଇ ସାଧୁବାଦ । ସଙ୍ଗେ ସଙ୍ଗେ ଗୋଟାଏ ପ୍ରସଙ୍ଗକୁ ସୁଧାରି ସାରିଲଣି!--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୪:୩୮, ୧୨ ଜୁନ ୨୦୧୪ (UTC)
ଇନଫୋବକ୍ସରେ ବହୁତ ତଥ୍ୟ ରହୁଛି, ଯାହାର ବହୁଭାଗ ମୁଖ୍ୟ ପ୍ରସଙ୍ଗ ଭିତରେ ଲେଖାଯାଉନାହିଁ । ଇନଫୋବକ୍ସ ଛାଡିଦେଇ, ପ୍ରସଙ୍ଗଟିକୁ ମୁଣ୍ଡିଆ ଆକଳନ କରିବା ଠିକ ଲାଗୁନାହିଁ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୪:୨୩, ୧୩ ଜୁନ ୨୦୧୪ (UTC)