ଉଇକିପିଡ଼ିଆ:Requests for permissions/Interface administrators

ଉଇକିପିଡ଼ିଆ‌ରୁ

ଇନ୍ଟରଫେସ ଆଡ଼ମିନିସ୍ଟ୍ରେଟର ପାଇଁ ପ୍ରସ୍ତାବ[ସମ୍ପାଦନା]

ଆଗରୁ ପରିଛା ବା ଆଡ଼ମିନ ମାନେ ଏକ ଉଇକିପିଡ଼ିଆରେ ସିଏସେଏସ ଏବଂ ଯାଭାସ୍କ୍ରିପ୍ଟ କୁ ବଦଳାଇ ପାରୁଥଲେ ।ଏହି ବଦଳଗୁଡିକ ସାଧାରାଣତଃ ଉଇକିପଡ଼ିଆର ସଜାଣୀ ଏବଂ ଇଉଜର ଇଣ୍ଟରଫେସ ପାଇଁ ଦରକାର । ହେଲେ ନୁଆ ନିୟମ ଅନୁସାରେ ଏହାକୁ ବଦଳାଇବା ପାଇଁ ଅଲଗା ଅନୁମତି ଦରକାର । ଆଗରୁ ମୁଁ କରିଥିବା କିଛି ବଦଳରେ ସୁଧାର ଏବଂ ନୁଆ ବଦଳ କରିବା ପାଇଁ ଏହି ଏନୁମତି ଦରକାର । ଏହି ଏନୁମତି ପାଇଁ ସମର୍ଥନ ଲୋଡ଼ା । ଅଧିକ ଜାଣିବା ପାଇଁ ଏଠି ଦେଖାନ୍ତୁ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୩:୨୬, ୨୨ ଅକ୍ଟୋବର ୨୦୧୮ (IST)[reply]

 ସମର୍ଥନ[ସମ୍ପାଦନା]

  1.  ସମର୍ଥନ--ଆଦିତ୍ୟ ମହାର (ଆଲୋଚନା) ୧୧:୨୨, ୨୨ ଅକ୍ଟୋବର ୨୦୧୮ (IST)[reply]
  2.  ସମର୍ଥନ--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୩୮, ୨୨ ଅକ୍ଟୋବର ୨୦୧୮ (IST)[reply]
  3.  ସମର୍ଥନ--ସୁଭାସିସ ପାଣିଘରି (ଆଳାପ) ୧୨:୧୪, ୨୨ ଅକ୍ଟୋବର ୨୦୧୮ (IST)[reply]
  4.  ସମର୍ଥନ--ସୌମେନ୍ଦ୍ର (ମୋ ଆଲୋଚନା) ୧୨:୪୭, ୨୨ ଅକ୍ଟୋବର ୨୦୧୮ (IST)[reply]
  5.  ସମର୍ଥନ--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୨:୫୨, ୨୨ ଅକ୍ଟୋବର ୨୦୧୮ (IST)[reply]
  6.  ସମର୍ଥନ--Chinmayee Mishra (ମୋ ଆଲୋଚନା) ୨୩:୨୩, ୨୨ ଅକ୍ଟୋବର ୨୦୧୮ (IST)[reply]
  7.  ସମର୍ଥନ--Saileshpat (ମୋ ଆଲୋଚନା) ୧୫:୧୫, ୨୩ ଅକ୍ଟୋବର ୨୦୧୮ (IST)[reply]
  8.  ସମର୍ଥନ--ଗପୁ (ମୋ ଆଲୋଚନା) ୨୨:୨୩, ୨୩ ଅକ୍ଟୋବର ୨୦୧୮ (IST)[reply]

 ବିରୋଧ[ସମ୍ପାଦନା]

 ନିରପେକ୍ଷ[ସମ୍ପାଦନା]