ଉଇକିପିଡ଼ିଆ:କର୍ମଶାଳା/ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ ପ୍ରକଳ୍ପ/୨୦୧୪-୨୦୧୫/୨
ଦେଖଣା
ଏହି ପ୍ରକଳ୍ପଟି ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳର ୨୦୧୪-୨୦୧୫ ଶିକ୍ଷାବର୍ଷର ଓଡ଼ିଆ ଗଣମାଧ୍ୟମ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଶିକ୍ଷାଦାନ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି । ଏହି କର୍ମଶାଳାଟି ଫେବୃଆରୀ ୧୦ ତାରିଖରେ ହୋଇଥିଲା ।
କର୍ମଶାଳାର ରୂପରେଖ:
- ଓଡ଼ିଆ ଉଇକିପିଡ଼ିଆର ନୀତିନିୟମ ଓ ସମ୍ପାଦନା
- ଲ୍ୟାବରେ ବିଭିନ୍ନ ଉଇକିପିଡ଼ିଆ ପ୍ରସଙ୍ଗର ସମ୍ପାଦନା
ପରିଚାଳନା
[ସମ୍ପାଦନା]- ମୃତ୍ୟଞ୍ଜୟ କର, ନାଲକୋନଗର ଉଇକି ଟୁଙ୍ଗି