Jump to content

ଇମିଗ୍ଲୁସେରେଜ

ଉଇକିପିଡ଼ିଆ‌ରୁ
ଇମିଗ୍ଲୁସେରେଜ
Clinical data
Trade namesCerezyme
AHFS/Drugs.commonograph
MedlinePlusa601149
data
Routes of
administration
Intravenous infusion
Legal status
Legal status
Pharmacokinetic data
Metabolismprobably proteolysis
Elimination half-life3.6–10.4 min
Identifiers
Chemical and physical data
FormulaC2532H3854N672O711S16
Molar mass55597.4 (unglycosylated)
  (verify)

ଇମିଗ୍ଲୁସେରେଜ, (ଇଂରାଜୀ ଭାଷାରେ Imiglucerase), ସେରେଜାଇମ ନାମରେ ଏହାର ଏକ ବିକ୍ରୟ ନାମ, ଗାଉଚର ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୨] ନିର୍ଦ୍ଦିଷ୍ଟ ଭାବରେ ଏହାର ପ୍ରକାର ୧ ଏବଂ ୩ ରୋଗ ପାଇଁ ବ୍ୟବହୃତ ହୁଏ ।[୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨] ଏହା ଦୀର୍ଘକାଳୀନ ଭାବରେ ବ୍ୟବହୃତ ହୁଏ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଣନିଶ୍ୱାସ, କାଶ, ମୁଣ୍ଡବିନ୍ଧା, ଗଲୁ ଏବଂ ରାସ ହୋଇପାରେ ।[୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁସଫୁସ ଉଚ୍ଚ ରକ୍ତଚାପ, ନିମୋନିଆ ଏବଂ ଆଲର୍ଜି ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ ।[୪] ଏହା ରେକମ୍ବିନାଣ୍ଟ ଡିଏନଏ (DNA) ପ୍ର‌ଯୁକ୍ତିଜ୍ଞାନଦ୍ୱାରା ଉତ୍ପାଦିତ ଏକ ପ୍ରକାର ଏନଜାଇମ β-ଗ୍ଲୁକୋସେରେବ୍ରୋସାଇଡେଜ ଅଟେ ।[୪]

୧୯୯୪ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୧୯୯୭ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇମିଗ୍ଲୁସେରେଜ ଅନୁମୋଦିତ ହୋଇଥିଲା ।[୪] [୩] ଯୁକ୍ତରାଜ୍ୟରେ ୪୦୦ ୟୁନିଟର ୨୦୨୧ ସୁଦ୍ଧା ମୂଲ୍ୟ ୧୧୦୦ ପାଉଣ୍ଡ ଅଟେ ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୬୫୦ ଡଲାର ଅଟେ ।[୫]

ଆଧାର[ସମ୍ପାଦନା]

  1. "Cerezyme EPAR". European Medicines Agency (EMA). Archived from the original on 28 January 2021. Retrieved 18 January 2021.
  2. ୨.୦ ୨.୧ ୨.୨ ୨.୩ BNF 81: March-September 2021. BMJ Group and the Pharmaceutical Press. 2021. p. 1113. ISBN 978-0857114105.
  3. ୩.୦ ୩.୧ "Cerezyme". Archived from the original on 28 January 2021. Retrieved 25 November 2021.
  4. ୪.୦ ୪.୧ ୪.୨ ୪.୩ "Imiglucerase Monograph for Professionals". Drugs.com (in ଇଂରାଜୀ). Archived from the original on 30 March 2016. Retrieved 25 November 2021.
  5. "Imiglucerase Prices, Coupons & Savings Tips - GoodRx". GoodRx. Retrieved 25 November 2021.