ଇମିଗ୍ଲୁସେରେଜ
Clinical data | |
---|---|
Trade names | Cerezyme |
AHFS/Drugs.com | monograph |
MedlinePlus | a601149 |
data |
|
Routes of administration | Intravenous infusion |
Legal status | |
Legal status | |
Pharmacokinetic data | |
Metabolism | probably proteolysis |
Elimination half-life | 3.6–10.4 min |
Identifiers | |
| |
Chemical and physical data | |
Formula | C2532H3854N672O711S16 |
Molar mass | 55597.4 (unglycosylated) |
(verify) |
ଇମିଗ୍ଲୁସେରେଜ, (ଇଂରାଜୀ ଭାଷାରେ Imiglucerase), ସେରେଜାଇମ ନାମରେ ଏହାର ଏକ ବିକ୍ରୟ ନାମ, ଗାଉଚର ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୨] ନିର୍ଦ୍ଦିଷ୍ଟ ଭାବରେ ଏହାର ପ୍ରକାର ୧ ଏବଂ ୩ ରୋଗ ପାଇଁ ବ୍ୟବହୃତ ହୁଏ ।[୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨] ଏହା ଦୀର୍ଘକାଳୀନ ଭାବରେ ବ୍ୟବହୃତ ହୁଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଣନିଶ୍ୱାସ, କାଶ, ମୁଣ୍ଡବିନ୍ଧା, ଗଲୁ ଏବଂ ରାସ ହୋଇପାରେ ।[୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁସଫୁସ ଉଚ୍ଚ ରକ୍ତଚାପ, ନିମୋନିଆ ଏବଂ ଆଲର୍ଜି ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ ।[୪] ଏହା ରେକମ୍ବିନାଣ୍ଟ ଡିଏନଏ (DNA) ପ୍ରଯୁକ୍ତିଜ୍ଞାନଦ୍ୱାରା ଉତ୍ପାଦିତ ଏକ ପ୍ରକାର ଏନଜାଇମ β-ଗ୍ଲୁକୋସେରେବ୍ରୋସାଇଡେଜ ଅଟେ ।[୪]
୧୯୯୪ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୧୯୯୭ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇମିଗ୍ଲୁସେରେଜ ଅନୁମୋଦିତ ହୋଇଥିଲା ।[୪] [୩] ଯୁକ୍ତରାଜ୍ୟରେ ୪୦୦ ୟୁନିଟର ୨୦୨୧ ସୁଦ୍ଧା ମୂଲ୍ୟ ୧୧୦୦ ପାଉଣ୍ଡ ଅଟେ ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୬୫୦ ଡଲାର ଅଟେ ।[୫]
ଆଧାର
[ସମ୍ପାଦନା]- ↑ "Cerezyme EPAR". European Medicines Agency (EMA). Archived from the original on 28 January 2021. Retrieved 18 January 2021.
- ↑ ୨.୦ ୨.୧ ୨.୨ ୨.୩ BNF 81: March-September 2021. BMJ Group and the Pharmaceutical Press. 2021. p. 1113. ISBN 978-0857114105.
- ↑ ୩.୦ ୩.୧ "Cerezyme". Archived from the original on 28 January 2021. Retrieved 25 November 2021.
- ↑ ୪.୦ ୪.୧ ୪.୨ ୪.୩ "Imiglucerase Monograph for Professionals". Drugs.com (in ଇଂରାଜୀ). Archived from the original on 30 March 2016. Retrieved 25 November 2021.
- ↑ "Imiglucerase Prices, Coupons & Savings Tips - GoodRx". GoodRx. Retrieved 25 November 2021.