ଆଇଓଏସ
ଦେଖଣା
(IOSରୁ ଲେଉଟି ଆସିଛି)
| କମ୍ପାନୀ / ସଫ୍ଟୱେର ଗଢ଼ାଳି | Apple Inc. |
|---|---|
| ପ୍ରଗ୍ରାମ କେଉଁଠି କରାଯାଇଛି: | C, C++, Objective-C, Swift |
| OS ପରିବାର | Unix-like, based on Darwin (BSD), OS X |
| କାମର ସ୍ଥିତି | Current |
| ସ୍ରୋତ ମଡ଼େଲ | Closed source |
| ଆରମ୍ଭ ସଂସ୍କରଣ | ଜୁନ 29, 2007 |
| Latest stable release | ୧୦.୩.୩ |
| ନଗଦ ଅସ୍ଥିର ସଙ୍କଳନ | ୧୧ |
| ବ୍ୟବସାୟିକ ଲକ୍ଷ | Smartphones, tablet computers |
| ମିଳୁଅଛି ଭାଷା | 40 languages[୧][୨][୩][୪] |
| ଅପଡେଟ କରିବା ପ୍ରଣାଳୀ | iTunes or OTA (iOS 5 or later) |
| ସହାୟକ ପ୍ଲାଟଫର୍ମ | ଛାଞ୍ଚ:Plain list |
| କର୍ନେଲ ପ୍ରକାର | Hybrid (XNU) |
| ଡିଫଲ୍ଟ ଇଉଜର ଇଣ୍ଟରଫେସ | Cocoa Touch (multi-touch, GUI) |
| ଲାଇସେନ୍ସ | Proprietary software except for open-source components |
| ୱେବସାଇଟ | www |
ଆଇଓଏସ(ଆଇଫୋନ୍ ଓଏସ୍) ଆପଲ କମ୍ପାନିର ଏକ ଉତ୍ପାଦ , ଏକ ମୋବାଇଲ ଅପରେଟିଙ୍ଗ ସିଷ୍ଟମ , ଯାହାକି କେବଳ ଆପଲ ହାର୍ଡୱେୟାର ପାଇ ବିତରଣ କରାଯାଇଥାଏ । ବଜାରରେ ଆଣ୍ଡ୍ରଏଡ ଅପରେଟିଙ୍ଗ ସିଷ୍ଟମ ପରେ ଏହା ପୃଥିବୀରେ ଦ୍ୱିତୀୟରେ ସବୁଠାରୁ ଅଧିକ ବିକ୍ରୟ ହେଉଥିବା ଅପରେଟିଙ୍ଗ ସିଷ୍ଟମ । ଆଣ୍ଡ୍ରଏଡ ଟାବଲେଟ୍ସର ବିକ୍ରୟ ୧୨୭ ପ୍ରତିଶତ ବଢିବା ପରେ ଅଗଷ୍ଟ ୨୦୧୩ରୁ ଆଇପ୍ୟାଡ୍ ଟାବଲେଟ ଦ୍ୱିତୀୟ ସ୍ଥାନରେ ଅଛି । [୫]
ଆଧାର
[ସମ୍ପାଦନା]- ↑ "Apple – iPad Pro – Specs". Apple. Retrieved October 24, 2015.
- ↑ "Apple – iPad mini 4 – Specs". Apple. Retrieved October 24, 2015.
- ↑ "Apple – iPad Air 2 – Technical Specifications". Apple. Retrieved October 24, 2015.
- ↑ "Apple – iPhone 6s – Technical Specifications". Apple. Retrieved October 24, 2015.