ଅପରେଟିଙ୍ଗ ସିଷ୍ଟମ

ଉଇକିପିଡ଼ିଆ‌ରୁ
(Operating systemରୁ ଲେଉଟି ଆସିଛି)

ଅପରେଟିଙ୍ଗ ସିଷ୍ଟମ କମ୍ପ୍ୟୁଟରର ବିଭିନ୍ନ ରିସୋର୍ସ ଯେପରିକି ମେମୋରୀ, ସି.ପି.ଇଉ., ଅନ୍ୟାନ୍ୟ ହାର୍ଡୱେର ଇତ୍ୟାଦିଙ୍କୁ ସଠିକ ଭାବେ ପରିଚାଳନା କରି ଏକ କମ୍ପ୍ୟୁଟରକୁ ସମ୍ପୂର୍ଣଭାବେ କାର୍ଯ୍ୟକାରୀ କରିବାରେ ସାହାଯ୍ୟକରେ ।[୧] ଏହା ବିଭିନ୍ନ ପ୍ରୋଗ୍ରାମ, ହାର୍ଡୱେର ମଧ୍ୟରେ ତାଳ ମେଳ ରକ୍ଷା କରି ସେମାନଙ୍କୁ ଆବଶ୍ୟକୀୟ ରିସୋର୍ସ ପ୍ରଦାନ କରେ, ଯାହାଦ୍ୱାରା କମ୍ପ୍ୟୁଟରଟି ସୁରୁଖୁରରେ କାର୍ଯ୍ୟ କରିପାରେ ।

ଇତିହାସ[ସମ୍ପାଦନା]

କାଲକୁଲେଟର ମଧ୍ୟ ଏକ ପ୍ରକାର କମ୍ପ୍ୟୁଟର କିନ୍ତୁ ଏହା ଯେକୌଣସି ସମୟରେ ଗୋଟିଏ ହିଁ କାମ କରିପାରେ | କମ୍ପ୍ୟୁଟର ପୂର୍ବରୁ ଏତେ ଜଟିଳ ନ ଥିଲା କିମ୍ବା ସେଥିରେ ଏତେ ମାତ୍ରାରେ ଏକ ସମୟରେ ବହୁତ କାର୍ଯ୍ୟ କରିବାର କ୍ଷମତା ମଧ୍ୟ ନ ଥିଲା | ତେଣୁ ଜଟିଳତାକୁ ପରିଚାଳନା କରିବା ପାଇଁ ହାର୍ଡୱେର ଉପର ସ୍ତରରେ ଆଉ ଏକ ସ୍ତରର ନିର୍ମାଣ କରାଗଲା ଯାହାଦ୍ୱାରା ଜଣେ ବ୍ୟବହାରକାରୀ ଏହାକୁ ସହଜରେ ପରିଚାଳନା କରିପାରିବ ଏବଂ କମ୍ପ୍ୟୁଟର ନିଜେ ନିଜକୁ ଠିକ୍ ଭାବରେ ଚଲେଇପାରିବ |

ମେନଫ୍ରେମ୍[ସମ୍ପାଦନା]

୧୯୫୦ ଦଶକରେ ମେନଫ୍ରେମ୍ କମ୍ପ୍ୟୁଟରରେ ବହୁତଗୁଡିଏ ବୈଶିଷ୍ଟ୍ୟମାନ ନିର୍ମାଣ କରାଯାଇଥିଲା ଯେପରିକି

  • batch processing ( ଗୋଟେ ବ୍ୟାଚ୍ ପରେ ଆଉ ଗୋଟେ ବ୍ୟାଚ୍ ପ୍ରୋଗ୍ରାମିଂ କାମକୁ କରିବା )
  • input/output ( ତଥ୍ୟ ବା ଡାଟା ଦିଆନିଆ ତତ୍କ୍ଷଣାତ୍ କରିବାର ସୁବିଧା )
  • interrupting ( ପ୍ରୋଗ୍ରାମିଂ ପ୍ରକ୍ରିୟା ଚାଲୁଥିବାବେଳେ ତାକୁ ମଝିରେ ଅଟକାଇ ଅନ୍ୟ କିଛି କରିବାର କ୍ଷମତା)
  • buffering, ( ଗୋଟିଏ କାମ ଚାଲିଥିବାବେଳେ ଆଉ ଅନ୍ୟ କାମକୁ ପ୍ରସ୍ତୁତ କରିବା )
  • multitasking, ( ଏକରୁ ଅଧିକ କାମ ଏକା ସଙ୍ଗେ କରିବା)
  • spooling, ( ଅନ୍ୟ ମେସିନ୍ ଯାହାର ଡାଟା ନେବାର କ୍ଷମତା ଧୀର ତାକୁ ଡାଟା ଧୀରେ ଭାବେ ଦେବା )
  • runtime libraries,( ପ୍ରୋଗ୍ରାମିଂ ପ୍ରକ୍ରିୟାରେ ବ୍ୟବହୃତ ଅନ୍ୟ ସାହାଯ୍ୟକାରୀ ପ୍ରୋଗ୍ରାମିଂକୁ ଠିକ୍ ସମୟରେ ପ୍ରଦାନ କରିବା)
  • link-loading ()
ମାଇକ୍ରୋକମ୍ପ୍ୟୁଟର[ସମ୍ପାଦନା]

ପ୍ରକାର[ସମ୍ପାଦନା]

ବିଭିନ୍ନ ଅଂଶ[ସମ୍ପାଦନା]

କର୍ନେଲ[ସମ୍ପାଦନା]
ସିଷ୍ଟମ ଡ୍ରାଇଭର[ସମ୍ପାଦନା]

କେତୋଟି ଉଦାହରଣ[୨][୩][୪][ସମ୍ପାଦନା]

ବିଭିନ୍ନ ଅପରେଟିଂ ସିଷ୍ଟମ ଶ୍ରେଣୀର ଉଦାହରଣ ହେଲେ ୱିନଡୋଜ, ଲିନକ୍ସ, ଇଉନିକ୍ସ ଇତ୍ୟାଦି ଇତ୍ୟାଦି । ଏହି ଶ୍ରେଣୀଗୁଡିକରେ ବିଭିନ୍ନ ଅପରେଟିଂ ସିଷ୍ଟମ ଅଛନ୍ତି ।

ୱିନଡୋଜ[ସମ୍ପାଦନା]

ୱିନଡୋଜ ଅପରେଟିଂ ସିଷ୍ଟମ ଶ୍ରେଣୀରେ ୱିନଡୋଜ ୩.୧, ୱିନଡୋଜ ୨୦୦୦, ୱିନଡୋଜ ଏମ.ଇ., ୱିନଡୋଜ ଏକ୍ସପି, ୱିନଡୋଜ ସର୍ଭର ୨୦୦୩ , ୱିନଡୋଜ ଭିସ୍ଟା, ୱିନଡୋଜ ୭, ୱିନଡୋଜ ସର୍ଭର ୨୦୦୮, ୱିନଡୋଜ ୮, ୱିନଡୋଜ ୧o ଇତ୍ୟାଦି ଅଛନ୍ତି ।

ଲିନକ୍ସ[ସମ୍ପାଦନା]

ଇଉନିକ୍ସ[ସମ୍ପାଦନା]

ଇଉନିକ୍ସ ଅପରେଟିଂ ସିଷ୍ଟମ ଶ୍ରେଣୀରେ ଥିବା ବିଭିନ୍ନ ଭର୍ସନ ହେଲେ ସୋଲାରିସ, ବି.ଏସ.ଡି., ଓ.ଏସ. ଏକ୍ସ, ଏ.ଆଇ.ଏକ୍ସ. ଇତ୍ୟାଦି ।

ଆଧାର[ସମ୍ପାଦନା]

  1. "ISBN 9788120339040 - Modern Operating Systems, 3/E". isbnsearch.org. Retrieved 2022-01-19.
  2. "Microsoft Windows", Wikipedia (in ଇଂରାଜୀ), 2022-01-15, retrieved 2022-01-19
  3. "Linux", Wikipedia (in ଇଂରାଜୀ), 2022-01-19, retrieved 2022-01-19
  4. "macOS", Wikipedia (in ଇଂରାଜୀ), 2022-01-19, retrieved 2022-01-19