ଇତାର୍ସି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Itarsi, Madhya Prades
city
Country India
StateMadhya Pradesh
DistrictHoshangabad
Government
 • MLADr. Sita Sharan Sharma
Elevation
305 m (1,001 ft)
Population
 (2011)[୧]
 • Total୧,୧୪,୪୯୫
Languages
 • OfficialHindi
Time zoneUTC+5:30 (IST)
PIN
461111
Telephone code91 7572
ଯାନବାହାନ ପଞ୍ଚୀକରଣMP-05
Sex ratio1.08:1 /


ଇତାର୍ସି ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ମଧ୍ୟପ୍ରଦେଶର ହୋଶଙ୍ଗବଦ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଇତାର୍ସି ୨୨.୬୧୪୮ ଉତ୍ତର ଅକ୍ଷାଂଶ ଓ ୭୭.୭୬୨୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୨୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଇତାର୍ସି ସହରର ମୋଟ ଜନସଂଖ୍ୟା ୯୩୭୮୩ ଅଟେ ।[୩] ସେଥି ମଧ୍ୟରୁ ୫୨.୨୦% ଜଣ ପରୁଷ ହୋଇଥିବା ବେଳେ ୪୭.୮୦% ଜଣ ନାରୀ ଅଟନ୍ତି । ଇତାର୍ସିର ସାକ୍ଷରତା ହାର ୭୫.୪୯% ଅଟେ । ଏହା ଜାତୀୟ ହାରଠାରୁ -୧୦.୬୫% ପ୍ରତିଶତ କମ ଅଟେ । ସେଥିରୁ ୪୨.୩୮% ପ୍ରତିଶତ ପୁରୁଷ ଓ ୩୩.୧୧% ନାରୀ ଅଟନ୍ତି । ୧୨.୫୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ହିନ୍ଦୀ ଇତାର୍ସିର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://www.censusindia.gov.in/pca/SearchDetails.aspx?Id=514441
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]