ଇଟାକ୍ରାଇନିକ ଏସିଡ

ଉଇକିପିଡ଼ିଆ‌ରୁ
ଇଟାକ୍ରାଇନିକ ଏସିଡ
Clinical data
Trade namesEdecrin, others
SynonymsEthacrynic acid, ethacrynate sodium
AHFS/Drugs.commonograph
MedlinePlusa682857
Routes of
administration
By mouth, IV
Legal status
Legal status
  • ℞ (Prescription only)
Pharmacokinetic data
Protein binding> 98%
Identifiers
  • [2,3-dichloro-4-(2-methylenebutanoyl)phenoxy]acetic acid
ECHA InfoCard100.000.349 Edit this at Wikidata
Chemical and physical data
FormulaC13H12Cl2O4
Molar mass୩୦୩.୧୪ g·mol−1
3D model (JSmol)
  • O=C(O)COc1c(Cl)c(Cl)c(cc1)C(=O)C(=C)CC
  • InChI=1S/C13H12Cl2O4/c1-3-7(2)13(18)8-4-5-9(12(15)11(8)14)19-6-10(16)17/h4-5H,2-3,6H2,1H3,(H,16,17) checkY
  • Key:AVOLMBLBETYQHX-UHFFFAOYSA-N checkY
  (verify)

ଇଟାକ୍ରାଇନିକ ଏସିଡ (ଇଂରାଜୀ ଭାଷାରେ Etacrynic acid), ଯାହା ଇଥାକ୍ରିନିକ୍ ଏସିଡ୍ ଭାବରେ ମଧ୍ୟ ଜଣାଶୁଣା ଏବଂ ଅନ୍ୟମାନଙ୍କ ମଧ୍ୟରେ ବେପାର ନାମରେ ଇଡେକ୍ରିନ୍ ଭାବରେ ବିକ୍ରି ହୁଏ, ହେଉଛି ଏକ ଔଷଧ ଯାହା ହୃଦ୍‌ପାତ ଜନିତ ଇଡିମା, ଯକୃତ ବିଫଳତା, ବୃକ୍‌କ ଜନିତ ସମସ୍ୟା ଏବଂ ଉଚ୍ଚ ରକ୍ତଚାପ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଉଚ୍ଚ ରକ୍ତଚାପରେ ଏହା ଏକ ପସନ୍ଦଯୋଗ୍ୟ ବିକଳ୍ପ ନୁହେଁ ।[୧] ଅନ୍ୟାନ୍ୟ ବ୍ୟବହାରରେ ଉଚ୍ଚ ସ୍ତର କ୍ୟାଲସିଅମ ଏବଂ ଡାଏଇବେଟିସ ଇନସିପିଡସ ହୋଇପାରେ ।[୧] ଏହା ପାଟିରେ ଦିଆଯାଇପାରେ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଇପାରେ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, ରକ୍ତରେ ଉଚ୍ଚ ଶର୍କରା ସ୍ତର, ଗାଉଟ, ଶ୍ରବଣହାନୀ, ମୁଣ୍ଡବିନ୍ଧା, ଥକ୍କାଣ, ରାସ ଏବଂ ମୁଣ୍ଡ ଘୁରିବା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ ପୋଟାସିଅମ୍, ଛିଡା ହେବା ସହିତ ନିମ୍ନ ରକ୍ତଚାପ ଏବଂ ବୃକ୍‌କ ସମସ୍ୟା ହୋଇପାରେ ।[୧] ଏହା ଏକ ଲୁପ୍ ଡାଇୟୁରେଟିକ୍ (loop diuretic) ।[୧] ସଲଫୋନାମାଇଡ ପାଇଁ ଆଲର୍ଜି ଥିବା ଲୋକମାନଙ୍କରେ ଏହାର ଉପଯୋଗୀ ହେବାର ଲାଭ ଅଛି ।[୨]

୧୯୬୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇଟାକ୍ରାଇନିକ ଏସିଡ ଅନୁମୋଦିତ ହୋଇଥିଲା ।[୧] ଏହା କାନାଡ଼ାରେ ମଧ୍ୟ ଉପଲବ୍ଧ ।[୩] ଯୁକ୍ତରାଷ୍ଟ୍ରରେ ୨୫ ମିଗ୍ରା ବିଶିଷ୍ଟ ୯୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୬୫ ଡଲାର ଥିଲା ।[୪] ତଥାପି ଏହା କ୍ୱଚିତ୍ ବ୍ୟବହୃତ ହୁଏ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Ethacrynic Acid Monograph for Professionals". Drugs.com (in ଇଂରାଜୀ). Archived from the original on 21 March 2016. Retrieved 16 December 2021.
  2. Somberg JC, Molnar J (January 2009). "The pleiotropic effects of ethacrynic acid". American Journal of Therapeutics. 16 (1): 102–4. doi:10.1097/MJT.0b013e3181961264. PMID 19142157.
  3. "Health and Community Services". www.health.gov.nl.ca. Archived from the original on 11 January 2022. Retrieved 16 December 2021.
  4. "Ethacrynic Acid Prices, Coupons & Savings Tips - GoodRx". GoodRx. Retrieved 16 December 2021.
  5. "Loop Diuretics". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 7 November 2020. Retrieved 16 December 2021.