Jump to content

ଇକ୍ସେକିଜୁମାବ

ଉଇକିପିଡ଼ିଆ‌ରୁ
ଇକ୍ସେକିଜୁମାବ
Monoclonal antibody
TypeWhole antibody
SourceHumanized
TargetInterleukin 17A (IL-17A)
Clinical data
Pronunciationix-ee-KIZ-ue-mab[]
Trade namesTaltz
AHFS/Drugs.commonograph
MedlinePlusa616025
data
Pregnancy
category
    Routes of
    administration
    Subcutaneous injection
    Legal status
    Legal status
    • AU: S4 (Prescription only)
    • UK: POM (Prescription only) []
    • US: ℞-only
    • EU: Rx-only []
    • ℞ (Prescription only)
    Pharmacokinetic data
    Bioavailability54–90%
    MetabolismPresumably proteolysis
    Elimination half-life13 days
    Chemical and physical data
    FormulaC6492H10012N1728O2028S46
    Molar mass୧,୪୬,୧୯୨.୩୪ g·mol−1
      (verify)

    ଇକ୍ସେକିଜୁମାବ (ଇଂରାଜୀ ଭାଷାରେ Ixekizumab), ଟାଲ୍ଟଜ୍ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ସୋରିଆସିସ, ସୋରିଆଟିକ୍ ଗଣ୍ଠି ପ୍ରଦାହ ଏବଂ ଆଙ୍କିଲୋଜିଙ୍ଗ ସ୍ପଣ୍ଡିଲାଇଟିସ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ପ୍ଲେକ୍ ସୋରିଆସିସ ରୋଗରେ ଏହା ମଧ୍ୟମରୁ ଗମ୍ଭୀର ଅବସ୍ଥା ପାଇଁ ବ୍ୟବହୃତ ହୁଏ ।[] ଏହା ଚର୍ମ ତଳେ ଏକ ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ୱାସନଳୀ ସଂକ୍ରମଣ ଏବଂ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ ଏବଂ ଆଲର୍ଜ ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟରଲିଉକିନ୍ ୧୭ଏ (17A) ସ‌‌ହିତ ସଂଲଗ୍ନ ହୁଏ ଓ ତାକୁ ଅବରୋଧ କରି ପ୍ରଦାହକୁ ହ୍ରାସ କରେ ।[]

    ୨୦୧୬ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇକ୍ସେକିଜୁମାବ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୮୦ ମିଗ୍ରା ମାତ୍ରାର ମୂଲ୍ୟ ପ୍ରାୟ ୧,୧୩୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୬,୨୫୦ ଡଲାର ଅଟେ ।[]

    1. "12 Difficult-to-Pronounce Drug Names". Pharmacy Times. 7 February 2018. Archived from the original on 21 March 2018. Retrieved 22 March 2018.
    2. 1 2 "Ixekizumab (Taltz) Use During Pregnancy". Drugs.com. 27 November 2019. Archived from the original on 27 March 2020. Retrieved 27 March 2020.
    3. "Taltz 80 mg solution for injection in pre-filled syringe - Summary of Product Characteristics (SmPC)". (emc). 21 August 2019. Archived from the original on 27 March 2020. Retrieved 27 March 2020.
    4. 1 2 3 4 5 6 7 "Taltz EPAR". European Medicines Agency (EMA). 2 May 2016. Archived from the original on 27 March 2020. Retrieved 27 March 2020.
    5. 1 2 3 "Ixekizumab Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 26 November 2021.
    6. "Ixekizumab (Taltz) Use During Pregnancy". Drugs.com (in ଇଂରାଜୀ). Archived from the original on 27 March 2020. Retrieved 1 December 2021.
    7. BNF 81: March-September 2021. BMJ Group and the Pharmaceutical Press. 2021. p. 1302. ISBN 978-0857114105.
    8. "Taltz Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 January 2021. Retrieved 1 December 2021.