Jump to content

ଆସେବୁଟୋଲୋଲ

ଉଇକିପିଡ଼ିଆ‌ରୁ
ଆସେବୁଟୋଲୋଲ
Clinical data
Trade namesSectral, Prent, others
AHFS/Drugs.commonograph
MedlinePlusa687003
data
Pregnancy
category
    Routes of
    administration
    By mouth, iv
    Legal status
    Legal status
    • UK: POM (Prescription only)
    • ℞ (Prescription only)
    Pharmacokinetic data
    Bioavailability40% (range 35 to 50%)
    MetabolismHepatic
    Onset of actionWithin 90 min[]
    Elimination half-life3-4 hours (parent drug)
    8-13 hours (active metabolite)
    Duration of actionUp to 24 hr[]
    ExcretionKidney: 30%
    Biliary: 60%
    Identifiers
    • (RS)-N-{3-acetyl-4-[2-hydroxy-3-(propan-2-ylamino)propoxy]phenyl}butanamide
    ECHA InfoCard100.048.654 Edit this at Wikidata
    Chemical and physical data
    FormulaC18H28N2O4
    Molar mass୩୩୬.୪୩ g·mol−1
    3D model (JSmol)
    Melting point121 °C (250 °F)
    • O=C(Nc1ccc(OCC(O)CNC(C)C)c(c1)C(=O)C)CCC
    • InChI=1S/C18H28N2O4/c1-5-6-18(23)20-14-7-8-17(16(9-14)13(4)21)24-11-15(22)10-19-12(2)3/h7-9,12,15,19,22H,5-6,10-11H2,1-4H3,(H,20,23) checkY
    • Key:GOEMGAFJFRBGGG-UHFFFAOYSA-N checkY
      (verify)

    ଆସେବୁଟୋଲୋଲ, ଏକ ବେପାର ନାମ ସେକ୍ଟ୍ରାଲ, ଏକ ବିଟା ବ୍ଲକର ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦୟ ସମ୍ବନ୍ଧୀୟ ଛାତି ଯନ୍ତ୍ରଣା ଏବଂ ଅନିୟମିତ ହୃତ୍ ସ୍ପନ୍ଦନ ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ଉଚ୍ଚ ରକ୍ତଚାପ ପାଇଁ ଏହା ସାଧାରଣତଃ ପ୍ରାରମ୍ଭିକ ଭାବରେ ଦେବା ଔଷଧ ନୁହେଁ । [] ଏହା ପାଟିରେ ଦିଆଯାଏ । [] ଔଷଧ ପ୍ରଭାବ ୯୦ ମିନିଟ୍ ମଧ୍ୟରେ ଆରମ୍ଭ ହୁଏ ଏବଂ ୨୪ ଘଣ୍ଟା ପର୍ଯ୍ୟନ୍ତ ରହିପାରେ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାପଣ, ହାଲୁକା ମୁଣ୍ଡ, ଅଣନିଶ୍ୱାସ, କୋଷ୍ଠକାଠିନ୍ୟ, ଫୁଲା ଏବଂ ଅବସାଦ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯୌନ କ୍ରିୟା ଅସୁବିଧା, ହୃଦଘାତ ଏବଂ ଯକୃତ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ । [] [] ସ୍ତନ୍ୟପାନ କରାଇବା ସମୟରେ ବ୍ୟବହାର ସୁପାରିଶ କରାଯାଏ ନାହିଁ । [] ଏହା β1- ଆଡ୍ରେନେଜିକ୍ ରିସେପ୍ଟରଗୁଡ଼ିକୁ ଅବରୋଧ କରି କାମ କରେ । []

    ଆସେବୁଟୋଲୋଲ ୧୯୬୭ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୭୩ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [] ଯୁକ୍ତରାଜ୍ୟରେ ପ୍ରତି ମାସରେ ପ୍ରାୟ ୨୦ ପାଉଣ୍ଡ ଖର୍ଚ୍ଚ ହୁଏ | [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୧୮ ଡଲାର ଅଟେ । []

    1. 1 2 3 4 5 6 7 8 9 "Acebutolol Monograph for Professionals". Drugs.com (in ଇଂରାଜୀ). Archived from the original on 26 January 2021. Retrieved 18 July 2021.
    2. 1 2 "Acebutolol Monograph for Professionals". Drugs.com (in ଇଂରାଜୀ). Archived from the original on 26 January 2021. Retrieved 18 July 2021.
    3. 1 2 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 163. ISBN 978-0-85711-369-6.{{cite book}}: CS1 maint: date format (link)
    4. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 461. ISBN 9783527607495. Archived from the original on 2017-09-08. Retrieved 2020-09-19.
    5. "Acebutolol Prices, Coupons & Savings Tips - GoodRx". GoodRx. Retrieved 19 July 2021.
    6. "Acebutolol Prices, Coupons & Savings Tips - GoodRx". GoodRx. Retrieved 19 July 2021.