ଆଲୋଚନା:ସବିତା ଇନ୍ଦ୍ର ରେଡ୍ଡୀ

ଉଇକିପିଡ଼ିଆ ରୁ
Jump to navigation Jump to search

ଇଂରାଜୀ ଉଇକିପିଡ଼ିଆ ନାମ ଅନୁସାରେ ଏହା Sabitha Indra Reddy, ତେଣୁ ସବିଥା ହେବା କଥା । -- Abha Pradhan (talk) ୧୯:୦୨, ୧୫ ଅପ୍ରେଲ ୨୦୧୮ (IST)

'Sabitha' ଏକ ଦକ୍ଷିଣ ଭାରତୀୟ ନାମ ହେଇଥିବାରୁ ଓଡ଼ିଆରେ ଏହା 'ସବିତା' ହେବା ଉଚିତ । ଏ ସମ୍ବନ୍ଧୀୟ ଏକ ଆଲୋଚନାରୁ ଏପ୍ରକାର ବନାନ ବାବଦରେ ଅଧିକ ଜାଣିପାରିବ । ଓଡ଼ିଆ ଉଇକିପିଡ଼ିଆରେ ତୁମର ଅବଦାନ ନିମନ୍ତେ ସାଧୁବାଦ ଜଣାଇ ରହୁଛି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୦୫, ୧୬ ଅପ୍ରେଲ ୨୦୧୮ (IST)
ଉଇକିପ୍ରକଳ୍ପ ମହିଳା
WikiProject iconଏହି article ଉଇକିପ୍ରକଳ୍ପ ମହିଳା ଅନ୍ତର୍ଗତ । ଉଇକିପିଡ଼ିଆରେ ମହିଳା । ଆପଣ ଭାଗ ନେବାକୁ ଚାହୁଁଥିଲେ ଦୟାକରି ପ୍ରକଳ୍ପ ପୃଷ୍ଠା ଦେଖିପାରିବେ ଓ ସେଠାରେ ଆଲୋଚନା କରିବା ସହ ଫାଙ୍କାଥିବା କାମସବୁର ତାଲିକା ଦେଖିପାରିବେ ।