ଆଲୋଚନା:ଶ୍ରୀ ଜଗନ୍ନାଥ (୧୯୭୯ର ଓଡ଼ିଆ କଥାଚିତ୍ର)

Page contents not supported in other languages.
ଉଇକିପିଡ଼ିଆ‌ରୁ

@ସଂଗ୍ରାମ ଭାଇ, ଏହି ଭଳି କ'ଣ ଖବର କାଗଜର ଲିଙ୍କ ନଦେଇ ଖାଲି ନାମ ଲେଖିଦେଇ ଉଇକିପିଡ଼ିଆରେ ଆଧାର ଦେଇହୁଏ କି ? --ସୌମେନ୍ଦ୍ର (ମୋ ଆଲୋଚନା) ୧୯:୨୨, ୯ ଅକ୍ଟୋବର ୨୦୧୮ (IST)[reply]

@Soumendrak: ଭାଇ, ପୁରୁଣା ଜିନିଷ କିମ୍ବା ବହିର ଆଧାର ଏମିତି ହିଁ ଦେବାକୁ ହୁଏ । ଆଉ ଯଦି ତାହାର url ମିଳେ, ତେବେ ଦେଲେ ଅଧିକ ଭଲ ।-ଗପୁ (ମୋ ଆଲୋଚନା) ୧୫:୧୪, ୧୦ ଅକ୍ଟୋବର ୨୦୧୮ (IST)[reply]