Jump to content

ଆଲମୋଟ୍ରିପଟାନ

ଉଇକିପିଡ଼ିଆ‌ରୁ
ଆଲମୋଟ୍ରିପଟାନ
Ball-and-stick model of the almotriptan molecule
Clinical data
Trade namesAxert
SynonymsAlmotriptan hydrogen malate[]
AHFS/Drugs.commonograph
MedlinePlusa603028
data
Routes of
administration
By mouth
Legal status
Legal status
Pharmacokinetic data
Bioavailability70%
Protein binding35%
MetabolismLiver
Elimination half-life3–4 hours
Identifiers
  • N,N-dimethyl-2- [5-(pyrrolidin-1-ylsulfonylmethyl)- 1H-indol-3-yl]-ethanamine
Chemical and physical data
FormulaC17H25N3O2S
Molar mass୩୩୫.୪୭ g·mol−1
3D model (JSmol)
  • CN(C)CCc2c[nH]c3ccc(CS(=O)(=O)N1CCCC1)cc23
  • InChI=1S/C17H25N3O2S/c1-19(2)10-7-15-12-18-17-6-5-14(11-16(15)17)13-23(21,22)20-8-3-4-9-20/h5-6,11-12,18H,3-4,7-10,13H2,1-2H3 checkY
  • Key:WKEMJKQOLOHJLZ-UHFFFAOYSA-N checkY
  (verify)

ଆଲମୋଟ୍ରିପଟାନ (ବିକ୍ରୟନାମ ଆକ୍ସର୍ଟ ଇତ୍ୟାଦି), ଏକ ଔଷଧ ଯାହା ଅଧକପାଳି ମୁଣ୍ଡବିନ୍ଧାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] [] ୧୧ ବର୍ଷ ବୟସରୁ ଅଧିକ ଲୋକଙ୍କଠାରେ ବ୍ୟବହୃତ ହୋଇପାରେ । କ୍ଲଷ୍ଟର ମୁଣ୍ଡବିନ୍ଧା ପାଇଁ ଏହା କେତେଦୂର ଫଳପ୍ରଦ ତାହାର ପ୍ରମାଣ ଅଭାବ ଅଛି । [] ଏହା ପାଟିରେ ଦିଆଯାଏ । []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଶୁଖିଲା ପାଟି, ନିଦ୍ରାଳୁ ଭାବ ଏବଂ କାଲୁଆ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃତ୍‌ପିଣ୍ଡ ସମସ୍ୟା, ଷ୍ଟ୍ରୋକ, ରେନଡ ସିଣ୍ଡ୍ରୋମ, ସେରୋଟୋନିନ୍ ସିଣ୍ଡ୍ରୋମ ଏବଂ ଔଷଧର ଅତ୍ୟଧିକ ବ୍ୟବହାର ଯୋଗୁ ମୁଣ୍ଡବିନ୍ଧା ହୋଇପାରେ । [] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [] ଏହା ଏକ ଟ୍ରିପ୍ଟାନ ଶ୍ରେଣୀ ଅନ୍ତର୍ଭୁକ୍ତ । []

୧୯୯୨ ମସିହାରେ ଆଲମୋଟ୍ରିପଟାନ ପେଟେଣ୍ଟ କରାଯାଇଥିଲା ଏବଂ ୨୦୦୦ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାତ୍ରା ଔଷଧ ପାଇଁ ପ୍ରାୟ ୨.୮୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ। [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ $୯ ଡଲାର ଅଟେ। []

  1. 1 2 3 4 5 6 BNF 81: March-September 2021. BMJ Group and the Pharmaceutical Press. 2021. p. 500. ISBN 978-0857114105.
  2. "Almotriptan tablet, film coated". DailyMed. Archived from the original on 24 March 2021. Retrieved 17 February 2021.
  3. "Axert- almotriptan malate tablet, coated". DailyMed. Archived from the original on 23 March 2021. Retrieved 17 February 2021.
  4. "Archive copy" (PDF). Archived (PDF) from the original on 2021-11-05. Retrieved 2021-02-18.{{cite web}}: CS1 maint: archived copy as title (link)
  5. 1 2 "Almotriptan Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 14 January 2022.
  6. 1 2 3 "DailyMed - ALMOTRIPTAN MALATE- almotriptan tablet, film coated". dailymed.nlm.nih.gov. Archived from the original on 22 March 2021. Retrieved 14 January 2022.
  7. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 531. ISBN 9783527607495. Archived from the original on 2020-10-23. Retrieved 2021-02-18. {{cite book}}: Unknown parameter |name-list-format= ignored (|name-list-style= suggested) (help)
  8. "Almotriptan Prices, Coupons & Savings Tips - GoodRx". GoodRx. Archived from the original on 14 June 2016. Retrieved 14 January 2022.