ଆର୍ତ୍ତତ୍ରାଣ ସାହୁ
ଦେଖଣା
ଆର୍ତ୍ତତ୍ରାଣ ସାହୁ (ଜନ୍ମ: ୬ ଫେବୃଆରୀ ୧୯୬୬) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି ଓ ପ୍ରାବନ୍ଧିକ । ସେ ବେଦ, ଉପନିଷଦ ଓ ଅନ୍ୟାନ୍ୟ ହିନ୍ଦୁ ପ୍ରାଚୀନ ପୌରାଣିକ ଗ୍ରନ୍ଥର ବିଷୟ କାବ୍ୟରୂପରେ ଓଡ଼ିଆରେ ଲେଖିଛନ୍ତି ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଆର୍ତ୍ତତ୍ରାଣ ସାହୁ ୧୯୬୬ ଫେବୃଆରୀ ୬ରେ ପୁରୀ ଜିଲ୍ଲାର ରାୟଗୁରୁପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଉଦୟନାଥ ସାହୁ ଓ ମାତାଙ୍କ ନାମ ହାରାମଣି ସାହୁ । ୧୯୯୦ରେ ସେ ହିନ୍ଦୁ ଆଧ୍ୟାତ୍ମିକ କବିତା ରଚନା ଆରମ୍ଭ କରିଥିଲେ ।
ରଚନାବଳୀ
[ସମ୍ପାଦନା]- ସତ୍ୟାନୁସରଣ[୧]
- ସତ୍ୟାନୁସନ୍ଧାନ[୧]
- ସତୀ ଉପାଖ୍ୟାନ[୧]
- ସତ୍ୟଧର୍ମ[୧]
- ଶିବସ୍ୱରୂପ[୧]
- ସଙ୍କଟମୋଚନ[୧]
- ସକଳ ତୀର୍ଥ ସରିତ[୧]
- ଶାସ୍ୱତ[୧]
- ଶ୍ରୀଗଣେଷ[୧]
- ଅଭୁଲା ସ୍ମୃତି[୧]
ସମ୍ମାନ ଓ ସମ୍ବର୍ଦ୍ଧନା
[ସମ୍ପାଦନା]- ଶ୍ରୀରାମଦୟା ପରିଷଦ, ନିରାକାରପୁର
- ଗୋକୁଳାନନ୍ଦ ସାହିତ୍ୟ ସଂସଦ, ରାମେଶ୍ୱର
- ଗ୍ଲୋବାଲ୍ ଆଇକନ୍ ପୁରସ୍କାର, ଥାଇଲାଣ୍ଡ ୨୦୨୪[୧]