Jump to content

ଆମ୍ବନାଦ ହିଲ

ଉଇକିପିଡ଼ିଆ‌ରୁ
Ambanad Hills
അമ്പനാട് ഹില്‍സ്
Ambanad
Ambanad Hills
Ambanad Hills
Country India
StateKerala
DistrictKollam
Founded byEast India Company
Government
  TypeDemocracy
  BodyAryankavu Panchayat
Languages
  OfficialMalayalam, English
Time zoneUTC+5:30 (IST)
ISO 3166 codeIN-KL
Nearest cityKollam
Nearest railway stationଛାଞ୍ଚ:Rws


ଆମ୍ବନାଦ ହିଲ (Malayalam: അമ്പനാട് ഹില്‍സ്) ଭାରତୀୟ ରାଜ୍ୟ କେରଳାର କୋଲ୍ଲମ ଜିଲ୍ଲାରେସ୍ଥିତ ଏକ ଶୈଳ ଆବାସ ସ୍ଥଳ । କେରଳ ରାଜ୍ୟରେ କୋଲ୍ଲମ ଜିଲ୍ଲାରେ ଚା ବଗିଚା ଥିବା କିଛି ଅଞ୍ଚଳ ମଧ୍ୟରୁ ଏହା ଗୋଟିଏ । ଆମ୍ବନାଦ ହିଲ ଅର୍ୟନକଭୂ ପଞ୍ଚାଯତରେ ଅବସ୍ଥିତ । ଏହା କାଜୁଥୁର୍ତିଠାରୁ ୧୨ କିଲୋମିଟର ଦୂର । 

  • Kollam
  • Thenmala
  • Thenmala Dam
  • Kazhuthurutty railway station
  • Aryankavu