ଆପ୍ରେମିଲାଷ୍ଟ

ଉଇକିପିଡ଼ିଆ‌ରୁ
ଆପ୍ରେମିଲାଷ୍ଟ
Clinical data
Pronunciation/əˈprɛmɪlæst/ ə-PREM-i-last
Trade namesOtezla, Aplex, others
SynonymsCC-10004
AHFS/Drugs.commonograph
MedlinePlusa614022
data
Pregnancy
category
Routes of
administration
By mouth (tablets)
Legal status
Legal status
  • AU: S4 (Prescription only)
  • UK: POM (Prescription only) [୨]
  • US: ℞-only
  • ℞ (Prescription only)
Pharmacokinetic data
Bioavailability73%;[୩] Tmax = ~2.5 hours
Protein bindingc. 68%[୩]
MetabolismLiver (CYP3A4, with minor contributions from CYP2A6, CYP1A2)[୩]
MetabolitesO-desmethylapremilast glucuronide (and others)[୪]
Elimination half-life6–9 hours[୩]
ExcretionUrine (58%), faeces (39%)[୩]
Identifiers
  • N-{2-[(1S)-1-(3-Ethoxy-4-methoxyphenyl)-2-(methylsulfonyl)ethyl]-1,3-dioxo-2,3-dihydro-1H-isoindol-4-yl}acetamide
ECHA InfoCard100.234.786 Edit this at Wikidata
Chemical and physical data
FormulaC22H24N2O7S
Molar mass୪୬୦.୫0 g·mol−1
3D model (JSmol)
  • O=S(=O)(C)C[C@H](c1ccc(OC)c(OCC)c1)N3C(=O)c2cccc(c2C3=O)NC(=O)C
  • InChI=1S/C22H24N2O7S/c1-5-31-19-11-14(9-10-18(19)30-3)17(12-32(4,28)29)24-21(26)15-7-6-8-16(23-13(2)25)20(15)22(24)27/h6-11,17H,5,12H2,1-4H3,(H,23,25)/t17-/m1/s1
  • Key:IMOZEMNVLZVGJZ-QGZVFWFLSA-N

ଆପ୍ରେମିଲାଷ୍ଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଓଟେଜଲା, ହେଉଛି ପ୍ଲେକ୍ ସୋରିଆସିସ୍, ସୋରିଆଟିକ୍ ଆର୍ଥ୍ରାଇଟିସ୍ ଏବଂ ବେସେଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [୫] [୬] ଅନ୍ୟ ଚିକିତ୍ସା ଫଳପ୍ରଦ ହୁଏ ନାହିଁ ନ ହେଲେ ଏହା ବ୍ୟବହୃତ ହୁଏ । [୫] ଏହା ପାଟିରେ ଦିଆଯାଏ । [୭]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ସାଧାରଣ ଥଣ୍ଡା ଏବଂ ମୁଣ୍ଡବିନ୍ଧା ହୋଇପାରେ । [୫] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅବସାଦ ଏବଂ ଓଜନ ହ୍ରାସ ହୋଇପାରେ । [୬] ଗର୍ଭାବସ୍ଥାରେ ନିରାପତ୍ତା ଅସ୍ପଷ୍ଟ, ଅନ୍ୟ ପ୍ରାଣୀମାନଙ୍କର କ୍ଷତି ହେବାର ପ୍ରମାଣ ରହିଛି। [୮] ଏହା ଏନଜାଇମ୍ ଫସଫୋଡିଏଷ୍ଟେରେଜ୍ 4 (PDE4)ର ଏକ ପ୍ରତିବନ୍ଧକ ଯାହାଦ୍ୱାରା ସାଇଟୋକିନସ ହ୍ରାସ ହୁଏ । [୫]

୨୦୧୪ରେ ଆମେରିକାରେ ଏବଂ ୨୦୧୫ରେ ୟୁରୋପରେ ଚିକିତ୍ସା ବ୍ୟବହାର ନିମନ୍ତେ ଆପ୍ରେମିଲାଷ୍ଟ ଅନୁମୋଦିତ ହୋଇଥିଲା । [୫] [୬] ଯୁକ୍ତରାଜ୍ୟରେ ୪ ସପ୍ତାହ ଚିକିତ୍ସା ଖର୍ଚ୍ଚ ୫୫୦ ପାଉଣ୍ଡ ।[୭] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ପ୍ରାୟ ୪,୧୦୦ ଡଲାର । [୯]

ଆଧାର[ସମ୍ପାଦନା]

  1. "Apremilast (Otezla) Use During Pregnancy". Drugs.com. 27 September 2019. Archived from the original on 4 December 2020. Retrieved 19 April 2020.
  2. "Otezla 30 mg Film-Coated Tablets - Summary of Product Characteristics (SmPC)". (emc). 15 April 2020. Archived from the original on 15 January 2021. Retrieved 19 April 2020.
  3. ୩.୦ ୩.୧ ୩.୨ ୩.୩ ୩.୪ "Otezla (aprelimast) dosing, indications, interactions, adverse effects, and more". Medscape Reference. WebMD. Archived from the original on 17 October 2014. Retrieved 28 March 2014.
  4. Haberfeld H, ed. (2015). Austria-Codex (in ଜର୍ମାନ). Vienna: Österreichischer Apothekerverlag.
  5. ୫.୦ ୫.୧ ୫.୨ ୫.୩ ୫.୪ "Otezla". Archived from the original on 3 March 2020. Retrieved 15 January 2022.
  6. ୬.୦ ୬.୧ ୬.୨ "DailyMed - OTEZLA- apremilast tablet, film coated". dailymed.nlm.nih.gov. Archived from the original on 15 January 2022. Retrieved 15 January 2022.
  7. ୭.୦ ୭.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1165. ISBN 978-0857114105.
  8. "Apremilast (Otezla) Use During Pregnancy". Drugs.com (in ଇଂରାଜୀ). Archived from the original on 4 December 2020. Retrieved 15 January 2022.
  9. "Otezla Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 25 May 2016. Retrieved 15 January 2022.