ଆପୋମର୍ଫିନ
Clinical data | |
---|---|
Pronunciation | a" poe mor' feen[୨] |
Trade names | Apokyn, Kynmobi, others |
Synonyms | Apomorphine hydrochloride[୧] |
AHFS/Drugs.com | monograph |
MedlinePlus | a604020 |
data |
|
Pregnancy category | |
Routes of administration | Subcutaneous injection (SQ), sublingual |
Legal status | |
Legal status | |
Pharmacokinetic data | |
Bioavailability | 100% following injection |
Protein binding | ~50% |
Metabolism | Liver, phase II |
Onset of action | 10–20 min[୩] |
Elimination half-life | 40 minutes |
Duration of action | 60 min[୩] |
Excretion | Liver |
Identifiers | |
| |
ECHA InfoCard | 100.000.327 |
Chemical and physical data | |
Formula | C17H17NO2 |
Molar mass | ୨୬୭.୩୩ g·mol−1 |
3D model (JSmol) | |
| |
| |
(verify) |
ଆପୋମର୍ଫିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଆପୋକିନ, ହେଉଛି ପାର୍କିନ୍ସନ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [୩] ନିର୍ଦ୍ଦିଷ୍ଟ ଭାବରେ ଏହା "ଅଫ୍" ଏପିସୋଡ୍ ପାଇଁ ବ୍ୟବହୃତ ହୁଏ ଯାହା ଉନ୍ନତ ଅତ୍ୟଧିକ ଆଗେଇ ଯାଇଥିବା ରୋଗରେ ଦେଖାଯାଇପାରେ । [୩] ଏହା ଅତ୍ୟଧିକ ମାତ୍ରା ଔଷଧ ଗ୍ରହଣ କରିଥିବା ଲୋକର ବାନ୍ତି ଆଣିବା ପାଇଁ ବ୍ୟବହୃତ ହୋଇଥିଲା । [୩] ଚର୍ମ ତଳେ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । [୩] [୧] ଔଷଧ ଦେବାର ୨୦ ମିନିଟ ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୋଇଥାଏ ଏବଂ ଏହା ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି ଲାଗେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଉଦ୍ବେଗ, ଦ୍ୱନ୍ଦ୍ୱ, ମୁଣ୍ଡ ବୁଲାଇବା, ସାଇକୋସିସ୍, ଜୀବନ୍ତ ସ୍ୱପ୍ନ, QT ବିସ୍ତାର ଏବଂ ଶୋଇବାରେ ଅସୁବିଧା ଆଦି ହୋଇପାରେ ।[୨] [୪] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୪] ଏହା ଓଣ୍ଡାନସେଟ୍ରନ୍ ପରି ୫ଏଚଟି<sub id="mwMQ">୩</sub> (5HT <sub id="mwMQ">3</sub>) ସହିତ ବ୍ୟବହାର କରାଯିବା ଉଚିତ୍ ନୁହେଁ । [୪] ଏହା ଏକ ଡୋପାମାଇନ୍ ଆଗୋନିଷ୍ଟ ଯାହା ମସ୍ତିଷ୍କରେ ଡି୨, ଡି୩, ଏବଂ ଡି୫ ରିସେପ୍ଟରଗୁଡ଼ିକୁ ସକ୍ରିୟ କରିଥାଏ । [୨]
୨୦୦୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆପୋମର୍ଫିନ ଅନୁମୋଦିତ ହୋଇଥିଲା; କିନ୍ତୁ ଏହା ପୂର୍ବରୁ ୟୁରୋପରେ ବ୍ୟବହୃତ ହେଉଥିଲା । [୨] ଯୁକ୍ତରାଜ୍ୟରେ ୩୦ ମିଗ୍ରାର ୫ ୟୁନିଟର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ £ ୧୨୫ ଅଟେ। [୧] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୬,୫୦୦ ଡଲାର ଅଟେ। [୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ BNF 81: March-September 2021. BMJ Group and the Pharmaceutical Press. 2021. p. 439. ISBN 978-0857114105.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Apomorphine". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Retrieved 14 January 2022.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Apomorphine Monograph for Professionals". Drugs.com (in ଇଂରାଜୀ). Archived from the original on 20 April 2021. Retrieved 14 January 2022.
- ↑ ୪.୦ ୪.୧ ୪.୨ "DailyMed - APOKYN- apomorphine hydrochloride injection". dailymed.nlm.nih.gov. Archived from the original on 17 May 2021. Retrieved 15 January 2022.
- ↑ "Apokyn Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 15 January 2022.